ମହାପ୍ରଭୁଙ୍କ ପାଇଁ ପୋଡ଼ପିଠା

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ପାଇଁ ପ୍ରସ୍ତୁତ ହେଉଛି ପୋଡ଼ ପିଠା। ବାହୁଡ଼ା ଯାତ୍ରାରେ ମାଉସୀଙ୍କ ପ୍ରସ୍ତୁତ ପୋଡ଼ପିଠା ପ୍ରଭୁଙ୍କ ଅର୍ପଣ କରାଯିବ। ରଥ ଉପରେ ପୋଡ଼ପିଠା ଭୋଗର ପରମ୍ପରା ବହୁ ବର୍ଷ ଧରି...

ନାକଚଣା ଦ୍ୱାରରେ ଲାଗିଲା ତିନି ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ଦୁଇ ଦିନ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ମା’ ସୁଭଦ୍ରା ଶ୍ରୀଗୁଣ୍ଡିଚା ମନ୍ଦିରରୁ ସିଂହଦ୍ବାର ଅଭିମୁଖେ ବାହୁଡ଼ିବେ। ଏଥିପାଇଁ ଆଜିଠାରୁ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ...

ଜାଣନ୍ତୁ ଶ୍ରୀକ୍ଷେତ୍ରରେ ସୁନାବେଶ ପଛର ଐତିହାସିକ ଓ ତାତ୍ତ୍ୱିକ କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=fTnGTjarxXY] ରଥ ଉପରେ ମହାପ୍ରଭୁଙ୍କ ଅପୂର୍ବ ସୁନାବେଶ ସମ୍ପର୍କରେ ବର୍ଣ୍ଣନା କରୁଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ପ୍ରଫେସର୍ ରଜତ କୁମାର କର। (ଫଟୋ: ଷ୍ଟୁଡିଓ ମାମା, ପୁରୀ) ଶ୍ରୀକ୍ଷେତ୍ରରେ ଶୀଜୀଉମାନଙ୍କର ବିଭିନ୍ନ ବେଶ ହୋଇଥାଏ।...

ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି’ର ଦ୍ୱିତୀୟ ଦିନ – ଓଡ଼ିଶାଲାଇଭ୍‌ରେ ଦେଖନ୍ତୁ ସିଧାପ୍ରସାରଣ

ଓଡ଼ିଶାଲାଇଭ ବ୍ୟୁରୋ [youtube https://www.youtube.com/watch?v=-DT_6tNWH-U] ପବିତ୍ର ରଥଯାତ୍ରା ଅବସରରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ସୋମବାରଠାରୁ ଆରମ୍ଭ ହୋଇଥିବା ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି’ ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶାର ବହୁ ପରିଚିତ...

ବାହୁଡ଼ା ପ୍ରସ୍ତୁତି, ଆଜି ତିନି ରଥର ହେବ ଦକ୍ଷିଣ ମୋଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ଦୁଇ ଦିନ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ମା’ ସୁଭଦ୍ରା ଶ୍ରୀଗୁଣ୍ଡିଚା ମନ୍ଦିରରୁ ସିଂହଦ୍ୱାର ଅଭିମୁଖେ ବାହୁଡ଼ିବେ। ଏଥିପାଇଁ ଆଜିଠାରୁ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ...

ନନ୍ଦିଘୋଷ ଚକ ଭାଙ୍ଗିଲେ ମହାଲକ୍ଷ୍ମୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହୁଡ଼ା ଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଆଜି ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖକୁ ନିଆଯିବ। ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ପରମ୍ପରା ଅନୁସାରେ ପ୍ରଥମେ ମାଆ ସୁଭଦ୍ରାଙ୍କ ଦର୍ପଦଳନ...

ଓଡ଼ିଶାଲାଇଭ୍‌ରେ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି’ର ସିଧାପ୍ରସାରଣ

ଓଡ଼ିଶାଲାଇଭ ବ୍ୟୁରୋ https://www.youtube.com/watch?v=78TZApO2ae8 ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହେଲା ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି’ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ କାର୍ଯ୍ୟକ୍ରମ ୧୦ ତାରିଖ ଯାଏଁ ଚାଲିବ ଏହି କାର୍ଯ୍ୟକ୍ରମ ଓଡ଼ିଶାଲାଇଭ୍‌...

ନିଆରା ବାରିପଦା ରଥଯାତ୍ରା – ଏଠି ମହିଳା ଟାଣନ୍ତି ସୁଭଦ୍ରା ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ବାରିପଦାରେ ଅନୁଷ୍ଠିତ ରଥଯାତ୍ରା ୧୯୭୫ ମସିହାରେ ରଚିଥିଲା ଏକ ଇତିହାସ, ଯାହାକୁ ଆଜି ରାଜ୍ୟ ତଥା ରାଜ୍ୟ ବାହାରେ ଅନ୍ୟମାନେ ଅନୁସରଣ କରୁଛନ୍ତି। (ବାରିପଦାରୁ ରାଧାଶ୍ୟାମ ପ୍ରଧାନ): ପବିତ୍ର ଗୁଣ୍ଡିଚା ଯାତ୍ରା ଅବସରରେ...

ରବୀନ୍ଦ୍ର ମଣ୍ଡପରେ ଶ୍ରୀଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି’, ୮ରୁ ୧୦ ଜୁଲାଇ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=78TZApO2ae8 ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରତିବର୍ଷ ଆୟୋଜିତ ହେଉଛି ଏହି ଭକ୍ତିସଙ୍ଗୀତ କାର୍ଯ୍ୟକ୍ରମ ଗୁହାରିରେ ଶ୍ରୀଜଗନ୍ନାଥଙ୍କ ଭଜନ ଓ ଜଣାଣ ପରିବେଷଣ କରିବେ ଓଡ଼ିଶାର ଲୋକପ୍ରିୟ...

ଆଜି ପବିତ୍ର ହେରାପଞ୍ଚମୀ, ନନ୍ଦିଘୋଷ ଚକ ଭାଙ୍ଗିବେ ମହାଲକ୍ଷ୍ମୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ଭାଇ ଭଉଣୀଙ୍କ ସହ ଜନ୍ମବେଦୀକୁ ଯାତ୍ରା କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଶ୍ରୀମନ୍ଦିର ରତ୍ନସିଂହାସନରୁ ଯାଇ ଆଡ଼ପମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ। ଏଥିପାଇଁ ଲକ୍ଷ୍ମୀ ରୋଷ ପ୍ରକଟ କରିଛନ୍ତି। ହେରାପଞ୍ଚମୀ ତିଥିରେ ମା’ ଲକ୍ଷ୍ମୀ...