ନିୟମଗିରିରେ ହୋଇଛି ଗୋଷ୍ଠୀ ସଂକ୍ରମଣ! – ଥରକରେ ୪୬ ଜଣ ଡଙ୍ଗରିଆ କନ୍ଧ ହେଲେ କରୋନା ପଜିଟିଭ୍

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳରେ ରହୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ଲୋକଙ୍କୁ କରୋନା ମହାମାରୀ କବଳିତ କରିଛି। ଗୋଟିଏ ଥରରେ ଏହି ସମ୍ପ୍ରଦାୟର ୪୬...

ବିଶାଖାପାଟଣାରେ ନୌସେନା ଦ୍ୱାରା ‘ଅକ୍ସିଜେନ୍ ଅନ୍ ହ୍ଵିଲ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ):  କରୋନାର ଦ୍ୱିତୀୟ ଲହରୀରେ ଆନ୍ଧ୍ରପ୍ରଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି। ପଜିଟିଭ୍ କେସ୍ ବଢ଼ିବା ସହ ଆନ୍ଧ୍ରର ବିଭିନ୍ନ ହସ୍ପିଟାଲରେ ଏବେ ଅମ୍ଳଜାନର ଅଭାବ ଦେଖିବାକୁ ମିଳଛି।...

ସଂକ୍ରମଣ ସହ ରାଜ୍ୟରେ ବଢୁଛି ମୃତ୍ୟୁ ସଂଖ୍ୟା – ଆଜି ସର୍ବାଧିକ ୨୭ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା

ଓଡ଼ିଶାଲାଇଭ୍ ବ୍ୟୁରୋ ଦ୍ୱିତୀୟ ଲହରରେ କରୋନା ସଂକ୍ରମଣ ବଢ଼ିବା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ବି ବଢ଼ି ବଢ଼ି ଚାଲିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଗତ...

ଘରେ କରିପାରିବେ କୋଭିଡ୍ ପରୀକ୍ଷା – ‘କୋଭିସେଲ୍‌ଫ କିଟ୍‌’କୁ ଅନୁମୋଦନ କଲା ଆଇସିଏମଆର

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଘରେ ଥାଇ ଆପଣ କରିପାରିବେ ନିଜର କୋଭିଡ୍ ପରୀକ୍ଷା। ମାତ୍ର ୨ ମିନିଟରେ ହେବ ପରୀକ୍ଷା, ଆଉ ୧୫ ମିନିଟରେ ଆସିବ ଟେଷ୍ଟ ରିପୋର୍ଟ। ଦେଶରେ ଦ୍ରୁତ ଆଣ୍ଟିଜେନ୍ ଟେଷ୍ଟ...

ସ୍ତନ୍ୟପାନ କରାଉଥିବା ମହିଳା ନେଇପାରିବେ କୋଭିଡ୍ ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ତନ୍ୟପାନ କରାଉଥିବା ମହିଳା ନେଇପାରିବେ ଟିକା କରୋନାରୁ ସୁସ୍ଥ ହେବାର ୩ ମାସ ପରେ ନେଇପାରିବେ ଟିକା ଟିକା ନେବାର ୧୪ ଦିନ ପରେ କରିପାରିବେ ରକ୍ତଦାନ ରକ୍ତଦାନ ପୂର୍ବରୁ...

ହୋମ୍ ଆଇସୋଲେସନ୍‌ରେ ରହିଛନ୍ତି କି? କ’ଣ କରିବେ ଏବଂ କ’ଣ ନାହିଁ?

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନାରେ ସଂକ୍ରମଣ ହୋଇଥିଲେ ମଧ୍ୟ ଭୟବିତ ନ ହୋଇ ସଠିକ ଚିକିତ୍ସା ଏବଂ ସଚେତନ ରହିଲେ ଏଥିରୁ ସୁସ୍ଥ ହୋଇପାରିବା। ମଧ୍ୟମ ଓ ସାଧାରଣ ଲକ୍ଷଣ ଦେଖାଦେଉଥିବା ରୋଗୀମାନେ ସଙ୍ଗରୋଧରେ ରହି...

ସ୍ଵାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ କରୋନା ଟିକା – ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ସ୍ଵାସ୍ଥ୍ୟସେବା ଯୋଗାଉଥିବା ସ୍ଵାସ୍ଥ୍ୟକର୍ମୀଙ୍କ ପରିବାର ସଦସ୍ୟଙ୍କୁ ଦିଆଯିବ କରୋନା ଟିକା। ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ଵାସ୍ଥ୍ୟ...

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୧,୮୨୧ ଜଣ, ସୁନ୍ଦରଗଡ଼ରୁ ସର୍ବାଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ କରୋନା ମହାମାରୀର ଦୈନିକ ସଂକ୍ରମଣ ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା ବେଳେ ସୁସ୍ଥହାର ଏଥିରୁ ଆଶ୍ଵସ୍ଥି ଦେଉଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା...

ଘରୋଇ ଆମ୍ଵୁଲାନ୍ସ ଭଡ଼ା ପାଇଁ ଦର ନିର୍ଦ୍ଧାରଣ କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଭଳି ମହାମାରୀ ସମୟରେ ରୋଗୀ ସେବାରେ ନିୟୋଜିତ ଆମ୍ଵୁଲାନ୍ସଗୁଡ଼ିକ ଲୋକଙ୍କଠାରୁ ମନଇଚ୍ଛା ଭଡ଼ା ନେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଆମ୍ଵୁଲାନ୍ସଗୁଡ଼ିକ ପାଇଁ ଦର ନିର୍ଦ୍ଧାରଣ କରିଛନ୍ତି। ଉଭୟ ଘରୋଇ...

କୋଭିଡ୍ ହସ୍ପିଟାଲରେ ହେବ ୨୪ ଘଣ୍ଟିଆ ହେଲ୍ପ ଡେସ୍କ – ସିସିଟିଭି ଜରିଆରେ ରୋଗୀଙ୍କୁ ଦେଖିପାରିବେ ସମ୍ପର୍କୀୟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ସମସ୍ତ ଘରୋଇ, ସରକାରୀ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ଖୋଲାଯିବ। ସମସ୍ତ ସେଣ୍ଟରରେ ଏକ ସ୍ଵତନ୍ତ୍ର କନ୍ଫରେନ୍ସ ହଲ୍‌ର ବ୍ୟବସ୍ଥା କରାଯାଇ...