National

ନ୍ୟୁଜ୍‌ ଅପ୍‌ଡେଟ୍‌ @11 AM (ଅଗଷ୍ଟ ୨୬, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର। ସୁପ୍ରିମ୍‌କୋର୍ଟରେ ହେବ ପି ଚିଦାମ୍ବରମ୍‌ଙ୍କ ଜାମିନ ଆବେଦନର ଶୁଣାଣି ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ...

ମାଓ ମୁକାବିଲା ପାଇଁ ଦିଲ୍ଲୀରେ ବୈଠକ – ଯୋଗ ଦେବେ ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଓ ମୁକାବିଲା ନେଇ ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଗୃହମନ୍ତ୍ରୀ ଅମିତ ଶାହ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ଏଥିରେ ମାଓ ପ୍ରଭାବିତ ୧୦ ରାଜ୍ୟର ସୁରକ୍ଷା ତଥା ବିକାଶ...

ସୁପ୍ରିମ୍‌କୋର୍ଟରେ ହେବ ପି ଚିଦାମ୍ବରମ୍‌ଙ୍କ ଜାମିନ ଆବେଦନର ଶୁଣାଣି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମ୍‌ଙ୍କ ଜାମିନ ଆବେଦନ ଉପରେ ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି ହେବ। ଏହାସହ ଆଜି ଚିଦାମ୍ବରମଙ୍କ...

ସେପ୍ଟେମ୍ବର ୨୩ରେ ୪ ରାଜ୍ୟରେ ବିଧାନସଭା ଉପ-ନିର୍ବାଚନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଭିନ୍ନ ରାଜ୍ୟର ବିଧାନସଭାରେ ଖାଲିଥିବା ଆସନ ପାଇଁ ଆସନ୍ତା ମାସ ୨୩ ତାରିଖରେ ନିର୍ବାଚନ ଅନୁଷ୍ଠିତ  ହେବ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି ଉତ୍ତର ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ...

୪୫ ବର୍ଷରେ ବି ମଲାଇକା ଫିଟ୍: ଜାଣନ୍ତୁ ଏହା ପଛର ସିକ୍ରେଟ୍

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ   ବଲିଉଡର ମୁନ୍ନି ମଲାଇକା ଆରୋରା ଖାନ୍ ଯଦିଓ ବର୍ତ୍ତମାନ ଫିଲ୍ମଠାରୁ ଦୂରେଇ ଅଛନ୍ତି ତଥାପି ଫିଟନେସ୍ ପାଇଁ ସେ ସର୍ବଦା ଚର୍ଚ୍ଚାରେ ଥାଆନ୍ତି। ୪୫ବର୍ଷ ବୟସରେ ମଲାଇକା ଆରୋରା ଖାନ୍ ଆଜି...

ନ୍ୟୁଜ୍‌ ଅପ୍‌ଡେଟ୍‌ @7 PM (ଅଗଷ୍ଟ ୨୫, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର। ଇତିହାସ ରଚିଲେ ସିନ୍ଧୁ – ଜିତିଲେ ବିଶ୍ଵ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନସିପ୍‌ ଟାଇଟଲ ଭାରତୀୟ ବ୍ୟାଡମିଣ୍ଟନ ତାରକା...

ସେପ୍ଟେମ୍ବର ୨୩ରେ ହେବ ୪ଟି ରାଜ୍ୟରେ ବିଧାନସଭା ଉପନିର୍ବାଚନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୪ଟି ରାଜ୍ୟର ୪ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଆସନ୍ତା ସେପ୍ଟେମ୍ବର ୨୩ ତାରିଖରେ ହେବ ଉପ ନିର୍ବାଚନ। ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି...

ପଞ୍ଚଭୂତରେ ଲୀନ ହେଲା ଅରୁଣ ଜେଟଲୀଙ୍କ ପାର୍ଥିବ ଶରୀର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଞ୍ଚଭୂତରେ ଲୀନ ହେଲା ଅରୁଣ ଜେଟଲୀଙ୍କ ପାର୍ଥିବଶରୀର। ଦିଲ୍ଲୀ ଯମୁନା ନଦୀ କୂଳରେ ଅବସ୍ଥିତ ନିଗମବୋଧ ଘାଟରେ ଜେଟଲୀଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଅରୁଣଙ୍କୁ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଯାଇଛି...

କ୍ରିକେଟର ଶ୍ରୀସାନ୍ଥଙ୍କ ଘରେ ଅଗ୍ନିକାଣ୍ଡ

ଓଡ଼ିଶାଲାଇଭ ବ୍ୟୁରୋ ଟିମ୍‌ ଇଣ୍ଡିଆର ପୂର୍ବତନ ପେସ ବୋଲର ଏସ ଶ୍ରୀସାନ୍ଥଙ୍କ କୋଚିସ୍ଥିତ ବାସଭବନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ବେଳେ ଶ୍ରୀସାନ୍ଥ ଘରେ ନଥିଲେ। ତେବେ ଘରେ ତାଙ୍କ ପତ୍ନୀ ଓ ପିଲାଛୁଆ...

‘ମନ୍ କି ବାତ୍’ରେ ମୋଦୀଙ୍କ ଆହ୍ୱାନ – ଗାନ୍ଧୀଙ୍କ ନୀତି ଆଦର୍ଶକୁ ଗ୍ରହଣ କର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜ ରେଡିଓ କାର୍ଯ୍ୟକ୍ରମ 'ମନ୍‌ କି ବାତ୍‌'ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଆଜିର ମନ୍‌ କି ବାତ୍‌ରେ ମୋଦୀ ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ନିଜ ଜୀବନରେ...