ତମ୍ବା ପାତ୍ରରେ ପାଣି ପିଇଲେ ମିଳେ ଏହି ଫାଇଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ତମ୍ବା ପାତ୍ରରେ ରଖାଯାଉଥିବା ପାଣି ସଂମ୍ପୂର୍ଣ୍ଣ ଭାବେ ଶୁଦ୍ଧ ହୋଇଥାଏ। ଏହା ଡାଇରିଆ ଓ ଅନ୍ୟ ରୋଗ ସୃଷ୍ଟି କରୁଥିବା ଜୀବାଣୁକୁ ନଷ୍ଟ କରି ଦେଇଥାଏ। ଯଦି ଆପଣ ରାତି ସାରା କିମ୍ବା...

ପାଠପଢ଼ାରେ କେମିତି ଲଗାଇବେ ପିଲାର ମନ

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ ଅଭିଭାବକ ମାନଙ୍କର ସ୍ୱପ୍ନ ଥାଏ ଯେ ସେମାନଙ୍କର ପିଲା ପାଠ ପଢି ଭଲ ମଣିଷ ହେବ। ହେଲେ ଆଜିକାଲି ଅଧିକରୁ ଅଧିକ ପିଲା ପାଠପଢ଼ାରେ କମ୍ ଡିଜିଟାଲ ଦୁନିଆରେ ଅଧିକ...

କିଶୋର ଅବସ୍ଥାର ବଡ଼ ଶତ୍ରୁ ବିଷୟରେ ଜାଣନ୍ତୁ

ଓଡ଼ିଶାଲାଇଭ୍ ବ୍ୟୁରୋ କିଶୋର ଅବସ୍ଥାର ଛଅଟି ବଡ଼ ସମସ୍ୟା ଦୁର୍ଘଟଣା, ନିଶାଦ୍ରବ୍ୟ ସେବନ, ହିଂସା, ଆତ୍ମହତ୍ୟା, ଅବାଞ୍ଛିତ ଗର୍ଭଧାରଣ, ମେଦବହୁଳତାରୁ ସୁରକ୍ଷିତ ରହିବା ପାଇଁ ସେସବୁ କ’ଣ ପ୍ରଥମେ ଜାଣିବା ଦରକାର। ପିଲାମାନଙ୍କ ପାଇଁ ବାପା,...

ବର୍ଷା ଦିନେ ଶରୀରକୁ ସୁସ୍ଥ ରଖେ ଏହିସବୁ ଖାଦ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣତଃ ବର୍ଷାଦିନେ ହୋଇଥାଏ ବହୁ ପ୍ରକାରର ସ୍ୱାସ୍ଥ୍ୟଜନିତ ସମସ୍ୟ।। ଏସବୁ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ। ଏପରି କିଛି ଜିନିଷ ରହିଛି,...

ଖାଇବା ପରେ ଗାଧୋଉଛନ୍ତି କି? ହୋଇଯାଆନ୍ତୁ ସତର୍କ

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଛି ଲୋକ ଖାଇ ସାରିବା ପରେ ଗାଧୋଇବାକୁ ପସନ୍ଦ କରନ୍ତି। ଯଦି ଆପଣ ବି ଏମିତି ଅଭ୍ୟାସ ରଖିଛନ୍ତି ତାହାଲେ ସତର୍କ ହୋଇଯାଆନ୍ତୁ। କାରଣ ଏହି ଅଭ୍ୟାସ ଦ୍ୱାରା ଆପଣଙ୍କୁ କ୍ଷତି...

କେଶ ଧୋଇବା ପୂର୍ବରୁ କ’ଣ କରିବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ  ମହିଳାଙ୍କ ସୌନ୍ଦର୍ଯ୍ୟ ବଢ଼ାଏ କେଶ। ସେଥିପାଇଁ କେଶ ପ୍ରତି ଅଧିକ ଗୁରୁତ୍ୱ ଦେବେ ନିହାତି ଦରକାର। ଫଳରେ କେଶ ସୁସ୍ଥ ଓ ସୁନ୍ଦର ରହିବ। କେଶକୁ ସୁସ୍ଥ ଓ ସୁନ୍ଦର ରଖିବା...

ମଧୁମେହ ଓ ହାଡ଼ ସଂକ୍ରମଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଧୁମେହ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତି ହାଡ଼ ସଂକ୍ରମଣ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଅଧିକ ଥାଏ। ଆସନ୍ତୁ ଜାଣିବା ସେ ବିଷୟରେ। ମଧୁମେହ ରୋଗ ଲୋକମାନଙ୍କର ଶରୀରରେ ହାଡ଼କୁ ଦୁର୍ବଳ କରିଦିଏ। ରୋଗୀମାନେ...

ଭାଇରାଲ୍ ଫିଭରର ଘରୋଇ ଉପଚାର

ଓଡ଼ିଶାଲାଇଭ୍ ବ୍ୟୁରୋ ଭାଇରାଲ୍‌ ଫିଭରର ଚିକିତ୍ସାର ଚାବିକାଠି ଆମ ରୋଷେଇ ଘରେ ଅଛି| ଭାଇରାଲ୍ ଫିଭର ବା ଭୁତାଣୁଜନିତ ସଂକ୍ରମଣ ଦ୍ରୁତ ଗତିରେ ସଂକ୍ରମିତ ହୋଇଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ପ୍ରଣାଳୀକୁ ଦୁର୍ବଳ କରିଦେଇଥାଏ। ଏହା ମଧ୍ୟ ବଡ଼ମାନଙ୍କଠାରୁ ପିଲାମାନଙ୍କୁ ଦ୍ରୁତ ଗତିରେ ବ୍ୟାପିଯାଏ। ଭାଇରାଲ୍ ଫିଭରରେ ଜ୍ୱର, ତଣ୍ଟି ତରଜ, କାଶ, ମୁଣ୍ଡ ବିନ୍ଧା ଏବଂ କ୍ଲାନ୍ତ ଲାଗିବା, ଆଖି ନାଲି ପଡ଼ିବା, ଆଣ୍ଠୁଗଣ୍ଠି ବିନ୍ଧିବା, ଦେହହାତ ବିନ୍ଧିବା, ବାନ୍ତି ହେବା ତଥା ଡାଇରିଆ, ଭୋକ ନ ଲାଗିବା ପରି ଲକ୍ଷଣ ଦେଖାଦେଇଥାଏ। ଆସନ୍ତୁ ଭାଇରାଲ୍ ଫିଭରର କେତେକ ଘରୋଇ ଉପଚାର ବିଷୟରେ ଜାଣିବା। ଆମେ ଘରେ ବ୍ୟବହାର କରୁଥିବା କେତେକ ସାଧାରଣ ଜିନିଷ ବ୍ୟବହାର କରି ଭାଇରାଲ୍ ଫିଭରର ପ୍ରଭାବକୁ କମ୍ କରିପାରିବା। ୧. ହଳଦୀ ଏବଂ ଅଦା ଛେଚା ଅଦାର ଆଣ୍ଟିଅକ୍ସିଡାଣ୍ଟ ଗୁଣ ଜ୍ୱର କମ୍‌ କରିବାରେ ସହାୟକ ହୋଇଥାଏ। ତେଣୁ ଗୋଟିଏ ଚାମଚ ହଳଦୀଗୁଣ୍ଡ ଓ ଗୋଟିଏ ଚାମଚ ଅଦା ଛେଚା ଗୋଟିଏ କପ୍‌ ପାଣିରେ ପକାନ୍ତୁ ଓ ସେଥିରେ ସାମାନ୍ୟ ମିଶିରି ପକାଇ ଫୁଟାନ୍ତୁ। ଏହା ଫୁଟି ଅଧା ହୋଇଯିବା ପରେ ଥଣ୍ଡା କରି ପିଅନ୍ତୁ। ୨. ତୁଳସୀ ତୁଳସୀ ପତ୍ରରେ ଜୀବାଣୁ ଓ ଭୂତାଣୁରୋଧୀ ଗୁଣ ରହିଥାଏ, ଯାହାକି ଶରୀର ଭିତରେ ଭୁତାଣୁକୁ ଧ୍ୱଂସ କରିଦିଏ। ଗୋଟିଏ ଚାମଚ ଲବଙ୍ଗ ଗୁଣ୍ଡ ଓ ୧୦ରୁ ୧୫ଟି ତୁଳସୀ ପତ୍ର ଗୋଟିଏ ଲିଟର ପାଣିରେ ପକାଇ ଫୁଟାନ୍ତୁ। ଏହା ମୂଳ ପରିମାଣର ଅଧା ହୋଇଯିବା ପରେ ଏହାକୁ ଥଣ୍ଡା କରି ପ୍ରତି ଘଣ୍ଟାରେ ଥରେ ଲେଖାଏଁ ପିଅନ୍ତୁ। ଆପଣଭାଇରାଲ୍ ଫିଭରରୁ ଶୀଘ୍ର ସୁସ୍ଥ ହୋଇଯିବେ। ୩. ଧନିଆ ଏହା ସ୍ୱାସ୍ଥ୍ୟକର ଉପାଦାନରେ ଭରପୂର। ତେଣୁ ଧନିଆ ଚା’ ଭାଇରାଲ୍ ଫିଭର ଦୂର କରିବାରେ ସାହାଯ୍ୟ କରିଥାଏ। କିଛି ଧନିଆ ପତ୍ର ଓ ଏକ ଚାମଚ ଧନିଆ ମଞ୍ଜି ପକାଇ ଏକ କପ୍‌ ପାଣି ଫୁଟାନ୍ତୁ। ଏହା ଅଧା ହେବା ପରେ ଛାଣି ନଖ ଉଷୁମ ଥିବା ଅବସ୍ଥାରେ ପିଅନ୍ତୁ। ୪. ମେଥି ପାଣି      ମେଥି ଆମ ସମସ୍ତଙ୍କ ରୋଷେଇ ଘରେ ରହିଥାଏ। କିଛି ମେଥି ଏକ କପ୍‌ ପାଣିରେ ରାତିସାରା ଭିଜାଇ ଦିଅନ୍ତୁ ଏବଂ ଏହାକୁ ସକାଳୁ ଛାଣି ପିଅନ୍ତୁ। ଆପଣ ଖୁବ୍‌ ଶୀଘ୍ର ଭାଇରାଲ୍ ଫିଭରରୁ ସୁସ୍ଥ ହୋଇଯିବେ। ୫. ଲେମ୍ବୁ ଏବଂ ମହୁ ଲେମ୍ବୁ ଓ ମହୁ ମଧ୍ୟ ଭାଇରାଲ୍ ଫିଭରର ପ୍ରଭାବ କମ୍ କରିଥାଏ। ଆପଣ ଲେମ୍ବୁ ରସ ଓ ମହୁକୁ ଉଷୁମ ପାଣିରେ ମିଶାଇ ମଧ୍ୟ ପିଇପାରିବେ। ୬. କାଞ୍ଜି ତୋରାଣି ଓ ଘୋଳଦହିରୁ ପ୍ରସ୍ତୁତ କାଞ୍ଜି ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଭାଇରାଲ୍ ଫିଭର ଉପଶମ କରିବାରେ ସହାୟକ ହୋଇଥାଏ। ୭. ଅଦା, ଘିଅ ଓ ଗୁଡ଼ ଅଧଚାମଚ...

ଲିପ୍‌ଷ୍ଟିକ୍ ଲଗାଉଛନ୍ତି କି? ହୋଇପାରେ ଏହି ସମସ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଲିପଷ୍ଟିକ ବିନା ମହିଳାଙ୍କ ମେକ୍ଅପ୍ ଅସମ୍ପୂର୍ଣ୍ଣ। ଅନ୍ୟ ମେକ୍ଅପ୍ ପ୍ରଡକ୍ଟ ଅପେକ୍ଷା ଲିପଷ୍ଟିକକୁ ସମସ୍ତେ ଅଧିକ ଗୁରୁତ୍ୱ ଦେଇଥାନ୍ତି। କିନ୍ତୁ ଜାଣିଛନ୍ତି ଏହି ଲିପଷ୍ଟକ୍ ଲଗାଇବା ଦ୍ଵାରା ଅନେକ ପ୍ରକାର ରୋଗର...

ଡାଇବେଟିସ୍‌ ଚିକିତ୍ସା ପାଇଁ ପ୍ରକୃତିର ୫ଟି ଉପହାର

ଓଡ଼ିଶାଲାଇଭ୍ ବ୍ୟୁରୋ  ଘି କୁଆଁରୀ, ଡାଲଚିନି, କଲରା, ମେଥି ଓ ଅଦାକୁ ଦୈନନ୍ଦିନ ଆହାରରେ ସାମିଲ୍ କରନ୍ତୁ ଓ ଡାଇବେଟିସ ନିୟନ୍ତ୍ରଣ କରନ୍ତୁ। ଡାଇବେଟିସର ଚିକିତ୍ସା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ, ନିର୍ଦ୍ଦିଷ୍ଟ ଆହାର ଅନୁସରଣ ଓ ନିୟମିତ ଔଷଧ ସେବନ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରକୃତି ମଧ୍ୟ କେତେକ ଚିକିତ୍ସା ଖଞ୍ଜି...