ହସ୍ପିଟାଲ୍‌ରୁ ମନମୋହନ ସିଂହଙ୍କ ଫଟୋ ଭାଇରାଲ – ନିନ୍ଦା କଲେ ଝିଅ ଦମନ ସିଂହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ ହୋଇ ଦିଲ୍ଲୀସ୍ଥିତ ଏମ୍‌ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହସ୍ପିଟାଲ ବେଡ୍‌ରୁ ମନମୋହନ ସିଂହଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ...

ଜଳ ସଙ୍କଟ – ୨୦୫୦ ବେଳକୁ ୫୦୦ କୋଟି ଲୋକଙ୍କୁ ମିଳିବନି ପିଇବା ପାଣି!

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱରେ ଦିନକୁ ଦିନ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ଆସନ୍ତା ୨୦୫୦ ମସିହା ସୁଦ୍ଧା ବିଶ୍ୱର ପ୍ରାୟ ୫୦୦ କୋଟି ଲୋକ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେ। ଜାତିସଂଘର...

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ – ଚାପରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଫର୍ମୁଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତିବର୍ଷ ଅକ୍ଟୋବର ୧୦ରେ ପାଳନ କରାଯାଏ ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’। ଅଧିକାଂଶ ଲୋକ ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ବର୍ତ୍ତମାନର ଜୀବନ ଶୈଳୀ, ସମ୍ପର୍କରେ ପାଠ, ବିଭିନ୍ନ ପ୍ରକାର...

ମେରିକମରୁ ମର୍ଦ୍ଦାନୀ – ବଲିଉଡ ଫିଲ୍ମରେ ମହିଳାଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ସ୍ଥାନ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ଏହି ନାରୀକୈନ୍ଦ୍ରିକ ସିନେମାଗୁଡ଼ିକ ଦର୍ଶକମାନଙ୍କ ମନ ଛୁଇଁବା ସହ ବକ୍ସଅଫିସରେ ସୁପରହିଟ୍‍ ମଧ୍ୟ ହୋ‍ଇଥିଲା ସମୟ ସହିତ ବଦଳିଛି ବଲିଉଡ ଫିଲ୍ମର ଟ୍ରେଣ୍ଡ। ପୂର୍ବରୁ ସିନେମାରେ ପୁରୁଷକୈନ୍ଦ୍ରିକ ଚଳଚ୍ଚିତ୍ର ଉପରେ...

ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅନୁମୋଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରାବିଶ୍ୱରେ ମ୍ୟାଲେରିଆକୁ ନେଇ ଚନ୍ତା ବଢ଼ୁଥିଲା ବେଳେ ଏହାକୁ ରୋକିବାକୁ ପ୍ରସ୍ତୁତ ହୋଇଛି ମ୍ୟାଲେରିଆ ଟିକା। ଆଫ୍ରିକୀୟ ଦେଶ ମାଲୱି ବିଶ୍ଵର ପ୍ରଥମ ଦେଶ ଭାବେ ଏହି ଟିକା ପ୍ରସ୍ତୁତ କରିଛି।...

ନୋବେଲ ପୁରସ୍କାର ୨୦୨୧ – ମେଡିସିନ କ୍ଷେତ୍ରରେ ଏହି ପୁରସ୍କାର ପାଇଲେ ଦୁଇ ଆମେରିକୀୟ ବିଜ୍ଞାନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମେଡିସିନ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୧ ବର୍ଷର ନୋବେଲ ପୁରସ୍କାର ପାଇଛନ୍ତି ୨ ଆମେରିକୀୟ ଭେଷଜ ବିଜ୍ଞାନୀ। ସେମାନେ ହେଲେ ଡେଭିଡ୍ ଜୁଲିଅସ୍ ଏବଂ ଆର୍ଡେମ ପାଟପୁସିଆନ।...

ଗଜପତିରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟରୋ ଗଜପତିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ ଜିଲ୍ଲାର ୯୦ ପ୍ରତିଶତ ଲୋକ ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ ସୁବିଧା ଗଜପତି ମୋ ପାଇଁ ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ...

ନୟାଗଡ଼ ଜିଲ୍ଲା ହସ୍ପିଟାଲ : ଚିକିତ୍ସାରେ ବିଳମ୍ବ ହେବାରୁ ଆଖି ବୁଜିଲେ ପ୍ରସୂତି ଓ ନବଜାତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଚିକିତ୍ସାରେ ବିଳମ୍ବ କାରଣରୁ ଜଣେ ପ୍ରସୂତି ଏବଂ ତାଙ୍କ ନବଜାତ ଶିଶୁର ମୃତ୍ୟୁ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ମହିଳାଙ୍କ ପରିବାର ଲୋକ। ଏହି ଘଟଣା ଏବେ...

ସ୍ମାର୍ଟସିଟି ରାଉରକେଲାରେ ମହିଳାଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ‘ସ୍ତନ୍ୟପାନ କକ୍ଷ’ ସ୍ଥାପନ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ସ୍ମାର୍ଟସିଟି ରାଉରକେଲାର ସର୍ବସାଧାରଣ ସ୍ଥାନମାନଙ୍କରେ ସ୍ୱତନ୍ତ୍ର ‘ସ୍ତନ୍ୟପାନ କକ୍ଷ’(ଫିଡିଙ୍ଗ୍ ରୁମ୍) ସ୍ଥାପନ କରାଯାଇଛି। ସ୍ତନ୍ୟପାନ କରୁଥିବା ଶିଶୁଙ୍କୁ ନେଇ ବିଭିନ୍ନ କାମରେ ବାହାରକୁ ଆସୁଥିବା ମା’ମାନଙ୍କ...
national digital health mission benefits

ଆୟୁଷ୍ମାନ ଭାରତ ଡିଜିଟାଲ ହେଲଥ କାର୍ଡରେ ରହିବ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ବିବରଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏବେ ଏହାର ଡିଜିଟାଲ ମିଶନକୁ ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...