କେନ୍ଦ୍ରାପଡ଼ା: ଔଷଧ ବ୍ୟବସୟୀ ହତ୍ୟା ଘଟଣା, ୫ ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ କେନ୍ଦ୍ରାପଡ଼ା ଔଷଧ ବ୍ୟବସାୟୀ ଗଗନ ସାହୁଙ୍କ ହତ୍ୟା ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୋଲିସ। ପୂର୍ବ ଶତ୍ରୁତା ଓ ଗଣେଶ ଭସାଣି ଗଣ୍ଡଗୋଳକୁ ନେଇ ହତ୍ୟା କରାଯାଇଛି ବୋଲି ଏସପି ନୀତି...

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ମିନା ହିକ୍‌କାଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ରାୟଗଡ଼ା ପୋକ୍ସୋ କୋର୍ଟ। ଏଥିସହ ୩ ହଜାର ଟଙ୍କା ଜରିମାନା ଆଦେଶ...

ନର୍ସ ନିହାରିକା ମର୍ଡର ମିଷ୍ଟ୍ରି – ଉଠିବ ପରଦା, ଖୋଲିବ ମୁଖା?

ଓଡ଼ିଶାଲାଇଭ୍ ବ୍ୟୁରୋ ନର୍ସ ନିହାରିକା ପାତ୍ର ମୃତ୍ୟୁରେ ଆଜି ଟୁଇଷ୍ଟ ଆସିଛି। ନିହାରିକାଙ୍କ ବୟଫ୍ରେଣ୍ଡ ରାଜା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଅଜ୍ଞାତ ସ୍ଥାନରେ ବିରିଡି ପୋଲିସ ଏବଂ କଟକ ମଧୁପାଟଣା ପୋଲିସ୍‌ ରାଜାକୁ...

ଖୋଲିବ ନର୍ସ ନିହାରିକା ହତ୍ୟା ପଛର ଗୁମର: ଆତ୍ମସମର୍ପଣ କଲା ବୟଫ୍ରେଣ୍ଡ ରାଜା

ଓଡ଼ିଶାଲାଇଭ୍ ବ୍ୟୁରୋ ନର୍ସ ନିହାରିକା ହତ୍ୟା ଘଟଣା ଏବେ ନୂଆ ମୋଡ଼ ନେଇଛି। ନିହାରିକାଙ୍କ ବୟଫ୍ରେଣ୍ଡ ରାଜା ଓରଫ କିଶୋର ଆଞ୍ଚଲ ଜଗତସିଂହ ପୁର ବିରିଡ଼ି ଥାନା ପୋଲିସ ପାଖରେ ଆତ୍ମସମର୍ପଣ କରିଛି। ରାଜାର...

ଆଠଗଡ଼ କୁଲାଇଲୋ ଅସ୍ଥି ଚିକିତ୍ସା ସେବା ସଦନରେ ବୋମାମାଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆଠଗଡ଼ କୁଲାଇଲୋସ୍ଥିତ ଅନନ୍ତ ବେଉରା ଅସ୍ଥିଶଲ୍ୟ ଚିକିତ୍ସା କେନ୍ଦ୍ର ଉପରେ ବୋମାମାଡ଼। ଗୁରୁବାର ମଧ୍ୟ ରାତିରେ ଏହି ବୋମାମାଡ଼ କରାଯାଇଥିବା କୁହାଯାଉଛି। ଏହି ଚିକିତ୍ସା କେନ୍ଦ୍ରର ମୁଖ୍ୟ ଗେଟ୍‌ରେ ଏହି ବୋମାମାଡ଼...

ଏଟି ଚିଟ୍‌ଫଣ୍ଡ ଠକେଇରେ କେମିତି ଫସିଲେ ଆଶୀର୍ବାଦ?

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ଓଡ଼ିଶା କ୍ରିକେଟ୍‌ ଆସୋସିଏସନ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଏଟି ଚିଟ୍‌ଫଣ୍ଡ ଠକେଇରେ ଗିରଫ ହୋଇଛନ୍ତି। ସିବିଆଇ ଗୁରୁବାର ଭୋର୍‌ରୁ ଆଶୀର୍ବାଦଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ଏବେ...

ପାଟଣାଗଡ଼ ଡବଲ ମର୍ଡର, ୪ ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ ପାଟଣାଗଡ଼ ଡବଲ ମର୍ଡରରେ ୪ଜଣଙ୍କୁ ଗିରଫ କରିଛି ପୋଲିସ। ଗତ ୧୬ ତାରିଖରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ଗାଁ ଲୋକ ପିଟିପିଟି ହତ୍ୟା କରିଥିଲେ। ପରେ ନିକଟସ୍ଥ ଜଙ୍ଗଲରେ ଟାଙ୍ଗି ଦେଇଥିଲେ।...

ସାଲେପୁର ନାବାଳିକା ଦୁଷ୍କର୍ମ ଘଟଣା: ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ସାଲେପୁର ୨୦୧୮, ଏପ୍ରିଲ ୧ରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ କଟକ ସ୍ପେଶାଲ ପୋକ୍ସୋ କୋର୍ଟ। ଶେଷରେ ସାଲେପୁର ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ।...

ବିଲୁଆଖାଇ ନଦୀ ପଠାରୁ ମିଳିଥିବା ଶବ ନିହାରିକା ନା ଆଉ କିଏ?

ଓଡ଼ିଶାଲାଇଭ୍ ବ୍ୟୁରୋ ଜଗତସିଂହ ପୁର ବିରିଡ଼ି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀପଠାରୁ ମିଳିଥିବା ଶବକୁ ନେଇ ବଢ଼ୁଛି ସସ୍‌ପେନ୍ସ। ଏହି ହାତ ଗୋଡ଼ ବନ୍ଧା ଶବଟି ମିଳିବା ପରେ ଏହା ନର୍ସ ନିହାରିକା ବୋଲି...

ଉଠୁଛି ପଡୁଛି ପଟ୍ଟାମୁଣ୍ଡାଇ – ‘‘ମୋ’ ସ୍ୱାମୀଙ୍କୁ ପୋଲିସ ପିଟି ପିଟି ମାରି ଦେଇଛି’’

ଓଡ଼ିଶାଲାଇଭ୍ ବ୍ୟୁରୋ ଗିରଫ ମଙ୍ଗୁଳିଙ୍କ ମୃତ୍ୟୁ ପରେ ପଟ୍ଟାମୁଣ୍ଡାଇରେ ଝଡ଼। ଥାନା ଆଗରେ ପରିବାର ଲୋକଙ୍କ ଧାରଣା। କେନ୍ଦ୍ରାପଡ଼ା: ‘‘ମୋ’ ସ୍ୱାମୀଙ୍କୁ ଦିନ ଦିପହରୁ ପୋଲିସ ଝରୁ ଉଠାଇ ଆଣିଛି। ଏଯାଏଁ ତାଙ୍କର ପତ୍ତା ମିଳୁନି।...