ଶ୍ୱଶୂର ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଲେ ବୋହୂ

ଓଡ଼ିଶାଲାଇଭ ବ୍ୟୁରୋ ଏକ ଲଜ୍ୟାଜନକ ଘଟଣା ସମ୍ନାକୁ ଆସିଛି। ଜଣେ ୭୬ ବର୍ଷିୟ ଶ୍ୱଶୂରଙ୍କ ନାଁରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଛନ୍ତି ବୋହୂ। ଏଭଳି ଏକ ଘଟଣା ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ଘଟିଛି।...

ସ୍ତ୍ରୀକୁ ପୋଡ଼ି ମାରିବା ପରେ ବିଷ ପିଇଲା ସ୍ଵାମୀ

ଓଡ଼ିଶାଲାଇଭ ବ୍ୟୁରୋ ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ନୂଆପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀକୁ ପୋଡ଼ି ହତ୍ୟା କରିବା ପରେ ସ୍ଵାମୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି। ଆତ୍ମହତ୍ୟା...

ପୋଲିସ ହେପାଜତରୁ ବିଚାରଧିନ କଏଦୀ ଫେରାର୍ – ୫ ପୋଲିସ ନିଲମ୍ଵିତ

ଓଡ଼ିଶାଲାଇଭ ବ୍ୟୁରୋ ପୋଲିସକୁ ଚକମା ଦେଇ ବିଚାରଧିନ ବନ୍ଦୀ ଫେରାର୍ ହେବା ଘଟଣାରେ ୫ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ଵିତ କରାଯାଇଛି। ନିଲମ୍ଵିତ କର୍ମଚାରୀଙ୍କ ମଧ୍ୟରେ ଜଣେ ହାବିଲଦାର ଓ ୪ ଜଣ ପୋଲିସ କର୍ମଚାରୀ...

କେନ୍ଦ୍ରାପଡ଼ା – ସ୍ତ୍ରୀକୁ ଫୋନରେ ତିନ୍‌ ତଲାକ୍‌ ଦେଲା ସ୍ଵାମୀ 

ଓଡ଼ିଶାଲାଇଭ ବ୍ୟୁରୋ କେନ୍ଦ୍ର ସରକାର ଟ୍ରିପଲ ତଲାକକୁ ଅସିଦ୍ଧ ଘୋଷଣା କରିବା ପରେ ମଧ୍ୟ ଏପରି ଏକ ଅଭିଯୋଗ ପୁଣି ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ଜଣେ ମହିଳା ତାଙ୍କ ସ୍ଵାମୀ ନାଁରେ...

ଧରାହେଲେ ହାଇୱେ ଲୁଟେରା ଗ୍ୟାଙ୍ଗ୍, କାର୍‌ରେ ଲିଫ୍ଟ ଦେଇ ଲୁଟୁଥିଲେ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ : ହାଇୱେରେ ଲିଫ୍ଟ ଦେବା ଆଳରେ ଯାତ୍ରୀଙ୍କୁ ଲୁଟୁଥିବା ଏକ ଗ୍ୟାଙ୍ଗକୁ କଟକ ମଧୁପାଟଣା ଥାନା ପୋଲିସ ଗିରଫ କରିଛି। ଗ୍ୟାଙ୍ଗର ୪ ଜଣ ଲୁଟେରାଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ...

ଏନଫୋର୍ସମେଣ୍ଟ୍ ସ୍କ୍ୱାଡ୍ ହାବୁଡ଼ରେ ଜିଏସ୍‌ଟି ଠକ, ୧୩ କୋଟିର ଟିକସ ଫାଙ୍କି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ : ଜାଲ କାଗଜପତ୍ରରେ ଲୁହା ଖର୍ଦ୍ଦି ବିକ୍ରି କରି ପାଖାପାଖି ୧୩ କୋଟି ଟଙ୍କା ଜିଏସ୍‌ଟି ଟିକସ ଠକେଇ କରିଥିବା ବ୍ୟବସାୟୀ ବଲାଙ୍ଗିରସ୍ଥିତ ସିଟି ଆଣ୍ଡ ଜିଏସ୍‌ଟି ଏନଫୋର୍ସମେଣ୍ଟ୍ ସ୍କ୍ୱାଡ୍...

ଉଲିବୁରୁ ଖଣି ଦୁର୍ନୀତି ମାମଲା – ହାଇକୋର୍ଟରେ ପୁଣି ଖାରଜ ହେଲା ଦୀପକ ଗୁପ୍ତାଙ୍କ ଜାମିନ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ : କେନ୍ଦୁଝର ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ଜାମିନ୍ ଆବେଦନ ପୁଣି ଖାରଜ ହୋଇଛି। ଏହାକୁ ମିଶାଇ ପଞ୍ଚମ ଥର ଲାଗି...

ବାଲେଶ୍ୱରରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ୧ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱରରେ ବେଆଇନ୍‌ ନିଶା କାରବାରକୁ ସମ୍ପୂର୍ଣ୍ଣ ରୁପେ ବନ୍ଦ କରିବା ପାଇଁ ପୋଲିସ୍‌ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗରି ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ଲକ୍ଷାଧିକ...

ପୁଣି କମିସନରେଟ ପୋଲିସ କଲା ଏନକାଉଣ୍ଟର – କୁଖ୍ୟାତ ଅପରାଧୀ ରବି ରାଓ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର କମିସନରେଟ ପୋଲିସର ପୁଣିଥରେ ଏନ୍‌କାଉଣ୍ଟର। ରବିବାର ରାତିରେ ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ଅଞ୍ଚଳରେ ଆଉ ଏକ ଏନ୍‌କାଉଣ୍ଟର କରିଛି କମିଶନରେଟ୍‌ ପୋଲିସ। ଏହି ଏନ୍‌କାଉଣ୍ଟରରେ କୁଖ୍ୟାତ...

କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ ଦାବି କଲେ ପୀଡ଼ିତାଙ୍କ ପରିବାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଶନିବାର ବିଧାନସଭାରେ ବିଚାର ବିଭାଗୀୟ କମିସନ ତଦନ୍ତ ରିପୋର୍ଟ ଉପସ୍ଥାପନ କରି କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ମିଛ ବୋଲି...