National

ଷଷ୍ଠ ଭାରତୀୟ ଭାବେ ହଲ୍ ଅଫ ଫେମରେ ସାମିଲ ହେଲେ ସଚିନ

ଓଡ଼ିଶାଲାଇଭ ବ୍ୟୁରୋ ଆଇସିସି ହଲ ଅଫ ଫେମରେ ସାମିଲ ହେଲେ ଭାରତୀୟ କିମ୍ଵଦନ୍ତୀ ସଚିନ ତେନ୍ଦୁଲକର। ତାଙ୍କ ସହ ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ଏଲନ ଡୋନାଲ୍ଡଙ୍କୁ ମଧ୍ୟ ସାମିଲ କରାଯାଇଛି। ଏହି ସମ୍ମାନ...

ୟୁପି ପୋଲିସ ଅଟକାଇବାରୁ ଧାରଣାରେ ବସିଲେ ପ୍ରିୟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ପ୍ରଦେଶର ସୋନଭଦ୍ର ହତ୍ୟାକାଣ୍ଡରେ ପୀଡ଼ିତଙ୍କ ପରିବାରକୁ ଦେଖିବାକୁ ଯାଉଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ଅଟକାଇଲା ୟୁପି ପୋଲିସ। ତାଙ୍କୁ ଉତ୍ତରପ୍ରଦେଶ ନାରାୟଣପୁର ପୋଲିସ୍ ଷ୍ଟେସନ ନିକଟରେ ଅଟକାଇଲା...

ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍ – ସେମି ଫାଇନାଲରେ ଭାରତ ମହିଳା ଓ ପୁରୁଷ ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ଚମତ୍କାର ପ୍ରଦର୍ଶନ ସହାୟତାରେ ଭାରତୀୟ ମହିଳା ଟିମ୍ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନ୍‌ସିପ୍‌ରେ ସେମିଫାଇନାଲରେ ପ୍ରବେଶ କରିଛି। ସୁପର ୮ ମ୍ୟାଚଗୁଡିକରେ ଦଳର ପ୍ରଦର୍ଶନ ଜବରଦସ୍ତ ରହିଥିଲା। ଭାରତ ମହିଳା...

ଟିକ୍‌ଟକ୍‌ରେ ବିବାଦୀୟ ଭିଡିଓ ପୋଷ୍ଟ କରି ଗିରଫ୍‌ ହେଲେ ଅଭିନେତା ଏଜାଜ ଖାନ

ଓଡ଼ିଶାଲାଇଭ୍ ବ୍ୟୁରୋ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତା ଏଜାଜ ଖାନଙ୍କୁ ମୁମ୍ବାଇ ସାଇବର ପୋଲିସ୍ ଗୁରୁବାର ଗିରଫ କରିଛି। ସୋସିଆଲ ମିଡିଆ ଭିଡିଓ ଆପ୍‌ ଟିକ୍‌ଟକ୍‌ରେ ବିବାଦୀୟ ଭିଡିଓ ପୋଷ୍ଟ କରି...

ଓଡ଼ିଆ ଆଇଆର୍‌ଟିଏସ୍ ଅଫିସର ପୂର୍ଣ୍ଣେନ୍ଦୁ ମିଶ୍ର ହେଲେ ରେଳ ବୋର୍ଡ ଟ୍ରାଫିକ ସଦସ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ରେଳ ଟ୍ରାଫିକ ସେବା (ଆଇଆର୍‌ଟିଏସ୍) ଅଧିକାରୀ ତଥା ଓଡ଼ିଆ ପୁଅ ପୂର୍ଣ୍ଣେନ୍ଦୁ ଶେଖର ମିଶ୍ର ହେଲେ ରେଳ ବୋର୍ଡ ସଦସ୍ୟ ଟ୍ରାଫିକ (ଏମଟି) ଏବଂ ସରକାରଙ୍କ ପଦାସୀନ ସଚିବ। ଗୁରୁବାର...

କର୍ଣ୍ଣାଟକ ଡ୍ରାମାରେ ଟୁଇଷ୍ଟ – ହୋଇ ପାରିଲାନି ଆସ୍ଥା ଭୋଟ, ବିଧାନସଭା ମୁଲତବି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ କର୍ଣ୍ଣାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। କର୍ଣ୍ଣାଟକ ବିଧାନସଭାରେ ଆଜି ଆସ୍ଥା ଭୋଟ କରିବାକୁ ସୁପ୍ରିମକୋର୍ଟ ଏବଂ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନି। ବାଚସ୍ପତି ଶୁକ୍ରବାର...

୯୬ ବର୍ଷ ବୟସରେ ଚତୁର୍ଥ ଶ୍ରେଣୀ ପାସ କଲେ କେରଳର ଆମ୍ମା

ଓଡ଼ିଶାଲାଇଭ ବ୍ୟୁରୋ କଥାରେ ଅଛି ପାଠ ପଢ଼ିବାର କୌଣସି ବୟସ ନଥାଏ। ଏକଥାକୁ ସତ କରି ଦେଖାଇଛନ୍ତି କେରଳ ଆଲାପୁଝାର ନିବାସୀ କାର୍ତ୍ତିୟାନି ଆମ୍ମା। ବୟସ ୯୬ ହେଲେ ପାଠ ପଢ଼ିବାରେ ଆଗ୍ରହ ଅନେକ।...

ଗିରଫ ହେଲା ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ୍‌ ଇବ୍ରାହିମର ପୁତୁରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ପୁତୁରା ରିଜୱାନ୍ କସ୍କରକୁ ବୁଧବାର ମୁମ୍ବାଇ ପୋଲିସ୍‌ ଗିରଫ କରିଛି। ଏକ୍ସଟର୍ସନ ବା ଦାଦା ବଟି ଆଦାୟ କରୁଥିବା ଅଭିଯୋଗରେ ମୁମ୍ବାଇ ପୋଲିସ୍‌ର ଆଣ୍ଟି...

ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସାହିଦ ଅବାସୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁର୍ନୀତି ଅଭିଯୋଗରେ ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସାହିଦ ଖାକନ୍‌ ଅବାସୀ। ବୁଧବାର ଲାହୋରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବାକୁ ଯାଉଥିବା ବେଳେ ନ୍ୟାସନାଲ ଆକାଉଣ୍ଟବିଲିଟି ବ୍ୟୁରୋ(ଏନ୍‌ବିଏ) ସାହିଦ...

ମାର୍ଚ୍ଚ ଯାଏଁ ଭାରତୀୟ ଦଳକୁ ଫୁରସତ୍ ନାହିଁ – ଖେଳିବ ୯ ଟେଷ୍ଟ, ୧୫ ଦିନିକିଆ, ୨୦ ଟି-୨୦

ଓଡ଼ିଶାଲାଇଭ ବ୍ୟୁରୋ ଗତ ୪ ମାସ ହେବ ଲଗାତାର କ୍ରିକେଟ ଖେଳି ଆସୁଛି ଭାରତୀୟ ଦଳ। ପ୍ରଥମେ ଆଇପିଏଲ ଓ ପରେ ବିଶ୍ଵକପ। ଏହାମଧ୍ୟରେ ଭାରତୀୟ ଦଳକୁ ଆଉ ବିଶ୍ରାମ ମିଳି ପାରିନାହିଁ। ଦଳ...