ଗୁଳି ଫୁଟାଇ ଡାକ୍ତରଙ୍କଠାରୁ ୫୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ-ଢେଙ୍କାନାଳ ହାଇୱେରେ ମଙ୍ଗଳବାର ଘଟିଛି ଏକ ବଡ଼ ଧରଣର ଲୁଟ୍‌। ଜମି କିଣିବାକୁ ଯାଉଥିବା ଜଣେ ହୋମିଓପ୍ୟାଥି ଡାକ୍ତରଙ୍କ କାର ଉପରକୁ ଗୁଳିକରି ଦୁର୍ବୃତ୍ତମାନେ ୫୦ ଲକ୍ଷ ଟଙ୍କା ଲୁଟି ନେଇଥିବା...

ପୁରୀ: ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ, ହେଲପର ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ପୁରୀ ସହରରେ। ଏହି ଘଟଣାରେ ସଂପୃକ୍ତି ଥିବା ଅଭିଯୁକ୍ତ ବସ୍ ହେଲପରଙ୍କୁ ପୋଲିସ ଗିରଫ କରିଛି। ସୋମବାର ରାତିରେ ଏକ ଏସି...

କର୍ମଚାରୀ ଥଇଥାନକୁ ନେଇ ନିର୍‌ତାର ନିର୍ଦ୍ଦେଶକଙ୍କୁ ଆକ୍ରମଣ, ୫ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ : ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା (ଏସ୍‌ଭିନିରତାର)ର ନିର୍ଦ୍ଦେଶକ ଡାକ୍ତର ଶକ୍ତି ପ୍ରସାଦ ଦାସଙ୍କୁ ଆକ୍ରମଣା ଘଟଣାରେ ଓଲଟପୁର ଥାନା ପୋଲିସ୍...

ସରକାରଙ୍କ ଦୁର୍ଘଟଣା ପ୍ୟାକେଜ – ଆହତଙ୍କୁ ୫୦ ହଜାର, ମୃତକଙ୍କୁ ୨ ଲକ୍ଷ

ଓଡ଼ିଶାଲାଇଭ ବ୍ୟୁରୋ ରାଜ୍ୟରେ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଅନେକ ଲୋକ ଆହତ ଏବଂ ମୃତ୍ୟୁ ମୁଖରେ ପଡୁଛନ୍ତି। ଆହତଙ୍କ  ଚିକିତ୍ସା ଏବଂ ପ୍ରାଣ ହରାଉଥିବା ଲୋକଙ୍କ ପରିବାରବର୍ଗକୁ ସହାୟତା ରାଶି ଦେବା...

ପୁରୀରେ ବୋମା ମାଡ଼, ୭ ଆହତ

ଓଡ଼ିଶାଲାଇଭ ବ୍ୟୁରୋ ରାଜନୈତିକ ଶତୃତାକୁ କେନ୍ଦ୍ର କରି ପୁରୀ କୃଷ୍ଣପ୍ରସାଦ ବ୍ଲକ କହ୍ନେଇପୁର ଗ୍ରାମରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ଟି ବୋମା ମାଡ଼ ମଧ୍ୟ ହୋଇଛି। ବୋମା ମାଡ଼ରେ ଉଭୟ ଗୋଷ୍ଠୀର...

ମହିଳାଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ୧ଲକ୍ଷ ୮୯ ହଜାର ଟଙ୍କା

ଓଡ଼ିଶାଲାଇଭ ବ୍ୟୁରୋ ଦିନ ଦିପହରେ ବନ୍ଧୁକ ଦେଖାଇ ଜଣେ ମହିଳାଙ୍କଠାରୁ ୧ଲକ୍ଷ ୮୯ ହଜାର ଟଙ୍କା ଓ ସ୍କୁଟି ଲୁଟି ନେଲେ ଦୁର୍ବୃତ୍ତ। ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ବବିତା ପାତ୍ର।...

ଯାଜପୁର: ଦୋକାନ ଭିତରୁ ରକ୍ତ ଜୁଡୁବୁଡୁ ମୃତ୍ୟୁ ଦେହ ଉଦ୍ଧାର

ଓଡ଼ିଶାଲାଇଭ ବ୍ୟୁରୋ ଯାଜପୁର ଜିଲ୍ଲା ପାଣିକୋଇଲିସ୍ଥିତ ଜାତୀୟ ରାଜପଥ କଡ଼ର ଏକ ଦୋକାନ ଭିତରୁ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ରବିନ୍ଦ୍ର ସାହୁ।...

ବାପା ସହ ବଚସା, ରୋଗିଣା ମା’କୁ କିରୋସିନି ଢ଼ାଳି ଜିଅନ୍ତା ଜାଳି ଦେଲା ପୁଅ

ଓଡ଼ିଶାଲାଇଭ ବ୍ୟୁରୋ ବାପା ମା’ଙ୍କର ଇଚ୍ଛା ଥାଏ ଯେ ମୃତ୍ୟୁ ପରେ ତାଙ୍କ ପୁଅ ତାଙ୍କୁ ମୁଖାଗ୍ନି ଦେଉ। ଏହା ଆମ ସମାଜର ମଧ୍ୟ ଏକ ପରମ୍ପରା। ହେଲେ ଏବେ ଏହାର ବିପରୀତ ଦୃଶ୍ୟ...

ନିର୍‌ତାର୍ ନିର୍ଦ୍ଦେଶକଙ୍କୁ ମରଣାନ୍ତକ ଆକ୍ରମଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟ ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା(ଏସ୍‌ଭିନିର୍‌ତାର) ନିର୍ଦ୍ଦେଶକ ଡାକ୍ତର ଶକ୍ତିପ୍ରସାଦ ଦାସଙ୍କୁ ମରଣାନ୍ତକ ଆକ୍ରମଣ...

ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା ତହସିଲଦାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମି ଇମ୍ୟୁଟେସନ୍‌ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ତହସିଲଦାର। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ତହସିଲଦାର। ଜମି ଇମ୍ୟୁଟେସନ୍‌ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ...