ସମ୍ପୂର୍ଣ୍ଣ ମୁହଁ ଘୋଡ଼ାଇବା ଲାଗି ନବରଙ୍ଗପୁର ସରକାରୀ ଆଇଟିଆଇ ପକ୍ଷରୁ ପ୍ରସ୍ତୁତ କରାଗଲା ମାସ୍କ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ନାକ, ପାଟି ଓ ମୁହଁ ଘୋଡ଼ାଇବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି...

ପ୍ରବାସୀଙ୍କୁ ନେଇ ଗଞ୍ଜାମରେ ପହଞ୍ଚିଲା ପ୍ରଥମ ଟ୍ରେନ, ଆସୁଛି ଆହୁରି ୩

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚେନ୍ନାଇରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଜଗନ୍ନାଥପୁରରେ ପହଞ୍ଚିଲା ପ୍ରଥମ ଟ୍ରେନ। ଟ୍ରେନରେ ପ୍ରାୟ ୧୨ ଶହ ପ୍ରବାସୀ ଓଡ଼ିଆ ଫେରିଥିବା ସୂଚନା ମିଳିଛି। ବର୍ତ୍ତମାନ ଷ୍ଟେସନରେ ସମସ୍ତ ପ୍ରବାସୀଙ୍କ ସ୍କ୍ରିନିଂ...

କରୋନା ଯୁଦ୍ଧ: କରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ ପାଇଁ ରକ୍ତଦାନ କଲେ ବଲିଉଡ ଅଭିନେତ୍ରୀ

ଓଡ଼ଶାଲାଇଭ୍‌ ବ୍ୟୁରୋ ବଲିଉଡ ଫିଲ୍ମ ନିର୍ମାତା କରିମ ମୋରାନୀଙ୍କ ଝିଅ ଜୋଆ ମୁମ୍ବାଇର ନାଇର ହସ୍ପିଟାଲରେ ରକ୍ତ ଦାନ କରିଛନ୍ତି। କୋଭିଡ -୧୯ର ପ୍ଲାଜମା ଥେରାପି ପରୀକ୍ଷା ପାଇଁ ସେ ଏହି ରକ୍ତ ଦେଇଛନ୍ତି।...

ଗଞ୍ଜାମରେ ୧୩୭ ଛୁଇଁଲା କରୋନା ପଜିଟିଭ୍ ସଂଖ୍ୟା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଗଞ୍ଜାମ ଜିଲ୍ଲାରେ ଜଣକ ପରେ ଜଣେ ସୁରତ ଫେରନ୍ତା କରୋନା ପଜିଟିଭ୍ ହେଉଥିବା ଦେଖିବାକୁ ମିଳୁଛି। ସୋମବାର ଜିଲ୍ଲାରେ ଆଉ ୧୨ ଜଣ ପଜିଟିଭ୍ ଚିହ୍ନଟ ହେବା ସହ ପଜିଟିଭ୍...

ଦେଶରେ ୬୭ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୬୭,୧୫୨ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୨,୨୦୬କୁ ବୃଦ୍ଧି ହୋଇଛି। ଏହାସହ ଗତ ୨୪ ଘଣ୍ଟା...

ପୁଣି ୧୪ ପଜିଟିଭ୍ – ଗଞ୍ଜାମରୁ ୧୨, କେନ୍ଦ୍ରାପଡ଼ା ଓ ରାଉରକେଲାରୁ ଜଣେ ଲେଖାଏଁ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଦିନକୁ ଦିନ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳୁ ରାଜ୍ୟରେ ଆଉ ୧୪ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।...

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର...

ମେ ୧୭ ପରେ ଲକଡାଉନ ନାହିଁ, ଏସବୁ କରିବାକୁ ଯାଉଛନ୍ତି ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୪ରୁ ମେ ୧୭ ପର୍ଯ୍ୟନ୍ତ ସମଗ୍ର ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା। ଏହି ଲକଡାଉନ ଫଳରେ ଦେଶର ଅର୍ଥନୀତି ପୂରାପୂରି ବିଗିଡ଼ି ଯାଇଥିବା ବେଳେ...

ବୌଦ୍ଧ ଓ ଅନୁଗୁଳ ଛୁଇଁଲା କରୋନା, ପୁରୀରେ ପୁଣି ୨ ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଆଜି ଓଡ଼ିଶାର ଆଉ ଦୁଇଟି ନୂଆ ଜିଲ୍ଲାକୁ ଛୁଇଁଛି। ବୌଦ୍ଧ ଏବଂ ଅନୁଗୁଳ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୌଦ୍ଧରୁ ୩ ଏବଂ ଅନୁଗୁଳରରୁ ୨ କରୋନା ଆକ୍ରାନ୍ତ...

ଭୁବନେଶ୍ଵରରେ ପ୍ରବାସୀଙ୍କୁ ସ୍ଵାଗତ ଓ ସ୍କ୍ରିନିଂ କରିବ ବିଏମ୍‌ସି

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭୁବନେଶ୍ଵରର ପ୍ରବାସୀ ଫେରନ୍ତାଙ୍କ ପାଇଁ ବିଏମ୍‌ସିର ପଦକ୍ଷେପ। ପ୍ରବାସୀଙ୍କୁ ଭୁବନେଶ୍ଵରର ୩ଟି ସ୍ଥାନରେ ସ୍ଵାଗତ ସହ ସ୍କ୍ରିନିଂ କରିବ ବିଏମ୍‌ସି। ଭୁବନେଶ୍ଵରର ୩ଟି ପ୍ରବେଶ ପଥ ଖୋର୍ଦ୍ଧା, କଟକ ଓ...