ଏପ୍ରିଲ ୨୫ ସୁଦ୍ଧା ପିଲାଙ୍କ ଘରେ ପହଞ୍ଚିବ ବହି, ପହଞ୍ଚାଇବେ ଶିକ୍ଷକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍କୁଲ୍‌ ଛୁଟି ବେଳେ ପିଲା ଘରେ ବସି ପାଠ ପଢ଼ିବେ। ଏନେଇ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ପିଲାଙ୍କ ଘରେ ବହି ପହଞ୍ଚାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା...

ଲକ୍‌ଡାଉନ ଦେଇଛି ଭଲ ସୁଯୋଗ – ଘରେ ରହି ପରୀକ୍ଷା ପାଇଁ କରନ୍ତୁ ପ୍ରସ୍ତୁତି

ଓଡ଼ିଶାଲାଇଭ ବ୍ୟୁରୋ ଲକଡାଉନ ସମୟରେ ଅଯଥାରେ ସମୟ ନଷ୍ଟ ନକରି ପରୀକ୍ଷା ପାଇଁ ହୁଅନ୍ତୁ ପ୍ରସ୍ତୁତ। ଆଜିକାଲି କ୍ୟାରିୟରକୁ ନେଇ ପିଲାମାନେ ଯେତିକି ସଚେତନ ହେଲେଣି ସେହି ଅନୁସାରେ ନିଯୁକ୍ତି କ୍ଷେତ୍ରରେ ପ୍ରତିଯୋଗିତା ମଧ୍ୟ ବଢ଼ିବାରେ...

ଘରେ ରହି ବ୍ୟାଙ୍କିଂ ପାଇଁ କିଭଳି ହେବେ ପ୍ରସ୍ତୁତ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦିନକୁ ଦିନ ବ୍ୟାଙ୍କିଂ ସେକ୍ଟରର ଚାହିଦା ବଢ଼ିବାକୁ ଲାଗିଛି। ବ୍ୟାଚଲର୍ ଡିଗ୍ରୀ ହାସଲ ପରେ ଅଧିକାଂଶ ଛାତ୍ରଛାତ୍ରୀ ବ୍ୟାଙ୍କିଂ ସେକ୍ଟର ପାଇଁ ନିଜକୁ ପ୍ରସ୍ତୁତ କରିବାରେ ଲାଗିପଡ଼ନ୍ତି। ଦିକୁ...

ଦୁନିଆର ସବୁଠାରୁ ଛୋଟ ଦ୍ୱୀପପୁଞ୍ଜ ଦେଶ ନାଉରୁ, ଜାଣନ୍ତୁ କେତେକ ରୋଚକ କଥା

ଓଡ଼ିଶାଲାଇଭ୍ ବ୍ୟୁରୋ   ବିଶ୍ଵରେ ବହୁଗୁଡ଼ିଏ ଛୋଟ ବଡ଼ ଦ୍ୱୀପପୁଞ୍ଜ ରହିଛି। ବିଶ୍ଵର ସବୁଠାରୁ ବଡ଼ ଦ୍ୱୀପପୁଞ୍ଜ ଦେଶ ହେଉଛି ଇଣ୍ଡୋନେସିଆ। ତେବେ ଆପଣ ଜାଣିଛନ୍ତି କି ବିଶ୍ଵର ସବୁଠାରୁ ଛୋଟ ଦ୍ୱୀପପୁଞ୍ଜ...

ଜାଣନ୍ତୁ, ରେଳଷ୍ଟେସନରେ କାହିଁକି ରହିଥାଏ ହଳଦିଆ ରଙ୍ଗର ଗାର?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆପଣ ସବୁବେଳେ ଟ୍ରେନରେ ବସି ଯାତ୍ରା କରିଥିବେ। ଟ୍ରେନରେ ଯିବାକୁ ହେଲେ ଆପଣଙ୍କୁ ଷ୍ଟେସନର ପ୍ଲାଟଫର୍ମକୁ ଯିବାକୁ ପଡ଼ିଥାଏ। ଆପଣ ସେହି ସମୟରେ ଗୋଟିଏ କଥା ଲକ୍ଷ୍ୟ କରିଛନ୍ତି ଯେ, ଷ୍ଟେସନର...
3-C Formula

ଦଳଗତ କାମ ଏବଂ ୱାର୍କ ଫ୍ରମ୍ ହୋମ୍ ବେଳେ ବ୍ୟବହାର କରନ୍ତୁ ୩-ସି ମନ୍ତ୍ର

ନୀଳାମ୍ବର ରଥ ମନେରଖନ୍ତୁ, ବଡ଼ ବଡ଼ ଶିକ୍ଷାଗତ ଯୋଗ୍ୟତା, ଲମ୍ବା ଅଭିଜ୍ଞତା ବା ଉଚ୍ଚ ପଦପଦବୀ ସବୁବେଳେ ଆପଣଙ୍କୁ ସଫଳତା ଆଣିଦେବ ନାହିଁ। ଆପଣ ଯଦି ଭଲ ରୂପେ ‘କମ୍ୟୁନିକେଟ୍’, ‘କୋଲାବରେଟ୍’ ଏବଂ ‘କନସେଣ୍ଟ୍ରେଟ୍’ କରି...
chakiri 4

NICରେ ସାଇଣ୍ଟିଷ୍ଟ-ବି, ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି: ଆବେଦନ ଶେଷ ତାରିଖ ଏପ୍ରିଲ ୩୦

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀସ୍ଥିତ ନାସନାଲ୍ ଇନଫରମେଟିକ୍ସ ସେଣ୍ଟରରେ ସାଇଣ୍ଟିଷ୍ଟ-ବି ଓ ସାଇଣ୍ଟିଫିକ୍/ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଏପ୍ରିଲ୍ ୧୦ ପରିବର୍ତ୍ତେ ଏପ୍ରିଲ୍ ୩୦ ଯାଏଁ...

ତିନି ମାସର ସ୍କୁଲ୍ ଫି’ ଛାଡ଼ କରନ୍ତୁ ଶିକ୍ଷାନୁଷ୍ଠାନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଦିଆଗଲା ପରାମର୍ଶ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟର ସମସ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ଏପ୍ରିଲ୍ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ନିଜର ସ୍କୁଲ୍ ଫି’କୁ ହ୍ରାସ୍ କିମ୍ବା ବନ୍ଦ କରନ୍ତୁ। ପିତାମାତାଙ୍କ ପ୍ରତି ସହାନୁଭୂତି ଦେଖାଇ ଶିକ୍ଷାନୁଷ୍ଠାନମାନେ ଏଭଳି...

ଜୁନ୍ ୧୭ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ୍, କଲେଜ ବନ୍ଦ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଆସନ୍ତା ଜୁନ୍ ମାସ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ। କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏଭଳି ଘୋଷଣା କରିଛନ୍ତି। କରୋନା କବଳରୁ ରାଜ୍ୟବାସୀଙ୍କୁ...
CHAKIRI_5

ନାସନାଲ୍ ଇନଫରମେଟିକ୍ସ ସେଣ୍ଟରରେ ସାଇଣ୍ଟିଷ୍ଟ-ବି ପଦବୀରେ ନିଯୁକ୍ତି: ଏପ୍ରିଲ ୧୦ ଯାଏଁ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀସ୍ଥିତ ନାସନାଲ୍ ଇନଫରମେଟିକ୍ସ ସେଣ୍ଟରରେ ସାଇଣ୍ଟିଷ୍ଟ-ବି ଓ ସାଇଣ୍ଟିଫିକ୍/ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଏପ୍ରିଲ୍ ୧୦ ଯାଏଁ ଚାଲୁ ରହିବ। ସାଇଣ୍ଟିଷ୍ଟ-ବି: ପଦବୀ...