୨୪ ଘଣ୍ଟାରେ ରାଜ୍ୟରୁ ୩୬୭୯ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରେ ସଂକ୍ରମଣ ହଜାରେ ପାର୍

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ସଂକ୍ରମଣ ତିନି ହଜାର ପାର୍ ଖୋର୍ଦ୍ଧାରୁ ସର୍ବାଧିକ ୧୨୨୩ ପଜିଟିଭ୍ ଚିହ୍ନଟ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଲା ଓଡ଼ିଶାରେ କରୋନା ସଂକ୍ରମଣ ତୀବ୍ର ବେଗରେ...

ଆଜି ରାତି ୯ଟାରୁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ : ଟ୍ଵିନ ସିଟି କଟକ-ଭୁବନେଶ୍ଵରରେ ଯାଞ୍ଚ କଡ଼ାକଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ଼ କଟକଣା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ ଲାଇନ୍ ଅନୁସାରେ ଶୁକ୍ରବାର ରାତି ୯ଟା ଠାରୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ। ରାସ୍ତା କଡ଼ରେ...

ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ କରୋନା

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ କରୋନା ପଜିଟିଭ ହୋଇଛି। ଗୁରୁବାର ତାଙ୍କର କୋଭିଡ ପିଜିଟିଭ ରିପୋର୍ଟ ଆସିଥିଲା। ଶୁକବ୍ରାର ମନ୍ତ୍ରୀ ନବକିଶୋର ଦାସ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇନ୍ତି।...

ରାଜ୍ୟରେ ୨୭ ଶହ ଟପିଲା କରୋନା : ଖୋର୍ଦ୍ଧାରେ ସର୍ବାଧିକ ୯୨୬ ଓ ସୁନ୍ଦରଗଡ଼ରେ ୪୫୪ ପଜିଟିଭ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୨୭ ଶହ ୩ରେ ପହଞ୍ଚିଛି। ଏଥିରେ ୧୮ ବର୍ଷରୁ କମ୍ ୪୦୯ ଜଣ ରହିଛନ୍ତି। ସଂଘରୋଧ କେନ୍ଦ୍ରରୁ ୧,୫୭୯ ଓ ଲୋକାଲ...

ସପ୍ତାହକରେ ଖୋର୍ଦ୍ଧା ଜିଲ୍ଲାର କରୋନା ସଂକ୍ରମିତ ସଂଖ୍ୟା ୧୯୦୦ ପାର୍, କେବଳ ଭୁବନେଶ୍ଵରରୁ ୯୩୧ ଜଣ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ସଂକ୍ରମଣ ଚିନ୍ତା ବଢ଼ାଇଛି। ଗତ ୭ ଦିନ ମଧ୍ୟରେ ରାଜ୍ୟରୁ ମୋଟ୍ ୫ ହଜାର ୨୩୭...

ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପ୍ରଥମ ଓମିକ୍ରନ ମୃତ୍ୟୁ ମାମଲା ଗୁରୁବାର ସାମ୍ନାକୁ ଆସିଛି। ବଲାଙ୍ଗିର ଜିଲ୍ଲା ଆଗଲପୁର ଅଞ୍ଚଳର ଓମିକ୍ରନ ଆକ୍ରାନ୍ତ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା...

ନିଦ ହଜାଇଲା କରୋନା : ରାଜ୍ୟରେ ଦିନକରେ ୧୮ ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୮ ଶହ ୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮ରୁ କମ୍ ବର୍ଷର ୨୫୮ ଜଣ ରହିଛନ୍ତି। ସଂଘରୋଧ...

ଫେରିଲା କୋଭିଡ୍ କଟକଣା – ୭ ତାରିଖରୁ ସ୍କୁଲ, କଲେଜ ବନ୍ଦ, ରାତି ୯ରୁ ନାଇଟ କର୍ଫ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ୭ରୁ ଫେବ୍ରୁଆରି ପହିଲା ପର୍ଯ୍ୟନ୍ତ ଲାଗୁ ହେବ ଗାଇଡ ଲାଇନ କୋଭିଡର ତୃତୀୟ ଲହର ପ୍ରକ୍ରିୟା ଆରମ୍ଭ ଅଧା କର୍ମଚାରୀରେ ଚାଲିବ ସରକାରୀ କାର୍ଯ୍ୟାଳୟ ରାତି ୯ଟାରୁ ନାଇଟ...

ରାଜ୍ୟରେ ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦିନକୁ ଦିନ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ୨୪ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ...

କରୋନା ଚିହ୍ନଟ ପରେ ଭୁବନେଶ୍ଵରର ୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବୁଧବାର ଭୁବନେଶ୍ଵରର ୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଭୁବନେଶ୍ଵର ମହାନଗର ନିଗମ। ଏହି ଅଞ୍ଚଳଗୁଡ଼ିକ ହେଲା ଆଚାର୍ଯ୍ୟ ବିହାର ସାଇ ଟେମ୍ପୁଲ...