ବ୍ରହ୍ମପୁର ଆଇଟିଆଇ ଓ ଆଇଜର ଛାତ୍ରଛାତ୍ରୀ ତିଆରି କଲେ ସାନିଟାଇଜର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ଆତଙ୍କ ପରେ ବଜାରରେ ସାନିଟାଇଜର ଅଭାବ ଦେଖାଯାଇଛି। ଏହାମଧ୍ୟରେ ବ୍ରହ୍ମପୁରରେ ଆଇଟିଆଇ ଓ ଆଇଜର ଛାତ୍ରଛାତ୍ରୀମାନେ ସାନିଟାଇଜର ତିଆରି କରିଛନ୍ତି। ଏହି ଦୁଇ ଅନୁଷ୍ଠାନ ମିଳିତ...
କରୋନା ଲଢ଼େଇ – ଏକାଠି ହେଲା ସାରା ଦେଶ, ଓଡ଼ିଶା ଠପ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
‘ଜନତା କର୍ଫ୍ୟୁ’କୁ ଆଜି ସାରା ଦେଶରେ ଅଭୁତପୂର୍ବ ସମର୍ଥନ ମିଳିଛି। ଓଡ଼ିଶା ମଧ୍ୟ ଏଥିରେ ସାମିଲ ହୋଇଛି।
କରୋନା ଲଢ଼େଇରେ ସାମିଲ ହୋଇଛି ସାରା ଦେଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଜନତା...
କରୋନା ପାଇଁ ଗାଇଡ୍ଲାଇନ – ଲକ୍ଡାଉନ୍ ବେଳେ କେଉଁ ବିଭାଗର କର୍ମଚାରୀ ଯିବେ ଅଫିସ୍, କିଏ ଯିବେନି?
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ପାଇଁ ରାଜ୍ୟର କିଛି ଅଞ୍ଚଳକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାର୍ଚ୍ଚ ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରକୁ ଲକ୍ଡାଉନ୍...
୧୮୮ ଦେଶରେ କରୋନା, ୩ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦିନ ଯେତିକି ଗଡୁଛି ପରିସ୍ଥିତି ସେତିକି ବିଗୁଡୁଛି। କରୋନା ଭାଇରସ୍ ଦେଶରୁ ଦେଶକୁ ବ୍ୟାପୁଛି। ୧୮୮ ଦେଶରେ କରୋନା ପହଞ୍ଚିଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚି ସାମ୍ବାଦିକ...
ମୋଦୀଙ୍କ ଆହ୍ଵାନକୁ ସମର୍ଥନ – ବାଲକୁନିରେ ଛିଡ଼ା ହୋଇ ତାଳି ଓ ଘଣ୍ଟି ବଜାଇଲେ ଲୋକେ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ମୋଦୀଙ୍କ ଆହ୍ଵାନକୁ ସମର୍ଥନ କଲେ ଦେଶବାସୀ। ଜରୁରୀସେବାରେ ନିୟୋଜିତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜଣାଇଲେ ଲୋକେ। ବାଲକୁନି, ଛାତ ଉପରେ ଛିଡ଼ା ହୋଇ ତାଳି, ଘଣ୍ଟ ଓ ଶଙ୍ଖ ବଜାଇ...
‘ଲକ୍ଡାଉନ’ ବେଳେ ବନ୍ଦ ହେବନି ମାଲବାହୀ ଗାଡ଼ି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ୫ଟି ଜିଲ୍ଲା ଓ ୮ଟି ସହରରେ ‘ଲକ୍ଡାଉନ୍’ ଘୋଷଣା କରିଛନ୍ତି। ୨୯ ତାରିଖ ଯାଏଁ ଏହି କଟକଣା ଜାରି ରହିବ। ତେବେ ଲକ୍ଡାଉନ୍...
ଟୁଇଟ କରି ମନେ ପକାଇଲେ ମୋଦୀ – ‘ଜରୁରୀସେବା ପାଇଁ କାମ କରୁଥିବା ଲୋକଙ୍କୁ ଧନ୍ୟବାଦ ଦେବା’
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ଵାନରେ ଦେଶ ପାଳୁଛି ଜନତା କର୍ଫ୍ୟୁ। ଏହା ମଧ୍ୟରେ ଆଜି ସନ୍ଧ୍ୟା ୫ଟାରେ ଜରୁରୀ ସେବା ପାଇଁ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେବା ପାଇଁ ମନେ ପକାଇଛନ୍ତି...
ଗଞ୍ଜାମରେ ଜନତା କର୍ଫ୍ୟୁକୁ ସମର୍ଥନ – ବସ୍, ଟ୍ରେନ, ଦୋକାନ ବଜାର ବନ୍ଦ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ସମଗ୍ର ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପାଇଁ ଜନତା କର୍ଫ୍ୟୁ ଲାଗୁ ହୋଇଛି। ଏହାକୁ ସାଧାରଣ ଜନତାଙ୍କ ବିପୁଳ ସମର୍ଥନ ମିଳିଛି। ଏହା ପ୍ରଭାବରେ ଗଞ୍ଜାମରେ...
କରୋନା କଟକଣା – ମାର୍ଚ୍ଚ ୩୧ ଯାଏଁ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଗଡ଼ିବନି ବସ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ସତର୍କତା ପାଇଁ ବସ୍ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଆନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ରୋକ୍ ଲାଗିଛି। ଆଜିଠୁ ମାର୍ଚ୍ଚ ୩୧ ତାରିଖ ଯାଏଁ ଓଡ଼ିଶାରୁ ଅନ୍ୟ...
ଜନତା କର୍ଫ୍ୟୁ – ଜରୁରିକାଳୀନ କାମ ପାଇଁ କମିସନରେଟ୍ ପୋଲିସ ଦେଉଛି ପାସ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ମୁକାବିଲା ପାଇଁ ସାରା ଦେଶରେ ଆଜି ପାଳନ ହେଉଛି ‘ଜନତା କର୍ଫ୍ୟୁ’। ଏହାକୁ ସାଧାରଣ ଲୋକ ସମର୍ଥନ କରୁଛନ୍ତି। ସବୁଠି ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ...