ନଭେମ୍ବର ୨୬ରେ ଲଞ୍ଚ୍ ହେବ Nokia 2.4 – ଜାଣନ୍ତୁ ଦାମ୍ ଓ ଫିଚର

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ଏଚ୍‌ଏମ୍‌ଡି ଗ୍ଲୋବାଲ୍ ଭାରତରେ Nokia 2.4 ଲଞ୍ଚ୍ କରିବାକୁ ଯାଉଛି। ଏନେଇ କମ୍ପାନିର ଅଫିସିଆଲ୍ ଟ୍ଵିଟର ଆକାଉଣ୍ଟରେ ଏକ ଟିଜର୍ ଜାରି ହୋଇଛି। ଆସନ୍ତା ନଭେମ୍ବର ୨୬...

ଦିଲ୍ଲୀକୁ ପୁଣି ଫେରିପାରେ ଲକଡାଉନ୍, କେନ୍ଦ୍ରକୁ ପ୍ରସ୍ତାବ ପଠାଇଲେ କେଜରିୱାଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀକୁ ପୁଣି ଫେରିପାରେ ଲକଡାଉନ୍। କରୋନା ସଂକ୍ରମଣ ବଢୁଥିବା ଦେଖି ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ ଚିଠି ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଦିଲ୍ଲୀରେ ଶୀତ ବଢ଼ିବା ସହିତ ଗତ...

ରାଜ୍ୟରେ ଆଜି ୬୪୪ ପଜିଟିଭ୍ ଚିହ୍ନଟ, ୧୭ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ମଙ୍ଗଳବାର ୩୦ ଜିଲ୍ଲାରୁ ୬୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୭୧ ଜଣ ଚିହ୍ନଟ ହୋଇଥିଲା...

କେଶ ସମସ୍ୟା ନେଇ ଚିନ୍ତିତ କି? ଲଗାନ୍ତୁ ସାଗୁ ଦାନା ହେୟାର ମାସ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ କେଶ ସମସ୍ୟାରୁ ମୁକ୍ତି ପାଇଁ ଲୋକମାନେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ହେୟାର ମାସ୍କ ବ୍ୟବହାର କରିଥାନ୍ତି। ତେବେ ଆପଣ ଚାହିଁଲେ ସାଗୁ ଦାନାରେ ମଧ୍ୟ ହେୟାର ମାସ୍କ ବନେଇପାରିବେ। ଏହି...

ଖ୍ରୀଷ୍ଟମାସ ପୂର୍ବରୁ ବ୍ରିଟେନକୁ ଆସିବ କରୋନା ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣ ବୃଦ୍ଧି ଭିତରେ ଆସିଛି ଖୁସି ଖବର। ଖ୍ରୀଷ୍ଟମାସ ପୂର୍ବରୁ ବ୍ରିଟେନରେ ଉପଲବ୍ଧ ହେବ ଫାଇଜର କମ୍ପାନି ଦ୍ୱାରା ପ୍ରସ୍ତୁତ କରୋନା ଟିକା। ଏନେଇ ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମାଟ୍ ହେନକାକ୍...

ସାମସଙ୍ଗ ଆଣୁଛି ଷ୍ଟ୍ରେଚେବଲ୍ ସ୍ମାର୍ଟଫୋନ୍ – ମିଳିବ ଦମ୍‌ଦାର୍ ଫିଚର

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ କୋରିଆର ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ସାମସଙ୍ଗ ଏକ ଷ୍ଟ୍ରେଚେବଲ୍ ଫୋନ୍ ଆଣିବାକୁ ଯାଉଛି। ଆସନ୍ତା ବର୍ଷ ଏହାକୁ ଲଞ୍ଚ୍ କରାଯିବ ବୋଲି ଅନୁମାନ କରାଯାଉଛି। ଏନେଇ କମ୍ପାନି ପକ୍ଷରୁ କୌଣସି...

ନବେରେ କରୋନାକୁ ହରାଇଲେ ବୃଦ୍ଧ ଦମ୍ପତି

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍‌ ହସ୍ପିଟାଲରେ ଚିକିତ୍ସିତ ହୋଇ କରୋନାରୁ ସୁସ୍ଥ ହୋଇଛନ୍ତି ୯୬ ଓ ୮୮ ବର୍ଷର ଦମ୍ପତି। ସୁସ୍ଥ ହୋଇଥିବା ଦମ୍ପତି ହେଲେ ୯୬ ବର୍ଷୀୟ ବୈଦ୍ୟନାଥ ପରିଡା ଓ ତାଙ୍କ ପତ୍ନୀ ୮୮...

ଭୋଡାଫୋନ୍ ଆଇଡିଆ(Vi)ର ଶସ୍ତା ପ୍ଲାନ୍ – ଦିନକୁ ମିଳୁଛି ୪ ଜିବି ଡାଟା ସହ ଅସୀମିତ କଲିଂ ସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୋଡାଫୋନ୍ ଆଇଡିଆ(Vi) ନିଜ ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନେକଗୁଡ଼ିଏ ପ୍ରିପେଡ୍ ଓ ପୋଷ୍ଟପେଡ୍ ପ୍ଲାନ୍ ପ୍ରଦାନ କରୁଛି। ସବୁଠୁ ଖାସ୍ କଥା ହେଉଛି ଅଧିକ ଡାଟା ବ୍ୟବହାର କରୁଥିବା ୟୁଜରମାନଙ୍କ...

ରାଜ୍ୟରୁ ଆଜି ୭୪୯ ପଜିଟିଭ୍ ଚିହ୍ନଟ, ପ୍ରାଣ ହରାଇଲେ ୧୬ ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକରେ ୭୪୯ ଆକ୍ରାନ୍ତ, ୧୬ ମୃତ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୦୯,୪୦୮କୁ ବୃଦ୍ଧି ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୫୪୩କୁ ବୃଦ୍ଧି ରାଜ୍ୟର ୨୯ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଆଜି...

ଦିଲ୍ଲୀରେ ସଙ୍ଗୀନ ହେଉଛି କରୋନା ସ୍ଥିତି – ଜରୁରୀ ବୈଠକ ଡାକିଲେ ଅମିତ ଶାହ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହ ରବିବାର ଅପରାହ୍ଣ ୫ଟାରେ ଏକ ଜରୁରୀ ବୈଠକ ଡାକିଛନ୍ତି। ଏହି ବୈଠକରେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ...