ଆଜି ଶ୍ରାବଣ ମାସ ଶେଷ ସୋମବାର: ଜଳଲାଗି କରୁଛନ୍ତି କାଉଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରାବଣ ମାସ ଶେଷ ସୋମବାର। ଦେଶ ତଥା ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ବଢ଼ୁଛି। ଚାରି ପାଳି ଧରି କାଉଡ଼ିଆମାନେ ଜଳାଭିଷେକ କରିଥାନ୍ତି। ଆଜି ଶେଷ ପାଳି। ଶହ...

ରାୟଗଡ଼ାରେ ଧୁମ୍‌ଧାମ୍‌ରେ ପାଳିତ ହେଲା ବିଶ୍ୱ ଆଦିବାସୀ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା ଜିଲ୍ଲା ଆଦିବାସୀ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ାସ୍ଥିତ ରେଲୱେ ଅଭିନନ୍ଦନ କମ୍ୟୁନିଟି ହଲ୍‌ଠାରେ ଏହି ମହାସମାରୋହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରୁ ଆଦିବାସୀ ସମ୍ପ୍ରଦାୟର ଲୋକେ...

‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍‌: ‘ଆମରି ଜିନିଷ ଆମକୁ ଦେଖାଇ, ଆମ ସାଙ୍ଗେ ଖେଳ ଗୁରୁ-ଚେଲା’

ଅସିତ ମହାନ୍ତି  'ଓଡ଼ିଶା ରସଗୋଲା' ଗତ ଜୁଲାଇ ୨୯ ତାରିଖ ଦିନ 'ଓଡ଼ିଶା ରସଗୋଲା' ଗତ ଜୁଲାଇ ୨୯ ତାରିଖ ଦିନ ଜିଆଇ ମାନ୍ୟତା ପାଇଛି। ଏଥିରେ ଅଳ୍ପେ ବହୁତେ ଯେଉଁମାନଙ୍କର ଅବଦାନ...

‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍‌: ଧନ୍ୟବାଦ ସୁବଳ, ସୁଦର୍ଶନ ଓ ସୂର୍ଯ୍ୟ

ଅସିତ ମହାନ୍ତି   ୨୦୧୫ ମସିହା ଥିଲା ଶ୍ରୀଜଗନ୍ନାଥଙ୍କର ପବିତ୍ର ନବକଳେବର ବର୍ଷ। ସେହି ବର୍ଷଠାରୁ ଏଯାଏଁ, ପ୍ରତିବର୍ଷ ନୀଳାଦ୍ରିବିଜେ ଦିନଟିକୁ 'ରସଗୋଲା ଦିବସ' ଭାବରେ ପାଳନ କରାହୋଇ ଆସୁଛି। ଏହାର ଅଗ୍ର ଶ୍ରେୟ ଡକ୍ଟର...

‘ଓଡ଼ିଶା ରସଗୋଲା’କୁ ଜିଆଇ ଟ୍ୟାଗ୍ ଅବସରରେ ସମସ୍ତଙ୍କୁ ନମସ୍କାର ଓ କୃତଜ୍ଞତା

ଅସିତ ମହାନ୍ତି ଗତ ଜୁଲାଇ ୨୯ ତାରିଖ ଦିନ ‘ଓଡ଼ିଶା ରସଗୋଲା’ ଜି.ଆଇ. ମାନ୍ୟତା ପାଇବା ଆମ ସମସ୍ତଙ୍କ ପାଇଁ ଥିଲା ଏକ ମିଠା ମିଠା ଖବର। ସେହି ମାନ୍ୟତା ପାଇଁ ତଥ୍ୟ-ପ୍ରମାଣର ମୂଳ...

ଶାନ୍ତିଲତାଙ୍କ ପ୍ରଥମ ଭଜନ ‘ହେ ଚକାନୟନ’ ପାଲଟିଥିଲା କ୍ଲାସିକ୍

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ [youtube https://www.youtube.com/watch?v=1UoiZQIlSWo] ଲୋକପ୍ରିୟ ଭଜନ ଗାୟିକା ଶାନ୍ତିଲତା ବାରିକ ଛୋଟରାୟଙ୍କ କଣ୍ଠରେ ରେକର୍ଡ ହୋଇଥିବା ପ୍ରଥମଭଜନ ‘ହେ ଚକାନୟନ, ଅଗତିର ଗତି ଦୀନ ଦୁଃଖ ନାଶନ’ ପାଲଟିଥିଲା ଏକ କ୍ଲାସିକ୍‍। ବାଳକୃଷ୍ଣ ଦାଶଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋ‍ଇଥିବା ଏହି ଗୀତ ପଛର କାହାଣୀ… ଦୀର୍ଘ ଚାରି ଦଶକରୁ ଅଧିକ ସମୟ ଧରି ନିଜର ସୁଲଳିତ...

ବ୍ରିଟିଶଙ୍କ ସହ ଲଢ଼ିବାର ମୁଖ୍ୟ ଆୟୁଧ ଥିଲା ଖବରକାଗଜ: ସୁବୀର ଘୋଷ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଆଇଏମ୍‍ସି ଢେଙ୍କାନାଳରେ ଓଡ଼ିଆ ସାମ୍ବାଦିକତା ଦିବସ ‘‘ଦେଶକୁ ସ୍ୱାଧୀନ କରିବାରେ ଆଞ୍ଚଳିକ ଭାଷା ସମ୍ବାଦପତ୍ରଗୁଡ଼ିକର ବେଶ୍‍ ଭୂମିକା ରହିଥିଲା। ସ୍ୱାଧୀନତା ପୂର୍ବରୁ ପ୍ରକାଶ ପାଉଥିବା ଭାରତୀୟ ଭାଷାର ଖବରକାଗଜଗୁଡ଼ିକ ଲୋକଙ୍କ ମନରେ ଦେଶପ୍ରେମର...

ଶ୍ରାବଣ ମାସ ତୃତୀୟ ସୋମବାର: ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରାବଣ ମାସର ତୃତୀୟ ସୋମବାର। ଏଥିପାଇଁ ବିଭିନ୍ନ ଶୈବପୀଠରେ ଶହଶହ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଶ୍ରାବଣ ମାସରେ ମହାଦେବଙ୍କୁ ଜଳାଭିଷେକ କଲେ ମନସ୍କାମନା ପୂରଣ ହୁଏ। ଏହି ଭାବନା ନେଇ ଲକ୍ଷ...

ସରିଲା ମେଟଲ୍‌ ମିଟ୍‌-୨୦୧୯: ଆଇଜିଆଇଟି ସରାଙ୍ଗ ସିନିଅର, ମଦର୍ସ ପବ୍ଲିକ ସ୍କୁଲ ଜୁନିଅର ବର୍ଗରେ ପ୍ରଥମ

ଓଡ଼ିଶାଲାଇଭ୍ ବ୍ୟୁରୋ ମେଟଲ ମିଟ୍‌ର ଗ୍ରାଣ୍ଡଫିନାଲେ ସିନିଅର ବର୍ଗରେ ଏନ୍‌ଆଇଟି-ରାଉରକେଲା ଦ୍ୱିତୀୟ, ଏମ୍‌ସ ଭୁବନେଶ୍ୱର ତୃତୀୟ ଜୁନିଅର ବର୍ଗରେ ଡିଏଭି ପବ୍ଲିକ୍ ସ୍କୁଲ ୟୁନିଟ୍‌ ୮ ଦ୍ୱିତୀୟ ତୃତୀୟ ସ୍ଥାନ ହାସଲ କଲା...

ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍‌ ଚ୍ୟାନେଲର ସବ୍‌ସ୍କ୍ରାଇବର ୬ ଲକ୍ଷ ଟପିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକପ୍ରିୟ  ୟୁଟ୍ୟୁବ୍ ଚ୍ୟାନେଲ୍ ଓଡ଼ିଶାଲାଇଭ୍‌ର ସବ୍‌ସ୍କ୍ରାଇବର ସଂଖ୍ୟା ୬ ଲକ୍ଷ ଟପି ଯାଇଛି। ଏହାସହ ଏହି ଡିଜିଟାଲ ପ୍ଲାଟଫର୍ମର ସମୁଦାୟ ପେଜ୍‌ ଭିଉଜ୍‌ ପ୍ରାୟ ୧୪ କୋଟିରେ ପହଞ୍ଚି ପାରିଛି। ଓଡ଼ିଶାଲାଇଭ୍‌...