୭ ବର୍ଷ ପରେ ଏକତା କପୁରଙ୍କ ସହ କାମ କରିବେ ଅକ୍ଷୟ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡରେ ସବୁଠୁ ବ୍ୟସ୍ତ ଷ୍ଟାର ହେଉଛନ୍ତି ଅକ୍ଷୟ କୁମାର। ଖିଲାଡି କୁମାର ଦୀର୍ଘ ୭ ବର୍ଷ ପରେ ଏକତା କପୁରଙ୍କ ସହ କାମ କରିବାକୁ ଯାଉଛନ୍ତି। ଏକତାଙ୍କ ପ୍ରୋଜେକ୍ଟରେ କାମ...

ଜୟଲଳିତାଙ୍କ ଜନ୍ମଦିନରେ ଆସିଲା ବାୟୋପିକ ‘ଥଲାଇଭି’ର ନୂଆ ପୋଷ୍ଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜୟଲଲିତାଙ୍କ ବାୟୋପିକ ‘ଥଲାଇଭି’ର ଆଉ ଏକ ନୂଆ ପୋଷ୍ଟର ରିଲିଜ ହୋଇଛି। ଆଜି ଜୟଲଳିତାଙ୍କ ୭୨ତମ ଜନ୍ମ ଜୟନ୍ତୀ ହୋଇଥିବାରୁ ଏହି ଅବସରରେ ଫିଲ୍ମର ନୂଆ...

ଟ୍ରମ୍ପଙ୍କ ମୁହଁରେ ବଲିଉଡ – ଅମିତାଭ, ଶାହରୁଖଙ୍କୁ କଲେ ପ୍ରଶଂସା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଜରାଟ ମୋଟେରା ଷ୍ଟାଡିୟମରେ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ ବଲିଉଡର ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ ନିଜ ଭାଷଣରେ ଶାହରୁଖଙ୍କ ଅଭିନୀତ ଫିଲ୍ମ 'ଦିଲଓ୍ୱାଲେ ଦୁଲହନିଆଁ ଲେ ଜାୟେଙ୍ଗେ’...

ମାର୍ଚ୍ଚ ୨୪ରେ ରିଲିଜ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ସୂର୍ଯ୍ୟବଂଶୀ' ମାର୍ଚ୍ଚ ୨୪ରେ ରିଲିଜ ହେବାକୁ ଯାଉଛି। ସୋମବାର ଫିଲ୍ମର ଟିଜର ରିଲିଜ ହେବା ସହିତ ରିଲିଜ୍‌ ତାରିଖ ମଧ୍ୟ ସାମ୍ନାକୁ ଆସିଛି।...

ଦିନେ ଜୋତା ପଲିସ୍‌ କରୁଥିଲେ ସନ୍ନି ହିନ୍ଦୁସ୍ତାନୀ, ହେଲେ ଇଣ୍ଡିଆନ ଆଇଡଲ ବିଜେତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତିଭା ଥିଲେ ପରିଚୟ ନିଶ୍ଚୟ ମିଳିବ। ଇଣ୍ଡିଆନ ଆଇଡଲ ସିଜିନ ୧୧ରେ ବିଜେତା ହୋଇ ଏହି କଥାକୁ ସତ ପ୍ରମାଣିତ କରିଛନ୍ତି ସନ୍ନି ହିନ୍ଦୁସ୍ତାନୀ। ସୋନି ଟିଭିରେ ପ୍ରସାରିତ ଏହି ରିଆଲିଟି...

କିଏ ହେବ ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୧ର ବିଜେତା? ଆଜି ଗ୍ରାଣ୍ଡ ଫିନାଲେ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ସୋନୀ ଟିଭି ପ୍ରସାରିତ ହେଉଥିବା ଲୋକପ୍ରିୟ ସିଙ୍ଗିଙ୍ଗ୍ ରିଆଲିଟି ସୋ’ ଇଣ୍ଡିଆନ୍ ଆଇଡଲର ଗ୍ରାଣ୍ଡ ଫିନାଲେ ଆଜି ପ୍ରସାରିତ ହେବ। ଏହି ଲୋକପ୍ରିୟ ରିଆଲିଟି ସୋ’ର ବିଜେତା କିଏ ହେବେ...

ବଲିଉଡ୍ ଫିଲ୍ମକୁ ପ୍ରଂଶସା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ବଲିଉଡ୍ ଫିଲ୍ମକୁ ପ୍ରଂଶସା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗତ ଶୁକ୍ରବାର ଭାରତରେ ରିଲିଜ୍ ହୋଇଥିବା ଫିଲ୍ମ ‘ଶୁଭ୍ ମଙ୍ଗଲ୍ ଜାଦା ସାବଧାନ୍’କୁ ପସନ୍ଦ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ବ୍ରିଟିଶ୍...

ଆକ୍ସନ ଅବତାରରେ ନଜର ଆସିବେ ଚକୋଲେଟ୍‌ ହିରୋ ବାବୁସାନ୍‌

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡ୍‌ର ଚକୋଲେଟ୍‌ ହିରୋ ବାବୁସାନ୍‌ ଏବେ ନୂଆ ଅବତାରରେ ନଜରେ ଆସିବେ। ବାବୁସାନ୍‌ ଏବେ କମେଡି ଟ୍ରାକ୍‌ ଛାଡ଼ି ଆକ୍ସନ ଅବତାରରେ ପରଦାକୁ ଆସିବେ। ଫିଲ୍ମ ବିଦ୍ୟାରାଣରେ ଚୁଲବୁଲି ନାୟିକା...

ଆଜିଠୁ ପ୍ରସାରିତ ହେବ ପପୁଲାର ସୋ’ ଖତରୋଁ କେ ଖିଲାଡି

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଆଜିଠୁ କଲର୍ସରେ ପ୍ରସାରିତ ହେବାକୁ ଯାଉଛି ଖତରୋଁ କେ ଖିଲାଡି ସିଜନ୍‌-୧୦। ସୋ’କୁ ହୋଷ୍ଟ କରିବେ ନିର୍ଦ୍ଦେଶକ ରୋହିତ ସେଟ୍ଟୀ। ଏଥର ସିଜନ୍‌ରେ ଟିଭିର ପପୁଲାର ଚେହେରା ଦେଖିବାକୁ ମିଳିବ। କରିସ୍ମା...

ଏପ୍ରିଲ ୨୪ରେ ‘ଗୁଞ୍ଜନ ସକସେନା ଦ କାର୍ଗିଲ ଗାର୍ଲ’ ହେବ ରିଲିଜ

ବଲିଉଡରେ ଫିଲ୍ମ ‘ଧଡକ’ରୁ ଡେବ୍ୟୁ କରିଥିବା ଜାହ୍ନବୀ କପୁରଙ୍କୁ ଏବେ କାର୍ଗିଲ ଗାର୍ଲ ଭାବେ ଦେଖିବେ ଦର୍ଶକ। ‘‘ଗୁଞ୍ଜନ ସକସେନା ଦ କାର୍ଗିଲ ଗାର୍ଲ’’ ଫିଲ୍ମରେ ଜାହ୍ନବୀ ଗୁଞ୍ଜନ ସକସେନାଙ୍କ ଭୂମିକାରେ ଅଭିନୟ...