କରୋନା ମୁକାବିଲା ପାଇଁ ଆଗକୁ ଆସିଲା ଟିକ୍‌ଟକ୍‌, ଦେଲା ୧୦୦ କୋଟିର ମେଡିକାଲ ଉପକରଣ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭାଇରସ ଏବେ ସମଗ୍ର ବିଶ୍ୱ ପାଇଁ ସଙ୍କଟ ପାଲଟିଛି। ଭାରତରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ବିଭିନ୍ନ ବଡ଼ ବଡ଼ କମ୍ପାନି,...

ଜାଣନ୍ତୁ, ଲକଡାଉନକୁ ନେଇ କେଉଁ ଦେଶରେ କ’ଣ ନିୟମ?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ [youtube https://www.youtube.com/watch?v=fbYkoY8WDoE?list=PLI0zWE2pkn8BdYXmTpXdiiOyud0GAGNXL] କରୋନା ଭାଇରସଠାରୁ ରକ୍ଷା ପାଇବା ବିଭିନ୍ନ ଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଆସନ୍ତୁ ଜାଣିବା, କେଉଁ ଦେଶରେ କଣ ଲକ୍‌ଡାଉନ ନିୟମ ରହିଛି? ସାରା ବିଶ୍ଵରେ କରୋନା ଭାଇରସ କାୟା...

୨୪ ଘଣ୍ଟାର କରୋନା ରିପୋର୍ଟ – ଜାଣନ୍ତୁ, କ’ଣ କହିଲେ ରାଜ୍ୟ ସରକାର?  

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ସମ୍ପର୍କରେ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଗୁରୁବାର ସୁଦ୍ଧା ଜାଣନ୍ତୁ, କ’ଣ ରହିଛି କରୋନା ଅପଡେଟ୍? ଓଡ଼ିଶାର କରୋନା ରିପୋର୍ଟ ଓଡ଼ିଶାରେ ଚିହ୍ନଟ ହେଲେ ପଞ୍ଚମ କରୋନା ଆକ୍ରାନ୍ତ। ...

୨୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ଓଡ଼ିଶାର ପଞ୍ଚମ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଓଡ଼ିଶାର ପଞ୍ଚମ କରୋନା ଆକ୍ରାନ୍ତ ୨୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି। ସେମାନଙ୍କ ସହ ଯୋଗାଯୋଗ କରାଯାଉଥିବା ସରକାର...

ଲକ୍‌ଡାଉନରେ ଭଲ ନିଦ ପାଇଁ ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ବର୍ତ୍ତମାନ କରୋନା ଭାଇରସକୁ  ନେଇ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି ଏହା ଦ୍ୱାରା ମଣିଷ ଚିନ୍ତିତ ହେବା ସ୍ୱାଭାବିକ କଥା। ଏହାର ପ୍ରଭାବ ନିଦ ଉପରେ ମଧ୍ୟ ପଡ଼ିପାରେ। ଭଲ...

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ – ‘‘ମିଳିମିଶି ଲଢ଼ିବା, କରୋନାକୁ ହରାଇବା’’

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭିଡିଓ କନଫରେନ୍ସିଂ ଜରିଆରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କରୋନା ମୁକାବିଲା ପାଇଁ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ...

ଗଞ୍ଜାମରେ ଲକ୍‌ଡାଉନ୍‌ ବେଳେ ଦଣ୍ଡନାଚ ପ୍ରସ୍ତୁତି, ୯ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ପାଇଁ ଏବେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବନି ବୋଲି ସରକାର କଟକଣା ଜାରି କରିଛନ୍ତି। ହେଲେ ଏହି ନିୟମକୁ ଭାଙ୍ଗି ଗଞ୍ଜାମ ଜିଲ୍ଲାରେ ବୁଧବାର ରାତିରେ ଦଣ୍ଡନାଚ ପାଇଁ ପ୍ରସ୍ତୁତି...

କରୋନାକୁ ଜିତିଲେ ବେଙ୍ଗାଳୁରୁର ପ୍ରଥମ କରୋନା ଆକ୍ରାନ୍ତ, କହିଲେ ନିଜ କାହାଣୀ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ [youtube https://www.youtube.com/watch?v=4rj599iWHrQ?list=PLI0zWE2pkn8BdYXmTpXdiiOyud0GAGNXL] କରୋନା ଭଳି ମାରାତ୍ମକ ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଲେ ବେଙ୍ଗାଲୁରୁର ଯୁବକ। ବେଙ୍ଗାଲୁରୁରେ ସେ ପ୍ରଥମ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ। ପ୍ରାୟ ୩ସପ୍ତାହ ଧରି...

କରୋନା ଯୁଦ୍ଧ – ଚୀନକୁ ପଛରେ ପକାଇଲା ଭାରତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ [youtube https://www.youtube.com/watch?v=4rj599iWHrQ?list=PLI0zWE2pkn8BdYXmTpXdiiOyud0GAGNXL]କରୋନା ଭାଇରସଜନିତ ସଂକ୍ରମଣ ବିରୋଧରେ ଭାରତ ଏକ ବଡ଼ ଧରଣର ଲଢ଼େଇ ଆରମ୍ଭ କରିଛି,ଆଉ ଏହି ଲଢ଼େଇ ଚୀନକୁ ବି ଟପି ଯାଇଛି। ଏହି ଘାତକ ସଂକ୍ରାମକ ରୋଗର...

କରୋନା: ଟ୍ରଲି ଟାଣି ଟାଣି ଦିଲ୍ଲୀରୁ ବିହାର, ୧୦ ଦିନରେ ଘରେ ପହଞ୍ଚିଲେ ଶ୍ରମିକ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ [youtube https://www.youtube.com/watch?v=4rj599iWHrQ?list=PLI0zWE2pkn8BdYXmTpXdiiOyud0GAGNXL] କରୋନା ଯୋଗୁଁ ଟ୍ରଲି ଯୋଗେ ଦିଲ୍ଲୀରୁ ବିହାର, ନିଜ ଗାଁକୁ ଫେରିଲେ ଶ୍ରମିକ। ଟ୍ରଲି ଚଲାଇ ଦିଲ୍ଲୀରୁ ବିହାର। ଦୀର୍ଘ ୧୦ ଦିନ ପରେ ଘରେ ପହଞ୍ଚିଲେ ଶ୍ରମିକ। କଥାଟା...