ମୁମ୍ବାଇରେ କାର୍ଯ୍ୟରତ ଓଡ଼ିଆ ଷ୍ଟେଡିକ୍ୟାମ୍ ଚାଳକ ମନୋଜ ମିଶ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ଲାଇଟ୍‌, କ୍ୟାମେରା ଏବଂ ଆକସନ୍’- ଏହି ତିନୋଟିର ଉପଯୁକ୍ତ ସମନ୍ୱୟରେ ପ୍ରସ୍ତୁତ ସିନେମା ଓ ଟେଲିଭିଜନର କାର୍ଯ୍ୟକ୍ରମ ଆମର ମନୋରଞ୍ଜନ କରିବାରେ ସମର୍ଥ ହୋଇଥାଏ। କୌଣସି ସିନେମାରେ କ୍ୟାମେରାମ୍ୟାନ୍‌ର ଭୂମିକା ସମ୍ପର୍କରେ...

୨୯ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ – ଜୟଦେବ ପୁରସ୍କାର ପାଇଲେ ରବିଶଙ୍କର ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୨୯ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୭ ମସିହା ପାଇଁ ଏହି...

ବଲିଉଡରେ ଡେବ୍ୟୁ କଲାବେଳେ ଇଣ୍ଡଷ୍ଟ୍ରୀକୁ ଡରୁଥିଲେ କି ସୋନାଲି?

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଇଣ୍ଡିଆ ଟୁ ଡେ କନକ୍ଲେଭ ୧୮ତମ ସଂସ୍କରଣ ଶନିବାର ଯୋଗ ଦେଇଥିଲେ। ଏହି ଅବସରରେ ସେ ନିଜ ସମ୍ପର୍କରେ ଅନେକ ସୂଚନା ଦେଇଛନ୍ତି। ବଲିଉଡରେ ଡେବ୍ୟୁ...

ହୀନା ଖାନ୍‌ ବିନଲେ ବଙ୍ଗାଳୀ ବୋହୂ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଅଭିନେତ୍ରୀ ହୀନା ଖାନ୍‌ଙ୍କୁ ନେଇ ଏବେ ଅନେକ ଚର୍ଚ୍ଚା। ଏ ରିସ୍ତା କ୍ୟା କେହଲାତାରୁ ଅଭିନୟ ଆରମ୍ଭ କରିଥିବା ହୀନାଙ୍କୁ ଅନେକ ସଫଳତା ମିଳିଛି। ସେ ବିଗ୍‌ ବସ୍‌ରେ ଭାଗନେବା...

ବିରାଟଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତମନ୍ନା ଭାଟ୍ଟିଆ, କହିଲେ ସବୁ ସତକଥା

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ସେଲିବ୍ରିଟିଙ୍କ ପ୍ରଫେସନାଲ ଲାଇଫଠୁ ଅଧିକ ସେମାନଙ୍କର ବ୍ୟକ୍ତିଗତ ଲାଇଫ ବାବଦରେ ଜାଣିବା ଲାଗି ଲୋକେ ଅଧିକ ଇଛାପ୍ରକାଶ କରିଥାନ୍ତି। ଏମିତି ଜଣେ ସେଲିବ୍ରିଟି ହେଉଛନ୍ତି ବିରାଟ କୋହଲୀ। ବିବାହ ପୂର୍ବରୁ...

ଅଭିନନ୍ଦନଙ୍କ ଘରବାହୁଡ଼ା – ଖୁସିରେ ଝୁମିଲା ବଲିଉଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୀରପୁତ୍ର ପାଇଲଟ ଅଭିନନ୍ଦନ ଦେଶକୁ ଫେରିବା ପରେ ପୂରା ଦେଶରେ ଖୁସିରି ଲହରୀ ଖେଳିଯାଇଛି। ଏହାର ପ୍ରଭାବ ବଲିଉଡରେ ମଧ୍ୟ ଦେଖାଯାଇଛି। ସୋସିଆଲ ମିଡିଆରେ ମଧ୍ୟ ଅଭିନନ୍ଦନଙ୍କ ଫେରିବା ନେଇ ଲୋକେ...

ପୂରା ହେବ ସାରାଙ୍କ ଇଛା – ଖୁବଶୀଘ୍ର କାର୍ତ୍ତିକଙ୍କ ସହ କରିବେ ଫିଲ୍ମ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଫିଲ୍ମ ଲୁକା ଛୁପି ରିଲିଜ ହୋଇଛି। ଏହି ମଧ୍ୟରେ ନବାଗତା ସାରା ଅଲ୍ଲୀ ଖାନଙ୍କ ସହିତ କାର୍ତ୍ତିକ ଆର୍ଯ୍ୟନଙ୍କ ଆଉ ଏକ ଫିଲ୍ମ ଶୀଘ୍ର...

ଫିଲ୍ମ ‘ଲୁକା ଛୁପି’ରେ ହସି ହସି ହେବେ ବେଦମ୍‌

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ସୋନୁ କୁହାଯାଉଥିବା କାର୍ତ୍ତିକ ଆର୍ଯ୍ୟନ ଓ କ୍ରିତି ସାନନ୍‌ଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ଲୁକା ଛୁପି ଶୁକ୍ରବାର ରିଲିଜ୍‌ ହୋଇଛି। ଦର୍ଶକଙ୍କୁ ଏହି ଫିଲ୍ମର ଅନେକ ଦିନରୁ ଅପେକ୍ଷା...

ଅଭିନନ୍ଦନଙ୍କ ଫେରିବା ନେଇ ଖୁସି ପ୍ରକାଶ କଲେ ବଲିଉଡ କଳାକାର

 ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ ପାଇଁ ଆଜିର ଦିନ ବେଶ୍‌ ଖୁସିର ଦିନ କାରଣ ଆଜି ଭାରତର ବୀର ଯୋଦ୍ଧା ଭାରତୁ ଆସୁଛନ୍ତି। ତାଙ୍କ ଆସିବା ଖବର ସାରାଦେଶରେ ଖୁସି ଆଣିଛି। ବଲିଉଡରେ ମଧ୍ୟ ଏହାର...

ଖୁବଶୀଘ୍ର ସିରିଏଲରେ ଡେବ୍ୟୁ କରିବେ ଶ୍ୱେତା ତିୱାରୀଙ୍କ ଝିଅ ପଲକ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଖ୍ୟାତନାମା ଟେଲିଭିଜନ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ଖୁବଶୀଘ୍ର ସିରିଏଲରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପଲକ ଯେଉଁ ସିରିଏଲରେ ଅଭିନୟ କରିବେ ତାହା ଖୁବଶୀଘ୍ର ଦର୍ଶକ ଦେଖିପାରିବେ। "ୟେ ରିସ୍ତା...