National

କାରଗିଲ ବିଜୟ ଦିବସରେ ପରଦାକୁ ପୁଣି ଆସିବ ‘ଉରୀ’ ଦ ସର୍ଜିକାଲ ଷ୍ଟ୍ରାଇକ

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୧୧ ଜାନୁଆରି, ୨୦୧୯ରେ ରିଲିଜ ହୋଇଥିଲା ବିକି କୌଶଳଙ୍କ ଅଭିନୀତ ଫିଲ୍ମ ଉରୀ ଦ ସର୍ଜିକାଲ ଷ୍ଟ୍ରାଇକ। ଏବେ ଏହି ଫିଲ୍ମକୁ ନେଇ ଆଉ ଏକ ଖବର ଆସୁଛି। ଏହି...

ଏମିତି ଥିଲା କାରଗିଲ ହିରୋ କ୍ୟାପଟେନ ବିଜୟନ୍ତ ଥାପରଙ୍କ ଲୋମଟାଙ୍କୁରା କାହାଣୀ

ଓଡ଼ିଶାଲାଇଭ ବ୍ୟୁରୋ କାରଗିଲର କାହାଣୀ ସାହାସ ଓ ବଳିଦାନର କାହାଣୀ। ଏହି କାହାଣୀ ଆମକୁ ମନେ ପକାଇଥାଏ କେମିତି ଆମ ବୀର ଯବାନମାନେ ତାଙ୍କ ଜୀବନକୁ ବାଜି ଲଗାଇ ଦେଶର ରକ୍ଷା କରିଥିଲେ। ଯେତେବେଳେ କାରଗିଲରେ...

ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଅସୁସ୍ଥ – ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛତିଶଗଡ଼ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରମଣ ସିଂହ ଅସୁସ୍ଥ ହୋଇପଡ଼ିଛନ୍ତି। ମଙ୍ଗଳବାର ରାତିରେ ରମଣ ସିଂହଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଗୁରୁଗ୍ରାମସ୍ଥିତ...

ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ ହରିଚନ୍ଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେଲେ ବରିଷ୍ଠ ନେତା ବିଶ୍ଵଭୂଷଣ ହରିଚନ୍ଦନ। ବୁଧବାର ୧୧.୩୦ରେ ଆନ୍ଧ୍ରପ୍ରଦେଶସ୍ଥିତ ରାଜଭବନରେ ସେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇ...

ପୁଣି ଲଗାଣ ବର୍ଷାରେ ଉବୁଟୁବୁ ମାୟାନଗରୀ ମୁମ୍ବାଇ

ଓଡ଼ିଶାଲାଇଭ ବ୍ୟୁରୋ ମାୟାନଗରୀ ମୁମ୍ବାଇରେ ପୁଣି ଲଗାଣ ବର୍ଷା ହୋଇଛି। ଫଳରେ ବେହାଲ ମୁମ୍ବାଇ। ପ୍ରବଳ ବର୍ଷା କାରଣରୁ ହିନ୍ଦମାତା, ସାୟନ, ଗାନ୍ଧି ମାର୍କେଟ ଆଦି ଅଞ୍ଚଳ ଜଳମଗ୍ନ ହୋଇଛି। ବିଭିନ୍ନ ଅଞ୍ଚଳରେ ରାସ୍ତାରେ...

‘କାରଗିଲକୁ ପୂରିବ କୋଡ଼ିଏ ବର୍ଷ, ସେନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଓଡ଼ିଶାଲାଇଭ ବ୍ୟୁରୋ ଆଉ ଦିନକ ପରେ ଦେଶ ପାଳିବ 'କାରଗିଲ ବିଜୟ ଦିବସ'। ଏଥିଲାଗି ଦିଲ୍ଲୀ ଓ ଜମ୍ମୁ କଶ୍ମୀରରେ ସେନାପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସେପଟେ ବୀର ଯବାନଙ୍କ ବଳୀଦାନ ମନେ...

ଅଗଷ୍ଟ ୩୧କୁ ଘୁଞ୍ଚିଲା ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆୟକରଦାତାଙ୍କ ପାଇଁ ଖୁସି ଖବର। ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଏକ ମାସ ବୃଦ୍ଧି ପାଇଲା। ଯଦି ଆପଣ ଆୟକର ରିଟର୍ଣ୍ଣ ଦାଖଲ କରିନାହାନ୍ତି, ତେବେ ଜଲ୍‌ଦି କରି ନିଅନ୍ତୁ।...

ଏନସିସି କ୍ୟାଡେଟ୍‌ଙ୍କ ପାଇଁ ବଢ଼ିଲା ଅର୍ଥ ରାଶି ଓ ପୁରସ୍କାର ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) କ୍ୟାଡେଟମାନଙ୍କୁ ପ୍ରଦାନ କରାଯାଉଥିବା ପୁରସ୍କାର ସଂଖ୍ୟା ଏବଂ ଆର୍ଥିକ ପ୍ରୋତ୍ସାହନ ରାଶିରେ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।...

ମାଟ୍ରିକ ପାସ୍ ପିଲାଙ୍କ ପାଇଁ ଭାରତୀୟ ନୌସେନାରେ ନାବିକ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ନୌସେନାରେ ଭର୍ତ୍ତି ହେବାକୁ ମାଟ୍ରିକ ପାସ ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ନୌସେନା ପକ୍ଷରୁ ନାବିକ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ନାବିକ ନିଯୁକ୍ତି ପାଇଁ...

କର୍ଣ୍ଣାଟକ ନାଟକ ଶେଷ – ଭାଙ୍ଗିଲା କୁମାରସ୍ୱାମୀ ସରକାର

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଶେଷ ହେଲା କର୍ଣ୍ଣାଟକ ନାଟକ। ଭାଙ୍ଗିଲା ଏଚ୍‌ ଡି କୁମାରସ୍ୱାମୀଙ୍କ ସରକାର। ଆଉ କିଛି ସମୟରେ କୁମାରସ୍ୱାମୀ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। କୁମାରସ୍ୱାମୀଙ୍କ ସରକାର ସଂଖ୍ୟାଲଘୁରେ...