ଅଣସର ଗୃହରେ ମହାପ୍ରଭୁ: ଆଜି ଲାଗି ହେବ ଫୁଲୁରି ତେଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ ପରେ ମହାପ୍ରଭୁ ଜରରେ ପଡ଼ି ଅଣସର ଗୃହରେ ରହିଛନ୍ତି। ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଅଣସର ଗୃହରେ ଚାଲିଛି ଗୋପନ...

ବିଦେଶିନୀଙ୍କ ମୁହଁରେ ଜଗନ୍ନାଥ ଜଣାଣ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=DiMog2GkqNA] ରତ୍ନବେଦୀ ଛାଡ଼ି ସ୍ନାନ ବେଦୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାସ୍ନାନ ହୋଇଥିଲା। ଭାବ ବିନୋଦିଆ ଠାକୁର ସେ। ତେଣୁ ସ୍ନାନବେଦୀରେ ନିଜ ପ୍ରିୟ ଠାକୁରଙ୍କୁ ଗୋଟିଏ ଥର ଦେଖିବା ପାଇଁ କାହିଁ...

ଆଜିଠୁ ଅଲାରନାଥଙ୍କ ଅଣସର ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଣସର ସମୟରେ ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ କରିବା ପାଇଁ ଆଜିଠୁ ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼। ସରିଛି ମହାପ୍ରଭୁଙ୍କ ମହାସ୍ନାନ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିବାରୁ ମହାପ୍ରଭୁଙ୍କୁ ଜର...

ମହାସ୍ନାନ ପରେ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଛି ମହାପ୍ରଭୁଙ୍କ ମହାସ୍ନାନ। ଗଜପତି ମହାରାଜ ଦିବ୍ୟ ସିଂହ ଦେବ ଛେରା ପହଁରା କାର୍ଯ୍ୟ କରିଛନ୍ତି। ଏପହାପରେ ମହାପ୍ରଭୁଙ୍କୁ ଗଣପତି ତଥା ହାତୀ ବେଶରେ ସଜ୍ଜିତ କରାଯାଇଛି। ଏହାପରେ ସ୍ନାନ ମଣ୍ଡପ...

କ’ଣ ରହିଛି ମହାପ୍ରଭୁଙ୍କ ଗଜାନନ ବେଶର ରହସ୍ୟ?

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀ ବିଗ୍ରହମାନଙ୍କର ଏହି ହାତୀ ବେଶ ଅତ୍ୟନ୍ତ ମନମୁଗ୍ଧକର ଓ ଆକର୍ଷଣୀୟ ହୋଇଥାଏ। ଏହି ହାତୀ ବେଶ ସମ୍ପର୍କରେ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି। କିମ୍ବଦନ୍ତୀ ଅନୁଯାୟୀ ବହୁ ବର୍ଷ ପୂର୍ବେ...

୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କଲେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ୧୦୮ ଗରାରେ ସ୍ନାନ କଲେ ସୁନାକୁଅରୁ ଆସିଲା ସୁବାସିତ ଜଳ ଅପରାହ୍ଣ ୪ଟାରୁ ମହାପ୍ରଭୁଙ୍କ ହାତୀ ବେଶ ସାଢ଼େ ୭ଟାରୁ ସାହାଣମେଲା ଦର୍ଶନ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି...

ବାରିପଦାରେ ଶ୍ରୀହରି ବଳଦେବ ଜୀଉଙ୍କ ସ୍ନାନ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତିବର୍ଷ ପରି ଚଳିତବର୍ଷ ଜ୍ୟେଷ୍ଠ ପୂର୍ଣ୍ଣମୀ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ପୂର୍ଣ୍ଣମୀ ଅନୁଷ୍ଠିତ ହୋଇଛି। ରାଜ୍ୟରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଲୋକମୁଖରେ ପରିଚିତ ବାରିପଦାର ଶ୍ରୀହରିବଳଦେବ ଜୀଉଙ୍କ ମନ୍ଦିର...

ଶ୍ରୀମନ୍ଦିରରେ ଜୟ ବିଜୟଙ୍କ ବିଗ୍ରହ ସ୍ଥାପିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ସିଂହଦ୍ୱାରରେ ସ୍ଥାପିତ ହୋଇଛି ଜୟ ବିଜୟଙ୍କ ବିଗ୍ରହ। ମହାବାତ୍ୟା ଫନି ବିଗାଡ଼ି ଦେଇଥିଲା ସମ୍ପୂର୍ଣ୍ଣ ପୁରୀ ସହର। ଏଥିରୁ ବାଦ୍ ପଡ଼ି ନଥିଲା ପୁରୀ ଶ୍ରୀମନ୍ଦିର। ଶ୍ରୀମନ୍ଦିର ସିଂହଦ୍ୱାରରେ ଥିବା...

ଦେବସ୍ନାନ ପୂର୍ଣ୍ଣିମାର ସମସ୍ତ ନୀତିକାନ୍ତି ଶାନ୍ତିଶୃଙ୍ଖଳାର ସହ ଚାଲିଛି – ପୁରୀ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏନେଇ ପୁରୀରେ ଭକ୍ତଙ୍କ ସମାଗମ ଲାଗି ରହିଛି। ଶ୍ରଦ୍ଧାଳୁଙ୍କ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ପୁରୀ...

ଜାଣନ୍ତୁ ସ୍ନାନବେଦୀରେ ମହାପ୍ରଭୁଙ୍କର କେମିତି ହୁଏ ସ୍ନାନ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=Y5tYHS_8sX4 ସ୍ନାନ ପୂର୍ଣ୍ଣମୀ ପୂର୍ବଦିନ ଅର୍ଥାତ୍ ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଦିନ ସନ୍ଧ୍ୟାଧୂପ ଶେଷ ହେବା ପରେ ବିଗ୍ରହମାନଙ୍କର ମୁଖ ବସ୍ତ୍ରାଚ୍ଛାଦିତ ହେବା ପରେ ରତ୍ନ ସିଂହାସନରୁ କଳାହାଟ ଦ୍ୱାର ପର୍ଯ୍ୟନ୍ତ...