କରୋନା ସତର୍କତା – ଜେଲ୍‌ରେ ଆରମ୍ଭ ହେଲା ଇ-ମୁଲାକାତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ୍‌ ପାଇଁ ଜେଲରେ ସତର୍କତା। ସବୁ ଜିଲ୍ଲାର ମୁଖ୍ୟ କାରାଗାରରେ ଇ-ମୁଲାକାତ ବ୍ୟବସ୍ଥା ଆରମ୍ଭ। ଭିଜିଟର ରୁମ୍‌ରେ ସ୍କାଇପ ଜରିଆରେ କଏଦୀଙ୍କ ସହ ସାକ୍ଷାତ କରିପାରିବେ ସମ୍ପର୍କୀୟ। ୨ରୁ ୩...

ମୋବାଇଲ ଆଣିପାରେ କରୋନା, ଜାଣନ୍ତୁ କେମିତି ରଖିବେ ପରିଷ୍କାର?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ [youtube https://www.youtube.com/watch?v=h2kByKBLD3o] କରୋନା ଭୂତାଣୁ ସଂକ୍ରମଣୁରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏବେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହୋଇଛି। କରୋନାରୁ ବଞ୍ଚିବା ପାଇଁ ମୁଖ୍ୟତଃ ହାତ ସଫାକୁ ଗୁରୁତ୍ୱ ଦିଆଯାଉଛି।...

କରୋନା କଟକଣା – ଶୁକ୍ରବାରଠାରୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଶ୍ରୀମନ୍ଦିରରେ ଜାରି ହେଲା କରୋନା କଟକଣା। ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। କରୋନା ମୁକାବିଲା କରିବା ପାଇଁ ଗୁରୁବାର ଜିଲ୍ଲାପାଳ ଓ...

ଛାତରୁ ଡେଇଁ ଆତ୍ମହତ୍ୟା କଲେ କରୋନା ସନ୍ଦିଗ୍ଧ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଛାତରୁ ଡେଇଁ ଆତ୍ମହତ୍ୟା କଲେ କରୋନା ସନ୍ଦିଗ୍ଧ। ବୁଧବାର ତାଙ୍କୁ କରୋନା ଭୂତାଣୁ ହୋଇଥିବା ସନ୍ଦେହ କରାଯାଇ ସଫଦରଜଙ୍ଗ ହସ୍ପିଟାଲର କରୋନା ଆଇସୋଲେସନ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା। ହେଲେ ସେ...

କାୟା ବିସ୍ତାର କରୁଛି କରୋନା – ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୬୬କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୬୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଏନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ୧୬୬ଜଣ କରୋନା...

କରୋନାକୁ ନେଇ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମୁକାବିଲା ପ୍ରସଙ୍ଗକୁ ନେଇ ଆଜି ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୁରୁବାର ରାତି ୮ଟା ବେଳେ ମୋଦୀ କରୋନା ଭାଇରସଜନିତ ସମସ୍ୟା ଓ ତାହାର ମୁକାବିଲା ନେଇ...

ହୋଲସେଲ୍‌ ବଜାରରେ ମାନ୍ଦାବସ୍ଥା – କଟକ ମାଲଗୋଦାମ ଉପରେ କରୋନା ମାଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ପ୍ରଭାବରେ କଟକ ମାଲଗୋଦାମ ହଲ୍‌ଚଲ୍‌। ଆସୁ ନାହାନ୍ତି ବେପାରୀ। ଚିନ୍ତାରେ ଗୋଦାମ ମାଲିକ। କଟକ: କରୋନା ଭାଇରସ୍‌ର ପ୍ରଭାବ କଟକ ମାଲଗୋଦାମ ଉପରେ ପଡ଼ିଛି। ଡାଲି, ତେଲ ଆମଦାନୀ ହେଉ ନଥିବାରୁ...
Naveen-Modi

ନବୀନଙ୍କ କରୋନା ମୁକାବିଲାକୁ ମୋଦୀଙ୍କ ପ୍ରଶଂସା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରୋନା ମୁକାବିଲାକୁ ପ୍ରଶଂସା କରିଛନ୍ତି। କରୋନା ପାଇଁ ଓଡ଼ିଶା ଯାହା ପଦକ୍ଷେପ ନେଇଛି ତାହା ପ୍ରଶଂସନୀୟ ବୋଲି ମୋଦୀ ଟୁଇଟ୍‌...

ଓଡ଼ିଶାରେ ସୁଧୁରୁଛି କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ – ସକାଳେ ଖାଇଲେ ଉପମା, ଦିପହରେ ଭାତ, ଡଲ୍‌ମା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ଜଣେ ବ୍ୟକ୍ତିଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ସେ କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଅଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରୁଥିବା ରାଜ୍ୟ ସରକାରଙ୍କ ମୁଖ୍ୟ...

କାୟା ମେଲାଉଛି କରୋନା – ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୯ ହଜାର ଟପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକୁ ଦିନ କାୟା ମେଲାଉଛି କରୋନା। ମଙ୍ଗଳବାର ବିଶ୍ୱର ୧୬୨ଟି ଦେଶକୁ ବ୍ୟାପିଥିବା କରୋନା ଭୂତାଣୁ ଆଜି ଆଉ ପାଞ୍ଚୋଟି ଦେଶକୁ ବୃଦ୍ଧି ପାଇଁ ୧୬୭ଟି ଦେଶରେ ପହଞ୍ଚିଛି। ଏଥିସହିତ ବର୍ତ୍ତମାନ ସୁଦ୍ଧା...