ସ୍ଵାଧୀନତା ଦିବସ ପ୍ୟାରେଡ୍ ବେଳେ ଅସୁସ୍ଥ ହୋଇପଡ଼ିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପ୍ୟାରେଡ୍ରେ ଭାଷଣ ଦେଲାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଫଳରେ ସେ ତାଙ୍କ ଭାଷଣ ସମ୍ପୂର୍ଣ୍ଣ କରିପାରିନଥିଲେ।...
ଲାଲକିଲ୍ଲାରୁ ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
୭୧ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଛୋଟ ଭାଷଣରେ ୧୧ଟି ବଡ଼ କଥା କହିଥିଲେ। ୪ ବର୍ଷ ମଧ୍ୟରେ ମୋଦିଙ୍କ ଏହା ହେଉଛି ଅଳ୍ପ ସମୟର ଭାଷଣ।...
‘ଆକାଂକ୍ଷା ଯୋଜନା’ରେ ଭୁବନେଶ୍ୱର କଳିଙ୍ଗନଗରରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଙ୍କ ପାଇଁ ଖୋଲିଲା ଆଧୁନିକ ହଷ୍ଟେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରେ ରହି ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀମାନେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି। ତେବେ ଆର୍ଥିକ ଅନଗ୍ରସରତା କାରଣରୁ ଘରୋଇ ହଷ୍ଟେଲରେ ରହି ପାଠପଢିବା ସମ୍ଭବପର ହୁଏ...
ସ୍ୱୟଂ ସହାୟକ ଗୋଷ୍ଠୀର ୨୫ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଦିଆଯିବ ଡିଜିଟାଲ୍ ମାର୍କେଟିଂ ତାଲିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ ସୋସିଆଲ୍ ମିଡିଆର ଯୁଗ। ତେଣୁ କିପରି ଭାବରେ ମହିଳାମାନେ ଏଥିରେ ଯୋଡ଼ି ହୋଇ ନିଜର ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ ସେ ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଯାଇଛି ଫେସ୍ବୁକ୍ ଏବଂ ରାଜ୍ୟ...
ଚିଲିକାର ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବ ସ୍ୱସ୍ତି ଚିଲିକା ରିସର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଏକ ପ୍ରମୁଖ ଆକର୍ଷଣ ହେଉଛି ଚିଲିକା। ତେବେ ଚିଲିକାର ଆଖପାଖ ଅଞ୍ଚଳରେ ଉଚ୍ଚମାନର କୌଣସି ହୋଟେଲ ନଥିବା କାରଣରୁ ଦେଶବିଦେଶର ଅନେକ ପର୍ଯ୍ୟଟକ ସେଠାରେ ରାତ୍ରିଯାପନ କରିପାରୁନଥିଲେ।...
ପାଇକ ବିଦ୍ରୋହର ୨ ଶହ ବର୍ଷ ପାଳନ, ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
“ଓଡ଼ିଶାର ପାଇକ ବିଦ୍ରୋହ ଭାରତ ସ୍ୱାଧୀନତା ସଂଗ୍ରାମ ପୂର୍ବରୁ ହୋଇଥିଲା। ଏହାକୁ ପ୍ରଥମ ସଂଗ୍ରାମ କହିଲେ ଅତ୍ୟୁକ୍ତି ହେବ ନାହିଁ। ଔପନିବେଶିକ ଶାସନର ଲେଖାଯାଇଥିବା ଇତିହାସ ସ୍ୱାଧୀନତା ସଂଗ୍ରାମର ପ୍ରକୃତ ଇତିହାସ...
ଭିନ୍ନକ୍ଷମଙ୍କ ଦକ୍ଷତା ବିକାଶ ପାଇଁ ନୂଆ ବାଟ – ଜଟଣୀର ସ୍ୱତନ୍ତ୍ର ଆଇଟିଆଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିନ୍ନକ୍ଷମମାନଙ୍କ ଦକ୍ଷତା ବିକାଶ ପାଇଁ ଜଟଣୀଠାରେ ସ୍ୱତନ୍ତ୍ର ଆଇଟିଆଇ ଉଦ୍ଘାଟିତ, ବିଶ୍ୱ ଦକ୍ଷତା ବିକାଶ ଦିବସ ଅବସରରେ ଗଡ଼ିଲା ସ୍କିଲସ୍ କାରାଭାନ
ରାଜ୍ୟର ବିକାଶ ପାଇଁ ପ୍ରସ୍ତୁତ ଦୀର୍ଘମିଆଦି ରୋଡମ୍ୟାପ୍ ପଛରେ ଆଜି...
ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଳିଙ୍ଗ ଷ୍ଟାଡିୟମରେ ଗତ ରବିବାର ୨୨ତମ ଏସୀୟ ଆଥଲେଟିକ୍ ଚାମ୍ପିଅନସିପ୍ ଉଦ୍ଯାପିତ ହେବା ପରେ ଭାରତୀୟ ପଦକ ବିଜେତାମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସମ୍ବର୍ଦ୍ଧିତ କରିଛନ୍ତି।
ଏହି ପ୍ରତିଯୋଗିତାରେ ଭାରତକୁ ମୋଟ...
ବିଦାୟ କଳିଙ୍ଗ, ପରବର୍ତ୍ତୀ ଦେଖା ଦୋହାରେ
ଓଡ଼ିଶାଲାଇଭ୍ ବ୍ୟୁରୋ
କଳିଙ୍ଗ ମାଟିରେ ଉଦ୍ଯାପିତ ହୋଇଛି ଏସୀୟ କ୍ରୀଡ଼ା ମହାକୁମ୍ଭ। ଏସିଆନ ଆଥ୍ଲେଟିକ୍ ଚାମ୍ପିଅନସିପ୍ସର ପତାକା ଏବେ କତାର ହାତରେ। ପରବର୍ତ୍ତୀ ଦେଖା ଦୋହାରେ।
ଅତି ରୋମାଞ୍ଚକ ଭାବେ ଶେଷ ହୋଇଛି ୨୨ତମ ଏସୀୟ...
ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି, ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଦିଲ୍ଲୀରେ ଶୁଭାରମ୍ଭ କରିବେ ରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବର ବର୍ଷବ୍ୟାପୀ ପାଳନକୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦ୍ଘାଟନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି।
ଆସନ୍ତା ଜୁଲାଇ ୨୦ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନଭବନରେ ଏହି ଉଦ୍ଘାଟନ...