ଆଜିର ଦିନ ଦେଶର ସମସ୍ତଙ୍କ ଝିଅଙ୍କୁ ସମର୍ପିତ – ନିର୍ଭୟାଙ୍କ ମା’

ଓଡ଼ିଶାଲାଇଭ୍ ବ୍ୟୁରୋ “ଆଜିର ଦିନ ଦେଶର ସମସ୍ତଙ୍କ ଝିଅ ଓ ମହିଳାମାନଙ୍କୁ ସମର୍ପିତ। କାରଣ ଆଜିର ଦିନରେ ନିର୍ଭୟାଙ୍କୁ ଉଚିତ୍ ନ୍ୟାୟ ମିଳିଛି। ଦୀର୍ଘ ୭ ବର୍ଷ ପରେ ହେଲେ ମଧ୍ୟ ଚାରି ଦୋଷୀ...

ବ୍ରହ୍ମପୁର: ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୦ ଗିରଫ  

ଓଡ଼ିଶାଲାଇଭ୍‌ ବ୍ୟୁରୋ  (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ଋଷିକୂଲ୍ୟା ନଦୀ ନିକଟସ୍ଥ ସୁବର୍ଣ୍ଣେଶ୍ୱରୀ ମନ୍ଦିର ପାଖରେ ବହୁ ଦିନ ଧରି ଏକ ଜୁଆ ଆଡ୍ଡା ଚାଲିଥିଲା। ମଙ୍ଗଳବାର ଆସିକା ପୋଲିସ ଏହି ଅଡ୍ଡା...

ସର୍ତ୍ତମୂଳକ ଜାମିନ ପାଇ ଥାନାରେ ହାଜର ହେଲାନି ଗ୍ୟାଙ୍ଗଷ୍ଟାର ସପୋ, ନୋଟିସ୍‌ ଜାରି କଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସର୍ତ୍ତମୂଳକ ଜାମିନ ପାଇ ମଧ୍ୟ ଥାନାରେ ହାଜର ହେଲାନି କେନ୍ଦ୍ରାପଡ଼ା ଜିଲ୍ଲାର ଗ୍ୟାଙ୍ଗଷ୍ଟାର ଇମ୍ରାନ ଅଲ୍ଲୀ (ସପୋ)। ଫେବ୍ରୁଆରି ୨୫ ତାରିଖରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିଲା ସପୋ। ହାଇକୋର୍ଟଙ୍କ ସର୍ତ୍ତ...

ରାୟଗଡ଼ାରେ ମହିଳା କ୍ରିକେଟ ବିଶ୍ଵକପ୍‌ ବେଟିଂ – ୩ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାୟଗଡ଼ା ଗୁଣୁପୁରରେ ମହିଳା ବିଶ୍ଵକପ କ୍ରିକେଟକୁ ନେଇ ଚାଲିଥିଲା ବେଟିଂ। ଅଚାନକ ଚଢ଼ାଉ କଲା ପୋଲିସ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ୧ କୋଟି ୨୬ ଲକ୍ଷ...

ରାଜଧାନୀରେ ପୁଣି ଗର୍ଜିଲା ବନ୍ଧୁକ – ରେଷ୍ଟୁରାଣ୍ଟରେ ଗୁଳିମାଡ଼, ଯୁବକ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ପୁଣି ଗୁଳିମାଡ଼। ଚନ୍ଦକା ଥାନା ଅଞ୍ଚଳରେ ଏକ ରେଷ୍ଟୁରାଣ୍ଟରେ ଗୁଳିମାଡ଼ ହୋଇଛି। ରେଷ୍ଟୁରାଣ୍ଟରେ ମଦ ପିଇବାକୁ ନେଇ ପାଟିତୁଣ୍ଡ ହେବାରୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଏଥିରେ ଜଣେ ଯୁବକ...

ନବରଙ୍ଗପୁର: ମକାବାଡ଼ରେ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଆତ୍ମହତ୍ୟା କଲେ ଯୁବକ। ବୁଧବାର ସ୍ଥାନୀୟ ମାରଙ୍ଗପାଳି ଗ୍ରାମର ସନ୍ତୋଷ ଗଣ୍ଡ ନାମକ ଜଣେ ଯୁବକ ଶାଢ଼ୀକୁ ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି। ସନ୍ତୋଷଙ୍କ ମା ଓ...

ନିର୍ଭୟା ଦୋଷୀଙ୍କୁ ଫାଶୀ ପକ୍କା – ପବନର ରାଜକ୍ଷମା ଖାରଜ କଲେ ରାଷ୍ଟ୍ରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ଭୟା ଗଣଦୁଷ୍କର୍ମର ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନକୁ ଖାରଜ କରିଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିସହିତ ଏବେ ଚାରି ଜଣ ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ଏକରକମ ପକ୍କା ହୋଇଯାଇଛି। ଏହାପୂର୍ବରୁ...

ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା ଘଟଣା: ଦୋଷୀ ସାବ୍ୟସ୍ତ ହେଲେ କୁଲଦୀପ ସେଙ୍ଗର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରପ୍ରଦେଶ ଉନ୍ନାଓ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା କରିଥିବା ଘଟଣାରେ ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ରାୟ ଶୁଣାଇଛନ୍ତି। ଏହି ହତ୍ୟା ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗାରଙ୍କ...

ଦିଲ୍ଲୀ ହିଂସାକାଣ୍ଡ – ଗିରଫ ହେଲେ ଶାହରୁଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ହିଂସାକାଣ୍ଡ ସମୟରେ ଗୁଳି ଫୁଟାଇ ଚର୍ଚ୍ଚାକୁ ଆସିଥିବା ଯୁବକ ଶାହରୁଖକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ମଙ୍ଗଳବାର ଉତ୍ତରପ୍ରଦେଶର ବରେଲୀ ଅଞ୍ଚଳରୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ଉତ୍ତର ପ୍ରଦେଶ ପୋଲିସର ମିଳିତ...

ଦାଉଦ ଇବ୍ରାହିମ କିଭଳି ଜଣେ ଓଡ଼ିଆ ଏଜେଣ୍ଟକୁ ଜୀବନରେ ମାରି ଦେଇଥିଲା…

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁମ୍ବାଇର କୁଖ୍ୟାତ ଅଣ୍ଡର ୱାର୍ଲଡ ଡନ ଦାଉଦ ଇବ୍ରାହିମଙ୍କ କମ୍ପାନି କିଭଳି ଜଣେ ଓଡ଼ିଆ ଏଜେଣ୍ଟକୁ ଜୀବନରେ ମାରି ଦେଇଥିଲା ତାର ଏକ ରୋଚକ କାହାଣୀ ଏବେ ସାମ୍ନାକୁ ଆସିଛି। ମୁମ୍ବାଇର...