covid testing centers-2

କୋଭିଡ ଡର: ସ୍ଥିତି ଦେଖି ନିଷ୍ପତ୍ତି ନେବାକୁ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ କୋଭିଡ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଛି। ୫ଟି ଦେଶରେ କୋଭିଡ ମାମଲା ବୃଦ୍ଧି ପାଉଥିବାବେଳେ ଦିଲ୍ଲୀରେ ସଂକ୍ରମଣ ହାର ଅଧିକ ରହିଛି। ବର୍ତ୍ତମାନ ଓଡ଼ିଶାରେ କୋଭିଡ ସ୍ଥିତି ଚିନ୍ତାଜନକ ନଥିଲେ...

ଚିନ୍ତା ବଢ଼ାଉଛି କରୋନା: ୫ ରାଜ୍ୟରେ ବିଗୁଡୁଛି ସ୍ଥିତି

ଓଡ଼ିଶାଲାଇଭ୍ ବ୍ୟୁରୋ କିଛି ମାସ ବ୍ୟବଧାନ ପରେ ପୁଣି ଚିନ୍ତା ବଢ଼ାଇଲାଣି କରୋନା। ଦେଶରେ ଏବେ କୋଭିଡ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀରେ ସବୁଠାରୁ ଅଧିକ କୋଭିଡ ମାମଲା ଦେଖିବାକୁ...

ରାଜ୍ୟ ସରକାରଙ୍କ ବିଶେଷ ପୋଷଣ କାର୍ଯ୍ୟକ୍ରମ ‘ସୋପାନ’ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାକୁ ସଂପ୍ରସାରିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିଶୁ, କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମା’ଙ୍କ ପାଇଁ ବଳିଷ୍ଠ ପଦକ୍ଷେପ ଶ୍ରମଜୀବୀ ମହିଳାଙ୍କ ସାନ ସାନ ପିଲାଙ୍କ ଯତ୍ନ ସେବା ପାଇଁ ଆରମ୍ଭ ହେଲା ‘କଳିକା’ ହାଇସ୍କୁଲ...

ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀଠାରେ ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ମେଡିକାଲ କଲେଜ ଉଦ୍‌ଘାଟନ ପରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ...

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ‘ହେଲ୍‌ଥ ଇଜ ୱେଲଥ୍‌’ ଅର୍ଥାତ୍ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ କୁହାଯାଇଥାଏ। ଏହି ଉକ୍ତିଟି କେବଳ ମଣିଷଜଗତ ପାଇଁ ପ୍ରଯୁଜ୍ୟ ତାହା ନୁହେଁ ସମଗ୍ର ଜୀବଜଗତ...

ମାର୍ଚ୍ଚ ୨୮ରୁ ଖୋଲିବ ଅଙ୍ଗନବାଡି କେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଖୋଲିବ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି। ୩ରୁ ୬ ବର୍ଷର ଶିଶୁମାନଙ୍କ ପାଇଁ ସକାଳ...

ମାର୍ଚ୍ଚ ୩୧ରୁ ହଟିବ କୋଭିଡ ମହାମାରୀ ଆଇନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ବର୍ଷ ପରେ ଶେଷ ହେବାକୁ ଯାଉଛି କୋଭିଡକୁ ନେଇ ଲାଗୁ ହୋଇଥିବା ସମସ୍ତ କଟକଣା। ଆସନ୍ତା ମାର୍ଚ୍ଚ ୩୧ ତାରିଖଠାରୁ କୋଭିଡ ୧୯ର ସମସ୍ତ କଟକଣା ହଟାଇବାକୁ କେନ୍ଦ୍ର ସରକାର...

‘ଉଡ୍ର’ ତରଫରୁ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=mQZDnvmpnvo] 'ଉଡ୍ର' ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ଵାସ୍ଥ୍ୟ ଚିକିତ୍ସା ଶିବିର କରାଯାଇ ଅନାଥ ଏବଂ ଦିବ୍ୟାଙ୍ଗ ଶିଶୁମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଛି। ଟ୍ରଷ୍ଟର ଉପସଭାପତି ଡାକ୍ତର ସୂର୍ଯ୍ୟପ୍ରକାଶ ଏସ୍‌. ଚୌଧୁରୀଙ୍କ...

ନିର୍ଦ୍ଧାରିତ ସମୟରେ ଟିକାକରଣ: ସୁସ୍ଥ ଏବଂ ସୁରକ୍ଷିତ ହେବ ମା’ ଓ ଶିଶୁର ଜୀବନ

  ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=SPUjf93BywE] ବର୍ତ୍ତମାନ ସମୟରେ ଟିକାକରଣ ବେଶ୍ ଗୁରୁତ୍ଵପୂର୍ଣ୍ଣ। ଟିକାକରଣ ଦ୍ଵାରା ଜୀବନ ସୁସ୍ଥ ଏବଂ ସୁରକ୍ଷିତ ହୋଇପାରିବ। ନିର୍ଦ୍ଧାରିତ ସମୟରେ ଶିଶୁ ଓ ଗର୍ଭବତୀଙ୍କ ଟିକାକରଣ କରିବା ଦ୍ଵାରା କ’ଣ ସବୁ ଫାଇଦା...

ଆରମ୍ଭ ହେଲା ୧୨ରୁ ୧୪ ବର୍ଷର ପିଲାଙ୍କ ଟିକାକରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାର ସକାଳୁ ଆରମ୍ଭ ହୋଇଛି ୧୨ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ। ୨୦୧୦ ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ପିଲାଙ୍କୁ ଏହି କୋଭିଡ ଟିକା ଦିଆଯାଉଛି। ଜନ୍ମ...