ପ୍ରବାସୀ ଓଡ଼ିଆଙ୍କ ପାଇଁ ଖୁସି ଖବର – ଆଜିଠୁ ପୁଣି ଓଡ଼ିଶା ଆସିବ ଟ୍ରେନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ପୁଣି ଟ୍ରେନ୍ ଯୋଗେ ଓଡ଼ିଶା ଫେରିବେ ପ୍ରବାସୀ ଓଡ଼ିଆ। ମହାରାଷ୍ଟ୍ର, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ପୁଣି...
VIMSAR

VIMSAR, ବୁର୍ଲା: ସ୍ୱାସ୍ଥ୍ୟକର୍ମୀଙ୍କ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ ସ୍ଥଗିତ, ଇ ମେଲ୍ ଦ୍ୱାରା କରିବେ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ (VIMSAR) ରେ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଷ୍ଟାଫ୍ ନର୍ସ ଏବଂ ଲାବୋରେଟାରୀ...

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧,୯୮୧କୁ ବୃଦ୍ଧି – ୨୪ ଘଣ୍ଟାରେ ୩,୩୨୦ ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ୧,୯୮୧ରେ ମୃତ୍ୟୁ ସଂଖ୍ୟା ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫୯,୬୬୨ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩,୩୨୦ ଜଣ...

ଗଞ୍ଜାମରେ ପୁଣି ୧୨ଜଣ ସୁରତ ଫେରନ୍ତା କରୋନା ପଜିଟିଭ୍, ୮୩ ଛୁଇଁଲା ଆକ୍ରାନ୍ତ ସଂଖ୍ୟା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଗଞ୍ଜାମ ଜିଲ୍ଲାରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଶନିବାର ୧୨ ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩...

ଓଡ଼ିଶାରେ ପୁଣି ୧୭ ଜଣ କରୋନା ପଜିଟିଭ୍ – ୧୬ ଜଣ ସୁରତ ଫେରନ୍ତା, ଜଣେ ରାଉରକେଲାର

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପୁଣି ଚିହ୍ନଟ ହେଲେ ୧୭ ଜଣ ନୂଆ କରୋନା ଆକ୍ରାନ୍ତ। ଏଥିସହ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୨୮୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର...

ଗଞ୍ଜାମ ପାଲଟିଲା ଓଡ଼ିଶାର ‘ସୁପର ହଟ୍‌ସ୍ପଟ୍’ – ସରକାରଙ୍କ ଚିନ୍ତା ବଢ଼ିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଗୋଟିଏ ଦିନରେ କେବଳ ଗଞ୍ଜାମରୁ ୪୩ ଆକ୍ରାନ୍ତ ଚିହ୍ନଟ। ଓଡ଼ିଶାର ଗଞ୍ଜାମ ଜିଲ୍ଲା ଏବେ ‘ସୁପର ହଟ୍‌ସ୍ପଟ୍‌’ ପାଲଟି ଯାଇଛି। ଏହି ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସରକାରଙ୍କ...

୨, ୧୨୮ କିଲୋମିଟରର ସାଇକେଲ ଯାତ୍ରା – ସୁରତରୁ ଆସିଲେ କେନ୍ଦ୍ରାପଡ଼ା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଜୀବନ ବଞ୍ଚାଇବା ପାଇଁ ସାଇକେଲରେ ୨ ହଜାର ୧୨୮ କିଲୋମିଟ ଯାତ୍ରା କରିଛନ୍ତି ଜଣେ ଶ୍ରମିକ। ସେ ସୁରଟରୁ ସାଇକେଲରେ ବାହାରି ଆସି କେନ୍ଦ୍ରାପଡ଼ା ନିଜ ଘରେ ପହଞ୍ଚିଛନ୍ତି। ଶ୍ରମିକ...

ଆଉ ୨୫ ଆକ୍ରାନ୍ତ ଚିହ୍ନଟ – ଗଞ୍ଜାମରୁ ୨୪, ଖୋର୍ଦ୍ଧା ୧

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରୁ ଆଉ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା...

ଓଡ଼ିଶାକୁ ଫେରି ପାରିବେ ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ – ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ। ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପ୍ରବାସୀ ଓଡ଼ିଆ ନିଜ ଭିଟାମାଟିକୁ ଫେରିବାରେ କୌଣସି ପ୍ରତିବନ୍ଧକ ନାହିଁ...

ଗଞ୍ଜାମ ଯିବେ ୩ ଆଇଏଏସ୍‌, ଜିଲ୍ଲା ପ୍ରଶାସନକୁ କରିବେ ସହଯୋଗ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାକୁ ସ୍ଵତନ୍ତ୍ର ଫୋକସ୍‌ ଦେଲେ ରାଜ୍ୟ ସରକାର। କରୋନା ମୁକାବିଲା ସହାୟତା ପାଇଁ ୩ ଆଇଏଏସ୍‌ଙ୍କୁ ଗଞ୍ଜାମ ପଠାଯାଇଛି। ଏମାନେ କରୋନା ମୁକାବିଲାରେ ଜିଲ୍ଲା...