ଭୁବନେଶ୍ଵରସ୍ଥିତ ‘ୱାର୍ଲ୍ଡ ସ୍କିଲ ସେଣ୍ଟର’ରେ ‘ହେୟାର ଫ୍ୟାସନ ଓ ଡିଜାଇନ୍’ ଏବଂ ‘ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା’ ଲାଗି...

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ଶିକ୍ଷିତ ଯୁବକ ଯୁବତୀଙ୍କର ଦକ୍ଷତା ବିକାଶ ନିମନ୍ତେ ରାଜ୍ୟ ସରକାର ଆଣିଛନ୍ତି ନୂଆ ସୁଯୋଗ। ବର୍ତ୍ତମାନ ସମୟରେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇବା ପାଇଁ ହେଲେ ନିଜର ଦକ୍ଷତାକୁ ଆହୁରି...

ଶେଷ ହେଲା ଯୁକ୍ତ ୨ ପରୀକ୍ଷା, ଏପ୍ରିଲ ୧୦ରୁ ଖାତାଦେଖା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବର୍ଷ ୨୦୨୩ ପାଇଁ ଯୁକ୍ତ ୨ ପରୀକ୍ଷା ବୁଧବାର ଶେଷ ହୋଇଛି। ଏବେ ଏପ୍ରିଲ ୧୦ ତାରିଖରୁ ଯୁକ୍ତ ୨ ପରୀକ୍ଷା ଖାତାଦେଖା ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ...

ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଆଉ ପଢ଼ିବେନି ‘ମୋଗଲ ଇତିହାସ’

ଓଡ଼ିଶାଲାଇଭ୍ ବ୍ୟୁରୋ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଆଉ ପଢ଼ିବେନି ମୋଗଲ ଇତିହାସ। ନ୍ୟାସନାଲ କାଉନସିଲ ଅଫ୍ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ( ଏନସିଇଆରଟି) ଦ୍ଵାଦଶ ଶ୍ରେଣୀ ଇତିହାସ ବହିରୁ ମୋଗଲ ସାମ୍ରାଜ୍ୟ ସହ ସମ୍ବନ୍ଧିତ...

କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟରେ ପିଜି ନାମଲେଖା ପାଇଁ ସୁଯୋଗ, ଆବେଦନର ଶେଷ ତାରିଖ ଏପ୍ରିଲ ୧୯

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ବିଭିନ୍ନ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟରେ ପିଜି ନାମଲେଖା ପାଇଁ ହେବାକୁ ‘କମନ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ’ (ସିୟୁଇଟି) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ...

ଓଡ଼ିଶାରେ ଏବେ ବିଏସସି ନର୍ସିଂ ପଢ଼ିବା ପାଇଁ ଦେବାକୁ ହେବ ନିଟ୍ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ଓଡ଼ିଶାରେ ବିଏସସି ନର୍ସିଂ ପାଠ ପଢ଼ିବାକୁ ଇଚ୍ଛା କରୁଥିବା ଛାତ୍ରଛାତ୍ରୀଙ୍କୁ ଦେବାକୁ ହେବ ନିଟ୍ ପରୀକ୍ଷା। ଡାକ୍ତରୀ ପଢ଼ା ଭଳି ଏବେ ବିଏସସି ନର୍ସିଂ ପାଇଁ ମଧ୍ୟ ଜାତୀୟ ସ୍ତରରେ...

ଆଜିଠୁ ଆରମ୍ଭ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ନାମଲେଖା, ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ସୋମବାରଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କ୍ଲାସ ଆରମ୍ଭ ହୋଇଛି। ଆଜିଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ନିମନ୍ତେ ନାମଲେଖା ମଧ୍ୟ ଆରମ୍ଭ ହୋଇଛି। ଏପ୍ରିଲ ୮ ନାମ ଲେଖାର ଶେଷ...

ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା ଖାତାଦେଖା

ଓଡ଼ିଶାଲାଇଭ୍ ବ୍ୟୁରୋ   ୨୦୨୩ ମାଟ୍ରିକ ପରୀକ୍ଷା ପାଇଁ ସୋମବାରଠାରୁ ଖାତାଦେଖା ଆରମ୍ଭ ହୋଇଛି। ଏଥିରେ ୧୩ ହଜାରରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଖାତା ମୂଲ୍ୟାୟନ ପାଇଁ ନିୟୋଜିତ ହୋଇଛନ୍ତି। ଚଳିତବର୍ଷ ୫୬ଟି କେନ୍ଦ୍ରରେ ମାଟ୍ରିକ...

ସୁନ୍ଦରଗଡ଼ର ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର କ୍ୟାରିୟର ଗଠନ ଦିଗରେ ବିଶେଷ ସହାୟକ ହେଉଛି ‘ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ’

ଓଡ଼ିଶାଲାଇଭ୍ ବ୍ୟୁରୋ ‘‘ଆଗରୁ ଆମେ ପୁରୁଣା ଡେସ୍କ ବେଞ୍ଚରେ ବସୁଥିଲୁ। ଶିକ୍ଷକମାନେ କଳାପଟାରେ ପାଠ ବୁଝାଉଥିଲେ। କିନ୍ତୁ ଏବେ ଆମେ ସ୍ମାର୍ଟ କ୍ଲାସରୁମରେ ବସିବା ସହ ସ୍ମାର୍ଟ ବୋର୍ଡ ମାଧ୍ୟମରେ ପାଠ ପଢୁଛୁ। ଫଳରେ...

ଶିକ୍ଷାବର୍ଷ ୨୦୨୩-୨୪ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ଆରମ୍ଭ ହେବ ନାମଲେଖା, ଜାଣନ୍ତୁ କେମିତି କରିବେ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ନାମଲେଖା ଆରମ୍ଭ ହେବାକୁ ଯାଉଛି। ଭାରତରେ ଥିବା ୧୨୪୮ଟି କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏହି ନାମଲେଖା ହେବ। ଏଥିଲାଗି ମାର୍ଚ୍ଚ...
Ecotourism Odisha -jungle_trek

ରାଜ୍ୟର ଇକୋ ଟୁରିଷ୍ଟ ଗାଇଡମାନଙ୍କୁ ମାଗଣା ପ୍ରଶିକ୍ଷଣ ଦେବ ଓଡ଼ିଶା ପର୍ଯ୍ୟଟନ ବିଭାଗ, ଏପ୍ରିଲ ୭ ତାରିଖ ଯାଏଁ...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପର୍ଯ୍ୟଟନ ବିଭାଗ ରାଜ୍ୟର ଇକୋ ଟୁରିଷ୍ଟ ଗାଇଡମାନଙ୍କ ପାଇଁ ଏକ ମାଗଣା ପ୍ରଶିକ୍ଷଣ ଶିବିର ଆୟୋଜନ କରିବାକୁ ଯାଉଛି। ଭୁବନେଶ୍ଵରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଟୁରିଜିମ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟରେ...