କ୍ୟାନସର ଚିକିତ୍ସା ଲାଗି ନୂଆ ଜ୍ଞାନକୌଶଳ ବିକାଶ କରୁଥିବା ଓଡ଼ିଆ ଝିଅ ନୁସରତ୍ ସଂଘମିତ୍ରାଙ୍କ କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=vg2xtJ8KOsM] ଓଡ଼ିଆ ଘରର ଝିଅ ନୁସରତ୍‌ ସଂଘମିତ୍ରା। ବାଲେଶ୍ୱର ସୋରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ। ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା କରି ଆଜି ସେ ଯେଉଁ ନୂଆ ବାଟ ବାହାର କରିଛନ୍ତି,...

ଦୁଇ ବର୍ଷ ପରେ ସ୍କୁଲ ଦେଖିବେ ଛୋଟ ପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କୋଭିଡ ସଂକ୍ରମଣ ଜାରି ରହିଥିବାରୁ ଦୁଇ ବର୍ଷ ହେଲା କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିଥିଲା। ଫଳରେ ସ୍କୁଲ ବାରଣ୍ଡା ମାଡ଼ି ପାରିନଥିଲେ ଛୋଟ ପିଲା।...

୭ରୁ ଖୋଲିବ ରାଜ୍ୟର ସବୁ ସ୍କୁଲ ଓ କଲେଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୭ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜ ଖୋଲାଯିବ। ଅଷ୍ଟମରୁ ଊର୍ଦ୍ଧ୍ଵ ଶ୍ରେଣୀ, ସମସ୍ତ କଲେଜ, ବିଶ୍ଵ ବିଦ୍ୟାଳୟ ଏବଂ ଟ୍ରେନିଂ ସ୍କୁଲ ଆଦି ଖୋଲିବ। ବନ୍ଦ ରହିଥିବା...

କୋଭିଡ ପଜିଟିଭ ଥିବା ରୋଗୀଙ୍କର ହୋଇପାରିବ ଅପରେସନ

ଓଡ଼ିଶାଲାଇଭ୍ ବ୍ୟୁରୋ କୌଣସି ରୋଗୀ କୋଭିଡ ପଜିଟିଭ ହୋଇଥିଲେ ମଧ୍ୟ ଏବେ ତାଙ୍କର ଅପରେସନ କରାଯାଇପାରିବ। ଏମ୍ସ ପକ୍ଷରୁ କରାଯାଇଥିବା ନୂତନ ଗବେଷଣାରୁ ଏହା ଜଣାପଡ଼ିଛି। କୋଭିଡ ପଜିଟିଭ ଥିବା ରୋଗୀଙ୍କର ଅପରେସନ କରାଯାଇପାରିବ...

ବିନା ଛୁଞ୍ଚିରେ ନେଇ ହେବ କୋଭିଡ ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ ମୁକାବିଲା ପାଇଁ ବର୍ତ୍ତମାନ ସମୟରେ ଟିକାକୁ ଗୁରୁତ୍ଵ ଦିଆଯାଉଛି। ଟିକାକୁ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଉଥିବାରୁ ଅନେକ ଟିକା ନେବା ପାଇଁ ଭୟ କରୁଥିଲେ। ଏହି ଭୟ ଏବେ ଦୂର ହେବାକୁ...

ଦେଶରେ ୨ ଲକ୍ଷ ମୁହାଁ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା, ଦୈନିକ ମୃତ୍ୟୁ ସଂଖ୍ୟା ୧ ହଜାର ଟପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୭୨,୪୩୩ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିନକରେ ୧,୦୦୮ ଜଣ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ୨,୫୯,୧୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ...

କୋଭିଡ ଚିହ୍ନଟ କରିବ ଓଡ଼ିଶା କିଟ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ ଚିହ୍ନଟ କିଟ୍ ପ୍ରସ୍ତୁତ କରିବାରେ ଓଡ଼ିଶାକୁ ମିଳିଛି ବଡ଼ ସଫଳତା। ଓଡ଼ିଶାରେ ପ୍ରଥମ ଥର ପାଇଁ କୋଭିଡ ଟେଷ୍ଟିଂ କିଟ୍ ପ୍ରସ୍ତୁତ କରାଯାଇଛି।  ଓଡ଼ିଶାର ଆଞ୍ଚଳିକ ଆୟୁର୍ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ର(ଆରଏମଆରସି)...

୨୦୨୩ ସୁଦ୍ଧା ୧୫ ବର୍ଷ ହେଉଥିବା ପିଲା ନେବେ କୋଭିଡ ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୦୫ରୁ ୨୦୦୭ ମସିହା ମଧ୍ୟରେ ଜନ୍ମଗ୍ରହଣ କରିଥିବା ପିଲାମାନେ କୋଭିଡ ଟିକା ନେଇ ପାରିବେ। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେଉଁ ପିଲାମାନଙ୍କ ବୟସ ୧ ଜାନୁଆରି ୨୦୨୩ ସୁଦ୍ଧା ୧୫...

ରାଜ୍ୟରେ ୭ ହଜାର ଉପରେ କରୋନା ପଜିଟିଭ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୭୪୨୬ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୮୬୭ ଜଣ ୧୮ରୁ କମ୍ ବୟସର ରହିଛନ୍ତି। ସଂଗରୋଧ କେନ୍ଦ୍ରରୁ ୪୩୦୬ ଜଣ...

୬ ହଜାର ତଳକୁ ଖସିଲା ଦୈନିକ କୋଭିଡ ସଂକ୍ରମଣ ହାର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୫୮୯୧ ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୧୮ରୁ କମ୍ ବୟସର ୮୫୨ ଜଣ ରହିଛନ୍ତି। ସଂଗରୋଧ କେନ୍ଦ୍ରରୁ ୩୪୧୩ ଜଣ ଓ...