୨ ତାରିଖ ପର୍ଯ୍ୟନ୍ତ ଜଳିବ ଓଡ଼ିଶା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ଗରମ ଓ ତାତିରେ ରାଜ୍ୟବାସୀ ଅସ୍ତବ୍ୟସ୍ତ। ଶନିବାର ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟର ୧୪ଟି ସହରରେ ପାରଦ ୪୦ଛୁଇଁଛି। ଟିଟିଲାଗଡ଼ରେ...

ଖରାଦିନେ ଖାଦ୍ୟ ପ୍ରତି ରହନ୍ତୁ ସଜାଗ, ନହେଲେ ହୋଇପାରେ ସମସ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଗରମ ଦିନରେ ଖାଦ୍ୟ ପାନୀୟକୁ ନେଇ ସାବଧାନ ରହିବା ଜରୁରୀ। ଅଧିକ ତାପମାତ୍ରା ଥିବାରୁ ଏହି ସମୟରେ ଖାଦ୍ୟ ମଧ୍ୟ ଶୀଘ୍ର ଖରାପ ହୋଇଯାଇଥାଏ। ସେଥିରୁ ବିଭିନ୍ନ ସମସ୍ୟା ହୋଇପାରେ। -ଗରମ ଦିନରେ...

ବିଳମ୍ବିତ ରାତିରେ ଭୋଜନ କରୁଛନ୍ତି କି? ହୋଇ ଯାଆନ୍ତୁ ସାବଧାନ!

ଓଡ଼ିଶାଲାଇଭ୍ ବ୍ୟୁରୋ ସମୟ ବଦଳିବା ସହିତ ଲୋକଙ୍କ ଜୀବନଶୈଳୀ ରେ ବି ପରିବର୍ତ୍ତନ ଦେଖାଯାଉଛିା ଆଧୁନିକ ଜୀବନଶୈଳୀକୁ ଆପଣେଇ ନେଇଥିବା ଲୋକ ଏବେ ବିଳମ୍ବିତ ରାତିରେ ଖାଇବା ଓ ଶୋଇବା ଅଭ୍ୟାସ କରିଦେଇଛନ୍ତିା ଅଧିକାଂଶ ଲୋକ...

ଆଗାମୀ ୩ ଦିନ ତାତିବ ଓଡ଼ିଶା, ୯ ଜିଲ୍ଲାକୁ ସତର୍କ ସୂଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଲାଣି। ଅସହ୍ୟ ଗୁଳୁଗୁଳିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଖରା ପ୍ରଭାବରେ ଦିନ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଲାଣି। ବିଶେଷ କରି ପଶ୍ଚିମ ଓଡ଼ିଶାରେ...

ମୋଟାପଣ କମାଇବା ଲାଗି ଖାଆନ୍ତୁ ଅମୃତଭଣ୍ଡା

ଓଡ଼ିଶାଲାଇଭ ବ୍ୟୁରୋ ଅମୃତଭଣ୍ଡାରେ ଖୁବ୍ କମ୍ ପରିମାଣର କ୍ୟାଲୋରୀ ରହିଥାଏ। ନିୟମିତ ଭାବେ ତାକୁ ଖାଇଲେ ମୋଟାପଣ କମିଥାଏ। ତେଣୁ ସକାଳ ଜଳଖିଆରେ ଫାଷ୍ଟଫୁଡ୍ ନଖାଇ ଅମୃତଭଣ୍ଡା ଖାଇବା ଅଭ୍ୟାସ କରନ୍ତୁ। -ଏଥିରେ ଥିବା ଆଣ୍ଟି...

ଭୁବନେଶ୍ୱର କେୟାର ହସ୍ପିଟାଲରେ ପେନ୍‌ଲେସ ନି ରିପ୍ଲେସମେଣ୍ଟ ସର୍ଜରି

ଓଡ଼ିଶାଲାଇଭ୍‌ ହେଲ୍‌ଥ ବ୍ୟୁରୋ [youtube https://www.youtube.com/watch?v=jWFDQ5MP9gg] ସାଧାରଣତଃ ନି ରିପ୍ଲେସମେଣ୍ଟ ସର୍ଜରି ବା ଆଣ୍ଠୁ ପ୍ରତ୍ୟାରୋପଣ ଏକ ଜଟିଳ ଚିକିତ୍ସା। କେତେକ କ୍ଷେତ୍ରରେ ଏହି ଚିକିତ୍ସାରେ ସଫଳତା ମଧ୍ୟ ମିଳିନଥାଏ। ତା’ ଛଡ଼ା ଚିକିତ୍ସା ପରେ...

୪୦ ଟପିଲା ୧୧ଟି ସହର ତାପମାତ୍ରା, ଟିଟିଲାଗଡ଼ ୪୪ ଡିଗ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାପମାତ୍ରା ୪୪ ଡିଗ୍ରୀ ଟପିବା ସହ ଟିଟିଲାଗଡ଼ ଏବେ ତତଲାଗଡ଼ରେ ପରିଣତ ହେଲାଣି। ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଲେଣି ରାଜ୍ୟବାସୀ। ଆଞ୍ଚଳିକ ପାଣିପାଗ...

ସୌନ୍ଦର୍ଯ୍ୟ ବଢ଼ାଏ ଖଜୁରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖଜୁରି ଖାଇବାକୁ ଯେତିକି ସ୍ଵାଦିଷ୍ଟ ହୋଇଥାଏ, ତା’ଠାରୁ ଅଧିକ ଫାଇଦା ଶରୀର ପାଇଁ ରହିଥାଏ। ଖଜୁରି ଆଇରନ୍, ମିନେରାଲ୍ସ, କ୍ୟାଲସିୟମ୍, ଫସଫରସ୍ ଓ ଭିଟାମିନ୍ ଭରପୁର ମାତ୍ରାରେ ରହିଥାଏ। ଯାହା ଶରୀରକୁ ସୁସ୍ଥ...

୯ଟି ଜିଲ୍ଲାରେ ବଢ଼ିବ ତାପମାତ୍ରା, ପାଣିପାଗ ବିଭାଗର ସତର୍କ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ତିନି ଦିନ ଯାଏଁ ରାଜ୍ୟର ୯ଟି ଜିଲ୍ଲାରେ ତାପମାତ୍ର ବଢ଼ିବ। ଏନେଇ ରାଜ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି। ପାଣିପାଗ ବିଭାଗ ରାଜ୍ୟର...

ଆସୁଛି ବାତ୍ୟା ଫାନି, ଓଡ଼ିଶାରେ ପଡ଼ିବନି ପ୍ରଭାବ

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହି ଲଘୁଚାପ ଡିପ୍ରେସନର ରୂପ ନେଇଛି। ଆଗାମୀ ୨୪ ଘଣ୍ଟାରେ ଏହା ଡିପ ଡିପ୍ରେସନର ରୂପ ନେବ। ଏବେ ଏହା ଚେନ୍ନାଇରୁ...