କରୋନା ନେଲା ଆଉ ଏକ ଜୀବନ – ଭାରତରେ ମୃତ୍ୟୁ ସଂଖ୍ୟା ୭ଛୁଇଁଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭାରତରେ ଆଉ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ସୋମବାର ମହାରାଷ୍ଟ୍ରର କସ୍ତୁରବା ହସ୍ପିଟାଲରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକଙ୍କ ବୟସ ୬୮ବର୍ଷ। ଏହାସହିତ ଭାରତରେ...

ଭାରତରେ ୪୧୫ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଦିନକୁ ଦିନ ବ୍ୟାପିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୫କୁ ଛୁଇଁଲାଣି। ରବିବାର ଦିନ କରୋନା ସଂକ୍ରମଣ କାରଣରୁ ୨ ଜଣଙ୍କ ମୃତ୍ୟୁ...

ନୋଟ୍ ବ୍ୟବହାର ପରେ ହାତ ଧୋଇବାକୁ ପରାମର୍ଶ ଦେଲା ଭାରତୀୟ ବ୍ୟାଙ୍କ ଆସୋସିଏସନ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ   କରୋନା ସଂକ୍ରମଣ ରୋକିବା ପାଇଁ ଗାଇଡ୍‌ଲାଇନ୍ ଜାରି କରିଛି ଭାରତୀୟ ବ୍ୟାଙ୍କ ଆସୋସିଏସନ୍। କରେନ୍ସି ନୋଟ ବ୍ୟବହାର ପରେ ଅତିକମ୍‌ରେ ୨୦ସେକେଣ୍ଡ ପାଇଁ ହାତ ଧୋଇବାକୁ ପରାମର୍ଶ ଦେଇଛି ଭାରତୀୟ...

ଲକ୍‌ ଡାଉନ୍‌କୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମୁକାବିଲା ପାଇଁ ଦେଶର ବିିଭିନ୍ନ ରାଜ୍ୟର ସରକାରମାନେ ଲକଡାଉନ୍ ଘୋଷଣା କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟର ୫ ଜିଲ୍ଲା ଓ ୮ ସହରରେ ୮ ଦିନିଆ...

ସ୍ୱାସ୍ଥ୍ୟ କର୍ମୀ କରୋନାରେ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଥାଏ କି?

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ହଁ। ଯେହେତୁ ସେମାନେ ରୋଗୀମାନଙ୍କ ସହିତ ସିଧାସଳଖ ସଂପର୍କରେ ଆସନ୍ତି ତେଣୁ ସେମାନଙ୍କୁ କରୋନା ଭାଇରସ ଅଧିକ ସଂକ୍ରମଣର ଆଶଙ୍କା ଥାଏ। ତେଣୁ ଡାକ୍ତର, ନର୍ସ ବା ଅନ୍ୟ ସେବା...
corona-virus-test

ନବରଙ୍ଗପୁର ଓ ଉମରକୋଟରେ କରୋନା କଟକଣା – ଫ୍ୟାକ୍ଟ୍ରି ଓ ଗୋଦାମ ବନ୍ଦ ରଖିବାକୁ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ନବରଙ୍ଗପୁର ଓ ଉମରକୋଟ ପୌରାଞ୍ଚଳରେ ଜାରି ହେଲା କରୋନା କଟକଣା। ମାର୍ଚ୍ଚ ୨୯ତାରିଖ ଯାଏଁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଫ୍ୟାକ୍ଟ୍ରି ଓ ଗୋଦାମକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ...

କରୋନା ଆତଙ୍କ: ଇଟାଲିରେ ଦିନକରେ ୬୫୧ ଜଣଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନକୁ ଦିନ କରୋନା ତା’ର କାୟା ବିସ୍ତାର କରିଚାଲିଛି। କରୋନା ଭାଇରସରେ ଯୋଗୁଁ ରବିବାର ଇଟାଲିରେ ୬୫୧ ଜଣଙ୍କ ମୃତ୍ୟୁ ଘଟିଛି। ଶନିବାର ୭୯୩ ଜଣଙ୍କ ମୃତ୍ୟୁ ହୋଇଥିଲା। ସାରା ବିଶ୍ୱରେ ୧୮୮ଟି...
corona

କରୋନା ମହାମାରୀର ବିଭିନ୍ନ ପର୍ଯ୍ୟାୟ ବିଷୟରେ ଜାଣିବା ଜରୁରୀ

ଓଡ଼ିଶାଲାଇଭ୍‌ କୋରନା ବ୍ୟୁରୋ କରୋନା ଭାଇରସ ବିଶ୍ୱ ତମାମ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏହାର ବିଭିନ୍ନ ପର୍ଯ୍ୟାୟ ବିଷୟ ଜାଣିବା ଅତ୍ୟନ୍ତ ଜରୁରୀ ।ଯେ କୌଣସି ମହାମାରୀର ଚାରୋଟି ପର୍ଯ୍ୟାୟ ଥାଏ।...

ଅଟକିଗଲା କଟକ – ଜନତା କର୍ଫ୍ୟୁକୁ ସହରବାସୀଙ୍କ ଅଭୁତପୂର୍ବ ସମର୍ଥନ

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ ଛକ, ବଜାରରେ ପୋଲିସ୍‌ ବ୍ୟାରିକେଡିଂ। କଟକ: ‘କରୋନା ହାରିବ, ମଣିଷ ଜିତିବ’। ଏହି ଲକ୍ଷ୍ୟ ନେଇ ୧୪ ଘଣ୍ଟାର ଜନତା କର୍ଫ୍ୟୁ ଆହ୍ଵାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାକୁ ଚ୍ୟାଲେଞ୍ଜ...

ବ୍ରହ୍ମପୁର ଷ୍ଟେସନରେ ଅଟକି ରହିଥିବା ଯାତ୍ରୀଙ୍କୁ ସିଟି ବସ୍‌ରେ ପଠାଗଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଜନତା କର୍ଫ୍ୟୁ ଲାଗୁ ହେବା ପୂର୍ବରୁ ବ୍ରହ୍ମପୁର ରେଳ ଷ୍ଟେସନରେ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରୁ ଆସି ଅଟକି ରହିଥିଲେ ଶହଶହ ଯାତ୍ରୀ। ସେମାନଙ୍କୁ ଜିଲ୍ଲା ପ୍ରଶାସନ...