ଓଏଏସ୍ ପରୀକ୍ଷାରେ ଧୈର୍ଯ୍ୟହରା ନହୋଇ ଉଦ୍ୟମ କଲେ ସଫଳତା ନିଶ୍ଚିତ – ପ୍ରାଚୀ ପ୍ରିୟଦର୍ଶିନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=8kBTdqAgUbw ନିରନ୍ତର ଉଦ୍ୟମ ଜାରି ରଖିଲେ ଓଏଏସ୍‌ ପରୀକ୍ଷାରେ ସଫଳତା ହାସଲ କରିହେବ। ‘‘ମୁଁ ଛୋଟ ବେଳେ ଅଜା, ଆଈଙ୍କ ପାଖରେ ରହୁଥିଲି। ଅଜା ହିଁ ମତେ ପ୍ରଥମେ ସିଭିଲ ସର୍ଭିସ୍‌ ବିଷୟରେ ଜଣାଇଥିଲେ।...

୨୦୧୭ ପରୀକ୍ଷାରେ ବିଫଳତା ମୋ’ ମନରେ ଓଏଏସ୍ ପାଇବା ଲାଗି ଦୃଢ଼ତା ଆଣିଥିଲା – ସନ୍ତୋଷିନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=VfF67B69c7Q] ଓଏଏସ୍‌ ପରୀକ୍ଷାରେ ଚତୁର୍ଥ ସ୍ଥାନ ପାଇଥିବା ସନ୍ତୋଷିନୀ ଦାଶ ଓଡ଼ିଶାଲାଇଭ୍‌କୁ ତାଙ୍କ ସଫଳତାର ମନ୍ତ୍ର କହିଛନ୍ତି। ‘‘ଏଥର ଓଏଏସ୍‌ ପାଇବି ବୋଲି ମୁଁ ନିଶ୍ଚିନ୍ତ ଥିଲି। ୨୧୮ ରାଙ୍କ ଭିତରେ ସ୍ଥାନ...

ଭାରତ ବନ୍ଦ ପାଇଁ ଘୁଞ୍ଚିଲା ଉତ୍କଳ ବିଶ୍ଵବିଦ୍ୟାଳୟରେ ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘୁଞ୍ଚିଲା ଉତ୍କଳ ବିଶ୍ଵବିଦ୍ୟାଳୟ ବିଭିନ୍ନ ପରୀକ୍ଷା। ବୁଧବାର ଭାରତ ବନ୍ଦ ପାଇଁ ବିଶ୍ଵବିଦ୍ୟାଳୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ବିଶ୍ଵବିଦ୍ୟାଳୟ ପକ୍ଷରୁ ପରୀକ୍ଷା ଘୁଞ୍ଚାଯାଇଛି। ବନ୍ଦ...

ବୁଧବାର ଦିନ ଭାରତ ବନ୍ଦ –ରାଜ୍ୟରେ ସମସ୍ତ ସ୍କୁଲ କଲେଜ ରହିବ ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୁଧବାର ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ କଲେଜ। ଭାରତ ବନ୍ଦ ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି କରିବାକୁ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି...

କେମିତି ଓଏଏସ୍‌ ପାଇଲେ ୠତୁପର୍ଣ୍ଣା, ଜାଣନ୍ତୁ କ’ଣ ଥିଲା ଷ୍ଟ୍ରାଟେଜୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୨୧୮ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ୭୨ଜଣ ମହିଳା ଅଛନ୍ତି। ୨ ନମ୍ବର ରାଙ୍କ୍‌ରେ ଅଛନ୍ତି ୠତୁପର୍ଣ୍ଣା ମହାପାତ୍ର। ଆସନ୍ତୁ ଜାଣିବା ଏହି ସଫଳତା ପାଇବା ପାଇଁ...

କନଷ୍ଟେବଲରୁ ଏବେ ଓଏଏସ୍‌ ଅଫିସର, ବାଜି ମାରିଲେ ଜୟପୁର ଝିଅ ୠତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=zSjzNOVI-Rw ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା (ଓଏଏସ୍‌)ରେ ସଫଳତା ହାସଲ କରିଛନ୍ତି କୋରାପୁଟ ପୋଲିସରେ କାମ କରୁଥିବା କନଷ୍ଟେବଲ ୠତୁ ସିଂହ। ସଫଳତାର ସହିତ ଓଡ଼ଶା ପ୍ରଶାସନିକ ସେବା ପରୀକ୍ଷାରେ ସେ ୨୦୪...
neet-medical-exam

ମେ’ ୩ରେ ନିଟ୍‌ ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମେ’ ୩ରେ ନିଟ୍‌ ପରୀକ୍ଷା। ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ନିଟ୍‌ର ଅନ୍‌ଲାଇନ୍‌ ପଞ୍ଜୀକରଣ ସୋମବାର ସରିଛି। ଫି ଦାଖଲ କରି ନଥିବା ପରୀକ୍ଷାର୍ଥୀ...

ବାହାରିଲା ୨୦୧୮ ଓଏଏସ୍‌ ରେଜଲ୍ଟ – ଦେବାଶିଷ ପଣ୍ଡା ଟପ୍ପର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରକାଶ ପାଇଛି ୨୦୧୮ ଓଏଏସ୍‌ ରେଜଲ୍ଟ। ମୋଟ୍‌ ୨୧୮ ଜଣ ପ୍ରାର୍ଥୀ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦେବାଶିଷ ପଣ୍ଡା ଟପ୍ପର ହୋଇଛନ୍ତି। ରେଜଲ୍ଟ ଜାଣିବା ପାଇଁ...

ଅନୁଗୁଳ ଜିଲ୍ଲାରେ ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ୨୨ଟି ହୋମଗାର୍ଡ ପଦବୀରେ ଚାକିରି ସୁଯୋଗ। ଆବେଦନ କରିବାର ଶେଷ ତାରିଖ ଜାନୁଆରି ୨୦। ଅନୁଗୁଳ ଜିଲ୍ଲାରେ ୨୨ଟି ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି ସୁଯୋଗ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।...

କାହିଁକି ଭିନ୍ନ ଭିନ୍ନ ରଙ୍ଗର ହୋଇଥାଏ ଗାଡ଼ି ନମ୍ବର ପ୍ଲେଟ୍?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୈନନ୍ଦିନ ଜୀବନରେ ଆପଣ ରାସ୍ତାରେ ଅନେକ କାର୍‌ ଦେଖୁଥିବେ। ଏହି ଅଲଗା ଅଲଗା କାର୍‌ରେ ଭିନ୍ନ ଭିନ୍ନ ରଙ୍ଗର ନମ୍ବର ପ୍ଲେଟ ଲାଗିଥିବା ମଧ୍ୟ ଆପଣ ହୁଏତ ଲକ୍ଷ୍ୟ କରିଥିବେ। କେବେ ଭାବିଛନ୍ତି...