ରାଜ୍ୟରେ ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟ ପାଇଁ ଭଲ ଖବର। ସୁସ୍ଥ ହେଲେ ଆଉ ୯୯ କରୋନା ଆକ୍ରାନ୍ତ। ଏହାସହ ବର୍ତ୍ତମାନ ରାଜ୍ୟରେ ୬୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ...

ସରକାରଙ୍କୁ ପ୍ରଶ୍ନ କଲା ବସ୍ ମାଲିକ ସଂଘ – କର୍ମଚାରୀଙ୍କ ପାଇଁ କ’ଣ ସ୍ପେଶାଲ ପ୍ୟାକେଜ ଘୋଷଣା କରିଛ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରକାର କହିଲେ ଆଜିଠୁ ରାଜ୍ୟରେ ବସ୍‌ ଗଡ଼ିବ। ହେଲେ ମାଲିକ ସଂଘ ରାଜି ହେଉନି। ବସ୍‌ କର୍ମଚାରୀଙ୍କ ପାଇଁ ସ୍ପେଶାଲ ପ୍ୟାକେଜ ଦାବି କରିଛି ସଂଘ। ‘‘ବସ୍‌ଗୁଡ଼ିକ ଏବେ ଚାଲିବା ସ୍ଥିତିରେ ନାହିଁ।...

ସାମ୍ପଲ ପଜିଟିଭ୍, ହେଲେ ରୋଗୀ ଯାଇ ଆନ୍ଧ୍ର ପ୍ରଦେଶରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି କୋରାପୁଟରେ ୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜୟପୁରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ବର୍ତ୍ତମାନ ପ୍ରଶାସନର ଚିନ୍ତା ବଢ଼ାଇଛି। ଆକ୍ରାନ୍ତ ଜଣକ ହୋମ୍‌ କ୍ଵାରେଣ୍ଟିନ୍‌ରେ ଥିଲେ...

ଓଡ଼ିଶାରେ ବଢୁଛି କରୋନା ସଂକ୍ରମଣ, କୋହଳ ହେଉଛି କଟକଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବସ୍‌ରେ କେମିତି ରକ୍ଷା କରାଯିବ ସାମାଜିକ ଦୂରତା? (ଭୁବନେଶ୍ୱରରୁ ସରୋଜ ମହାପାତ୍ର): ଓଡ଼ିଶାରେ କୋହଳ ହେଉଛି ଲକ୍‌ଡାଉନ୍‌ କଟକଣା। ଦୋକାନ ବଜାର ଓ ବିଭିନ୍ନ ଅଫିସ୍‌ ଖୋଲବା ପରେ ବସ୍‌, ଅଟୋ ଏବଂ...
Coronavirus - Elmshorn

କେନ୍ଦ୍ରାପଡ଼ାରେ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ, ଜିଲ୍ଲାରେ ୪୬ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡା ଜିଲ୍ଲାରେ କରୋନା ଆକ୍ରାଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି ସଂଖ୍ୟା ବଢି ଆଜି ୪୬ରେ ପହଞ୍ଚିଛି। ମାତ୍ର ୭ ଜଣ ସୁସ୍ଥ ହୋଇଥିବା ବେଳେ ୩୯ ଜଣ ବିଭିନ୍ନ କୋଭିଡ୍‌...

ରାଜ୍ୟରେ ସୁସ୍ଥ ହେଲେ ଆଉ ୫୩ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫୦କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର...

କୋହଳ ହେଲା ଲକ୍‌ଡାଉନ୍‌ ନିୟମ – ଜାଣନ୍ତୁ, ଏସ୍‌ଆରସି କ’ଣ କଲେ ଘୋଷଣା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକ୍‌ଡାଉନ ନିୟମକୁ କୋହଳ କରିଛନ୍ତି ରାଜ୍ୟ ସରକାର। କାଲିଠୁ ରାଜ୍ୟରେ ବସ୍‌, ଅଟୋ ଓ ଘରୋଇ ଗାଡ଼ି ଚଳାଚଳକୁ ଅନୁମତି ଦିଆଯାଇଛି। ଏହାସହ କ୍ଵାରେଣ୍ଟିନ୍‌ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଜାଣନ୍ତୁ ପୂରା...

କାଲିଠୁ ରାଜ୍ୟରେ ଗଡ଼ିବ ବସ୍‌-ଅଟୋ, ରହିଛି ଏହି ସବୁ ନିୟମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟବାସୀଙ୍କ ପାଇଁ ଭଲ ଖବର। ରାଜ୍ୟରେ ଆସନ୍ତାକାଲିଠାରୁ ସିଟି ବସ୍‌ ଚଳାଚଳ କରିବ। ଏହାସହ ଅଟୋ, ଘରୋଇ ଗାଡ଼ି ମଧ୍ୟ ଚଳାଚଳ କରିବ। ବସ୍‌ରେ ଯେତିକି ସଂଖ୍ୟକ ସିଟ୍‌ ଥିବ ସେତିକି...

ବଦଳିଲା କ୍ୱାରେଣ୍ଟିନ୍ ନିୟମ – ୨୧ ଦିନ ବଦଳରେ ଏଣିକି ୧୪ ଦିନ କ୍ୱାରେଣ୍ଟିନ

ଓଡ଼ିଶାଲାଇଭ୍ ବ୍ୟରୋ ରାଜ୍ୟରେ ବଦଳିଲା କ୍ୱାରେଣ୍ଟିନ୍ ନିୟମ। ଏଣିକି ୨୧ ଦିନ ବଦଳରେ ପ୍ରବାସୀମାନେ ୧୪ ଦିନ କ୍ୱାରେଣ୍ଟିନରେ ରହିବେ। ଏନେଇ ଆଜି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏସଆରସି କହିଛନ୍ତି ଯେ, ରାଜ୍ୟ...

ନୂଆପଡ଼ା ଛୁଇଁଲା କରୋନା, ଜଣେ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଥମଥର ପାଇଁ ନୂଆପଡ଼ା ଜିଲ୍ଲା ଛୁଇଁଲା କରୋନା। ନୂଆପଡ଼ା ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେହିପରି ଆଜି...