ମୋ କଲେଜ ଅଭିଯାନ ଅଧୀନରେ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟରେ ପଠନ କକ୍ଷ ଉଦଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ମୋ କଲେଜ ଅଭିଯାନ ଅଧୀନରେ ମୟୂରଭଞ୍ଜସ୍ଥିତ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟରେ ଏକ ପଠନ କକ୍ଷର ଉଦଘାଟନ ହୋଇଛି। ମଙ୍ଗଳବାର ଦିନ ମହାବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ମୋ କଲେଜ ଅଭିଯାନ...

ପିଏମ-ଶ୍ରୀ ଯୋଜନାକୁ କ୍ୟାବିନେଟ ମଞ୍ଜୁରି, ବଦଳିବ ୧୪ ହଜାର ସ୍କୁଲର କାୟାକଳ୍ପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିଏମ-ଶ୍ରୀ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ମିଳିଛି। ଏହି ଯୋଜନାରେ ଦେଶର ମୋଟ ୧୪,୫୦୦ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟର ଉନ୍ନତିକରଣ କରାଯିବ। ୨୦୨୨ରୁ ୨୦୨୭ ମସିହା ୫ ବର୍ଷ...

ଗୁରୁ ଦିବସ ଅବସରରେ ବିଭିନ୍ନ ପୁରସ୍କାରର ଶୁଭାରମ୍ଭ କଲା ୟୁଜିସି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ତରଫରୁ ଗୁରୁଦିବସ ଅବସରରେ କେତେକ ପୁରସ୍କାରର ଶୁଭାରମ୍ଭ କରାଯାଇଛି। ୟୁଜିସି ଅଧ୍ୟକ୍ଷ ଜଗଦୀଶ କୁମାର କହିଛନ୍ତି ଯେ, "ଆୟୋଗ ଗୁରୁଦିବସ ଅବସରରେ ଜଣେ କନ୍ୟା ସନ୍ତାନ...

ପଶୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁ ଦିବସ ଅବସରରେ ପଶୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସୋମବାର ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ଆରମ୍ଭ କରାଯାଉଥିବା ଇନ୍‍ଷ୍ଟିଚ୍ୟୁଟ୍‍...

ବିଶାଖାପାଟଣା: ଭାଲାସାପାକାଲା କେନ୍ଦ୍ରୀୟ ବିଦ୍ୟାଳୟର ୭୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶ କାକିନାଡ଼ା ଜିଲ୍ଲା ଭାଲାସାପାକାଲା କେନ୍ଦ୍ରୀୟ ବିଦ୍ୟାଲୟର ୭୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ କୌଣସି କାରଣରୁ ଶ୍ରେଣୀ ଗୃହରେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଅସୁସ୍ଥ ହୋଇପଡ଼ିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ...

ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକଙ୍କୁ ଜାତୀୟ ପୁରସ୍କାର: ଦିନେ ଇଞ୍ଜିନିୟରିଂ ଛାଡ଼ି ଆପଣେଇଥିଲେ ଶିକ୍ଷକତା

ଓଡ଼ିଶାଲାଇଭ୍ ବ୍ୟୁରୋ ପବିତ୍ର ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୪୬ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି। ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ସମ୍ବର୍ଦ୍ଧିତ ହୋଇଥିବା ୪୬ଜଣଙ୍କ...

ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ କାହିଁକି ଗୁରୁଦିବସ ଭାବେ ପାଳନ କରାଯାଏ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ହେଉଛି ପବିତ୍ର ଗୁରୁଦିବସ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ପ୍ରତିବର୍ଷ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମଦିନରେ ଗୁରୁଦିବସ ପାଳନ କରାଯାଏ। ଜଣେ ଦାର୍ଶିନିକ ତଥା ଜଣେ...

ଆଜିଠାରୁ ଆରମ୍ଭ ସ୍ଵତନ୍ତ୍ର ଓଜେଇଇ: ୨୮ ସହରରେ ୩୮ଟି ପରୀକ୍ଷା କେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାରଠାରୁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। କୋଭିଡ ମହାମାରୀ ପରେ ଓଜେଇଇ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ପରୀକ୍ଷା ଦେବେ ୨୮,୬୦୦ ଛାତ୍ରଛାତ୍ରୀ। ଏଥିପାଇଁ ରାଜ୍ୟର...

ସୋଆ ମୁନ୍‍ର ୫ମ ସଂସ୍କରଣ ଉଦ୍‍ଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର କ୍ୟାମ୍ପସରେ ସୋଆ ଇଣ୍ଟରନ୍ୟାସ୍‍ନାଲ୍‍ ମଡେଲ୍‍ ୟୁନାଇଟେଡ୍‍ ନେସନ୍ସ(ସୋଆ ମୁନ୍‍)୫ମ ସଂସ୍କରଣ ଉଦ୍‍ଘାଟିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ପ୍ରାୟ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଶୁକ୍ରବାର...

କୋରାପୁଟ: ବିଏସଏଫ ପକ୍ଷରୁ ‘ରନ ଅପ ଟୁ ଟିଚର୍ସ ଡେ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋରାପୁଟ): କୋରାପୁଟ ଜିଲ୍ଲା ସୀମା ସୁରକ୍ଷା ବଳ (ବିଏସଏଫ) ପକ୍ଷରୁ ସେପ୍ଟେମ୍ବର ୨ ତାରିଖରେ ‘ରନ ଅପ ଟୁ ଟିଚର୍ସ ଡେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୀମା ସୁରକ୍ଷା ବଳର ସଂଗଠନ,...