ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ, ଆଜି ଆଗତ ହେବ ଅତିରିକ୍ତ ବଜେଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭାରେ ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ। ଶୁକ୍ରବାର ଅଧିବେଶନର ପ୍ରଥମ ଦିନରେ ରାଜ୍ୟର ଦିବଙ୍ଗତ ନେତା ଓ ପୋଲିସ ଅଧିକାରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ...

ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରମିଳା ମଲ୍ଲିକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରମିଳା ମଲ୍ଲିକ। ଶୁକ୍ରବାର ସେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଥିଲେ। ଏନେଇ ବିଧାନସଭାରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା। ଏହାପରେ...

ରାଜ୍ୟସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳା ସଂରକ୍ଷଣ ବିଲ୍‌ ରାଜ୍ୟସଭାରେ ପାରିତ ୨୧୫ ସାଂସଦଙ୍କ ସମର୍ଥନ ସହ ସର୍ବସମ୍ମତିରେ ବିଲ୍ ପାସ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନ ପରିଣତ ହେବ ବିଲ୍ ମହିଳା ସଂରକ୍ଷଣ ବିଲ୍‌ ବା...

ଦିଲ୍ଲୀ ପୋଲିସରେ ୭,୫୪୭ଟି କନଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ସେପ୍ଟେମ୍ବର ୩୦ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଗୃହ ବିଭାଗ ଅଧିନସ୍ଥ ଦିଲ୍ଲୀ ପୋଲିସରେ ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଦିଲ୍ଲୀ ପୋଲିସ ବିଭିନ୍ନ ବିଭାଗରେ ଖାଲିଥିବା ୭,୫୪୭ଟି କନଷ୍ଟେବଳ ପଦବୀ ପୂରଣ...

ଆସନ୍ତାକାଲିଠାରୁ ମୌସୁମୀ ଅଧିବେଶନ: ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବ ଓଡ଼ିଶା ବିଧାନସଭା

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ୨୨ ତାରିଖ, ଶୁକ୍ରବାର ଦିନଠାରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ...

ମୟୂରଭଞ୍ଜ: ବିଶିଷ୍ଟ ଫଟୋଗ୍ରାଫର ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିଙ୍କୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ଫଟୋଗ୍ରାଫର ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିଙ୍କୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଗୁରୁବାର ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିଙ୍କୁ ତାଙ୍କ ଶହେତମ ଜନ୍ମ...

ମହିଳା ସଂରକ୍ଷଣ ବିଲ୍: ୨୭ ବର୍ଷର ଅପେକ୍ଷା ହେବ ପୂରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୭ ବର୍ଷର ତର୍କ ବିତର୍କର ଅନ୍ତ ପରେ ଭାରତରେ ଆସୁଛି ମହିଳା ସଂରକ୍ଷଣ ବିଲ୍।  ଭାରତରେ ୨୭ ବର୍ଷର ଅପେକ୍ଷା ପରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବାର ବାଟ ଫଟିଛି। ଏହା...

ପୁଣି ଖୋଲିଲା ହୀରାକୁଦର ୬ଟି ଗେଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଉପରମୁଣ୍ଡରେ ବର୍ଷା ହେଉଥିବାରୁ ବଢ଼ିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଫଳରେ ଗୁରୁବାର ଦିନ ୬ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ପୂର୍ବରୁ ଜଳ ନିଷ୍କାସନ ପାଇଁ ଖୋଲାଥିବା ସମସ୍ତ ଗେଟକୁ...

ପ୍ରମିଳା ମଲ୍ଲିକ ହେବେ ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରମିଳା ମଲ୍ଲିକ ହେବେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି। ଓଡ଼ିଶା ବିଧାନସଭା ଇତିହାସରେ ଏହା ପ୍ରଥମ ଘଟଣା। ପୂର୍ବରୁ କୌଣସି ମହିଳା ବିଧାୟକ ବାଚସ୍ପତି ପଦ ଅଳଙ୍କୃତ କରିନଥିଲେ। ଓଡ଼ିଶା ବିଧାନସଭାର...

କୁଲି ସାଜିଲେ, ଯାତ୍ରୀଙ୍କ ବ୍ୟାଗ ବୋହିଲେ ରାହୁଲ ଗାନ୍ଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ କୁଲି ଅବତାର, କୁଲିଙ୍କ ଡ୍ରେସ ପିନ୍ଧିଲେ ଯାତ୍ରୀଙ୍କ ବ୍ୟାଗ ଉଠାଇଲେ ରେଳ ଷ୍ଟେସନରେ କୁଲି ଲୁକରେ ନଜର ‍ଆସିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଦିଲ୍ଲୀସ୍ଥିତ ‍ଆନନ୍ଦ...