ଆଜି ରୁକ୍ମିଣୀ ହରଣ ଏକାଦଶୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜ୍ୟେଷ୍ଠ ମାସ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରୁକ୍ମିଣୀଙ୍କ ବିବାହ ଉତ୍ସବ ହୁଏ। ପାରମ୍ପାରିକ ରୀତିନୀତିରେ ଆଜି  ଶ୍ରୀଜଗନ୍ନାଥଙ୍କ ବିବାହ ହେବ। ସନ୍ଧ୍ୟା ଧୂପ ପରେ...

ରଥଯାତ୍ରା ବେଳେ ଶ୍ରୀମନ୍ଦିର ଭିତରର ମରାମତି ହେବ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୁଲାଇ ୬ରୁ ଶ୍ରୀମନ୍ଦିର ଭିତରର ମରାମତି କରାଯିବ। ଏନେଇ ଭୁବନେଶ୍ୱରରେ ଆଜି ଶ୍ରୀମନ୍ଦିର ସୁରକ୍ଷା ନେଇ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ୫ ଓ ୬ ତାରିଖରେ ଏଏସ୍‌ଆଇ ଶ୍ରୀମନ୍ଦିରର ଗର୍ଭଗୃହ...

“ଶୁଖିଲା ବଉଳ ଫୁଲର ମୋଟା ଗଜରା ବେଣୀରେ ନ ଝୁଲାଇଲେ ରଜର ସଜବାଜ ପୂରା ହେଉନଥିଲା” – ଅପର୍ଣ୍ଣା...

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=paPgmpZUnrc] ଲୋକପ୍ରିୟ ଲେଖିକା ଅପର୍ଣ୍ଣା ମହାନ୍ତି ଓଡ଼ିଶାଲାଇଭକୁ ନିଜର ରଜର କିଛି ଅଭୁଲା ସ୍ମୃତି ଏବଂ କିଶୋରୀ ଜୀବନର ରଜ–କଥା ଆଜିକୁ ପ୍ରାୟ ୫୦ ବର୍ଷ ତଳେ ଓଡ଼ିଶାର ଗାଁଗହଳିର ସେହି ରଜ ମଉଜର...

“ଆଇନାରେ ନିଜର ସଜବାଜ ଦେଖି ନିଜକୁ ରାଜକନ୍ୟା ଭଳି ମନେହୁଏ” – ପ୍ରବୀଣା ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=paPgmpZUnrc] ଆସନ୍ତୁ ଜାଣିବା ଲୋକପ୍ରିୟ ଲେଖିକା ପ୍ରବୀଣା ମହାନ୍ତିଙ୍କ କିଶୋରୀ ଜୀବନର ରଜ–କଥା। ‘‘ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରକୁ ଆନନ୍ଦର ମଧୁର ତରଙ୍ଗରେ ଅଭିସିକ୍ତ କରିଆସିଥାଏ ରଜ ପର୍ବ। ପିଲାଦିନେ କେତେ ଆଗ୍ରହରେ ଅପେକ୍ଷା...

ଆସୁଛି ରଜ, ସଜେଇ ହେଉଛି ପୁରପଲ୍ଲୀ

ଓଡ଼ିଶାଲାଇଭ ବ୍ୟୁରୋ [youtube https://www.youtube.com/watch?v=paPgmpZUnrc] ରଜ ଏପରି ଏକ ପର୍ବ ଯେଉଁ ପର୍ବକୁ ପ୍ରତିଟି ଓଡ଼ିଆ ପାଳନ କରିବା ଲାଗି ବର୍ଷ ଯାକ ଅପେକ୍ଷା କରିଥାନ୍ତି। ରଜ ନାଁ ଶୁଣିଲେ ପ୍ରତିଟି ଓଡ଼ିଆ ସେ ବିଦେଶରେ...

ରଜର ସେହି ଅଭୁଲା ସ୍ମୃତି…

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=paPgmpZUnrc] ଜ୍ୟେଷ୍ଠର ଶେଷ ଆଷାଢ଼ର ଆରମ୍ଭ ଏକ ସୁନ୍ଦର ମୁହୂର୍ତ୍ତ ହେଉଛି ରଜ। ଓଡ଼ିଶାର ଏହି ଗଣପର୍ବ ଅବସରରେ ଆସନ୍ତୁ ଜାଣିବା ପ୍ରତିଷ୍ଠିତ ନାରୀମାନଙ୍କର ରଜକୁ ନେଇ ରହିଛି କିଭଳି ଅଭୁଲା...

ମନେପଡ଼େ ରଜ…

ଓଡ଼ିଶାଲାଇଭ୍ ବ୍ୟୁରୋ ଜ୍ୟେଷ୍ଠର ଶେଷ ଆଷାଢର ଆରମ୍ଭ ଏକ ସୁନ୍ଦର ମୁହୂର୍ତ୍ତ ହେଉଛି ରଜ। ଓଡ଼ିଶାର ଏହି ଗଣରଜ ଅବସରରେ ଆସନ୍ତୁ ଜାଣିବା ପ୍ରତିଷ୍ଠିତ ନାରୀମାନଙ୍କର ରଜକୁ ନେଇ ରହିଛି କିଭଳି ଅଭୁଲା ସ୍ମୃତି… ସୁସ୍ମିତା ଦାସ –...

ସରିଲା ଶିବ ପାର୍ବତୀଙ୍କ ବିବାହ ଉତ୍ସବ, ଆଜି ଯୁଗଳ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଛି ଶିବ ପାର୍ବତୀଙ୍କ ବିବାହ ଉତ୍ସବ। ଶୁକ୍ରବାର ବିଳମ୍ବିତ ରାତିରେ ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ସମ୍ପୂର୍ଣ୍ଣ ରୀତିନୀତିରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଭୋଳାଶଙ୍କରଙ୍କ ବିବାହ ହୋଇଛି। ଆଜି...

ଶିବ ପାର୍ବତୀ ବିବାହ ଉତ୍ସବ ପାଇଁ ଚଳ ଚଞ୍ଚଳ ଶୈବପୀଠ

ଓଡ଼ିଶାଲାଇଭ ବ୍ୟୁରୋ ଆଜି ଶିବ ପାର୍ବତୀ ବିବାହ ଉତ୍ସବା ଦେବ ଦମ୍ପତ୍ତିଙ୍କ ବିବାହ ପରଦିନ ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ପାଳନ କରାଯାଏ। ଦେବ ଦେବ ମହାଦେବ ଓ ମା’ ପାର୍ବତୀଙ୍କ ବିବାହ ଉତ୍ସବ...

ପ୍ରକୃତି ଓ ମନ

ବିଜୟମୋହନ ମିଶ୍ର ‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ...