ମୋବାଇଲ୍‌କୁ ତକିଆ ତଳେ ରଖି ଶୋଉଛନ୍ତି କି? ହୋଇପାରେ ବିପଦ

ଓଡ଼ିଶାଲାଇଭ୍ ବ୍ୟୁରୋ କିଛି ଲୋକ ନିଜର ମୋବାଇଲକୁ ଏଭଳି ଭାବେ ନିଜ ସାଙ୍ଗରେ ରଖନ୍ତି ଯେପରିକି ମୋବାଇଲ ସେମାନଙ୍କଠାରୁ ବିଚ୍ଛିନ୍ନ ହୋଇଗଲେ ସେମାନଙ୍କର ଜୀବନ ବଦଳିଯିବ। ଯଦି ଆପଣଙ୍କୁ ମଧ୍ୟ ଏଭଳି ଅଭ୍ୟାସ ଅଛି...

ଗର୍ଭପାତ ରୋକିବା ପାଇଁ ଖାଆନ୍ତୁ ଗାଜର

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଟାମିନ୍-ଏ'ରେ ପରିପୂର୍ଣ୍ଣ ଗାଜର ବିଭିନ୍ନପ୍ରକାର ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ରୋଗବ୍ୟାଧିର ରାମବାଣ। ଏହା ପ୍ରଦୂଷଣ ସହିତ ଜଡ଼ିତ ସମସ୍ତ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୂର କରେ। କେବଳ ସେତିକି ନୁହେଁ ଦାନ୍ତମାଢ଼ି, କେଶ ଏବଂ...

କିପରି ନେବେ ନବଜାତ ଶିଶୁର ଯତ୍ନ?

ଓଡ଼ିଶାଲାଇଭ୍ ବ୍ୟୁରୋ ଶିଶୁଟିଏ ଜନ୍ମ ନେଲେ ମା’ ମନରେ ନାନା ଆଶା ଆଶଙ୍କା ଲାଗି ରହିଥାଏ। ମନରେ ନାନାଦି ପ୍ରଶ୍ନ ସୃଷ୍ଟି ହୋଇଥାଏ। ନବଜାତ ଶିଶୁ ପାଇଁ କ’ଣ କରିବା ଉଚିତ କ’ଣ ନ...

ବିଭିନ୍ନ ରୋଗ ପାଇଁ ଔଷଧ ଭଳି କାମ କରେ କିସମିସ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ କିସମିସ ଖାଇବାକୁ ଯେତିକି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ। ନିୟମିତ କିସମିସ୍‌ ଖାଇବା ଦ୍ୱାରା ଏହା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିଥାଏ। ଶରୀରକୁ ଶକ୍ତି ମିଳେ ନିୟମିତ...

ମୋଟାପଣ କମ୍ କରିବା ଲାଗି ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିକାଲିର ଜୀବନଶୈଳୀ ଓ ଅନିୟମିତ ଖାଦ୍ୟାଭ୍ୟାସ, ଅଧିକ ସମୟ ଗୋଟିଏ ଜାଗାରେ ବସି କାମ କରିବା, ଶାରିରୀକ ପରିଶ୍ରମର ଅଭାବ ଆଦି କାରଣ ଯୋଗୁଁ ମେଦବୃଦ୍ଧି ହୋଇଥାଏ। ମେଦ ଘଟାଇବା ପାଇଁ...

ପେଟ ଥଣ୍ଡା ରଖେ ବାସି ରୁଟି

ଓଡ଼ିଶାଲାଇଭ୍ ବ୍ୟୁରୋ ଗହମ ଅଟାରୁ ପ୍ରସ୍ତୁତ ରୁଟି ଆମ ଶରୀରର ଅନେକ ଉପକାର କରିଥାଏ। ଏଥିରେ ଅଧିକ ମାତ୍ରାରେ ଫାଇବର୍ ଥାଏ, ଯାହା ସହଜରେ ହଜମ ହେବାରେ ସାହାଯ୍ୟ କରିଥାଏ। ବେଳେବେଳେ ରାତି ଖାଦ୍ୟ ପାଇଁ...

ଜାଣନ୍ତୁ, ବିପାଶା ବସୁଙ୍କ ଫିଟ୍‌ନେସ୍‌ ସିକ୍ରେଟ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ୍‌ର ବଙ୍ଗୀୟ ସୁନ୍ଦରୀ ବିପାଶା ବସୁ ୪୦ ବର୍ଷ ବୟସରେ ବି ପୂରା ଫିଟ୍। ନିଜ ସ୍ଵାସ୍ଥ୍ୟ ଓ ଫିଟ୍‌ନେସ୍‌କୁ ନେଇ ସେ ସବୁବେଳେ ସଚେତନ। ନିଜକୁ ସବୁବେଳେ ଫିଟ୍ ଓ...

ଏହି ୪ଟି ପୋଷକତତ୍ୱ ଅଭାବରୁ ହୋଇଥାଏ ଆଖି ତଳେ କଳା ଦାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ଅନିଦ୍ରା କିମ୍ବା କୌଣସି ସ୍ଵାସ୍ଥ୍ୟଗତ ସମସ୍ୟା ରହିଲେ ଆଖି ତଳେ କଳା ଦାଗ ପଡ଼ିଥାଏ। କିନ୍ତୁ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନ ଥାଇ ବି ଆଖି ତଳେ କଳା ଦାଗ...

ମୁହଁରେ ବୟସର ଛାପ ବା ରିଙ୍କିଲ୍ସକୁ ନେଇ ଆପଣ ଚିନ୍ତିତ କି? କିପରି ଏଡ଼ାଇବେ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁହଁରେ ଦାଗ ବା ବୟସର ଛାପ ବା ରିଙ୍କିଲ୍ସକୁ ନେଇ ଆପଣ ଚିନ୍ତିତ କି? ଜାଣନ୍ତୁ ଏହାକୁ କିପରି ଏଡ଼ାଇବେ? ତ୍ୱଚା କିପରି ସବୁବେଳେ ଯୁବାବସ୍ଥା ପରି ରହିପାରିବ ସେ ନେଇ ସମସ୍ତେ...

କେଶରେ ତେଲ ଲଗାଇବାର ସଠିକ ପ୍ରକିୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଧୁନିକତାର ଛାପରେ ଝିଅ ହୁଅନ୍ତୁ କି ମହିଳା କେହି କେଶରେ ତେଲ ଲଗାଇ ବାହାରକୁ ଯିବାକୁ ପସନ୍ଦ କରୁନାହାନ୍ତି। ତେଲ ପୁଚପୁଚ କେଶ ସେମାନଙ୍କ ଷ୍ଟାଇଲରେ ବାଧା ସୃଷ୍ଟି କରିବ ବୋଲି...