National

ODISHALIVE_NEWS UPDATE_2PM

ଆଜିର ମୁଖ୍ୟ ଖବର @2PM (ଜୁନ ୧୨, ୨୦୧୯)

ଓଡ଼ିଶାଲାଇଭ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର ରଜ ପରେ ଯୁକ୍ତ ୨ କଳା-ବାଣିଜ୍ୟ ରେଜଲ୍ଟ ରଜ ପରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ। ଏନେଇ ଗଣଶିକ୍ଷା ମନ୍ତ୍ରୀ...

ଧୋନିଙ୍କ ନୋଏଡା ବାସଭବନରୁ ଚୋରି, ୩ ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ କ୍ରିକେଟର ତଥା ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନୋଏଡାସ୍ଥିତ ବାସଭବନରେ ଚୋରି ହୋଇଛି। ଏହି ଘଟଣା ଜଣାପଡ଼ିବାରେ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ଓ...

ମିଳିଲା AN-32ର ଭଗ୍ନାବଶେଷ, ଏବେ ନିଖୋଜ ୧୩ ଲୋକଙ୍କୁ ଖୋଜୁଛି ଟିମ୍

ଓଡ଼ିଶାଲାଇଭ ବ୍ୟୁରୋ ଗତ ୮ ଦିନରୁ ଭାରତୀୟ ବାୟୁସେନାର ନିଖୋଜ AN-32 ବିମାନର ଭଗ୍ନାବଶେଷ ମଙ୍ଗଳବାର ମିଳିଥିଲା। ଅରୁଣାଚଳ ପ୍ରଦେଶର ଲିପୋଠାରେ ବିମାନର ଭଗ୍ନାଂଶର ଠାବ କରାଯାଇଥିଲା। ବିମାନର ଭଗ୍ନାବଶେଷ ସିନା ମିଳି ଯାଇଛି...

ଜୁନ୍ ୩୦ରେ ମୋଦିଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ କି ବାତ୍

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଚଣ୍ଡ ବହୁମତ ସହ ଲଗାତାର ଦୁଇଥର ପାଇଁ ସରକାର ଗଢ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ମନ୍ କି ବାତ୍। ଜୁନ୍ ୩୦ରେ ମୋଦି ପ୍ରଥମଥର ପାଇଁ ମନ୍ କି...

ବାତ୍ୟା ‘ବାୟୁ’ ମୁକାବିଲା ଲାଗି ଓଡ଼ିଶାଠୁ ପରାମର୍ଶ ନେଲା ଗୁଜୁରାଟ, ହାଇ ଆଲର୍ଟ ଜାରି

ଓଡ଼ିଶାଲାଇଭ ବ୍ୟୁରୋ କାଲି ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ବାୟୁ’। ଗୁଜୁରାଟରେ ସାମୁଦ୍ରିକ ଝଡ ‘ବାୟୁ’କୁ ନେଇ ଲୋକେ ଆତଙ୍କିତ ଅଛନ୍ତି। ସେପଟେ ଗୁଜୁରାଟ ସରକାର ସେଠାରେ ହାଇଆଲର୍ଟ ଜାରି କରିଛନ୍ତି। ଆସନ୍ତାକାଲି ‘ବାୟୁ’...

ସରକାରଙ୍କ ବଡ଼ ନିଷ୍ପତ୍ତି – ବୃଦ୍ଧ ବାପା, ମା’ଙ୍କୁ ହତାଦର କଲେ ମିଳିବ ଜେଲଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ବାପା, ମା’ଙ୍କୁ ହତାଦର ବା ଅଣଦେଖା କଲେ ଦଣ୍ଡ ମିଳିବ। ଏମିତିକି ଜେଲ ଦଣ୍ଡ ମଧ୍ୟ ହୋଇପାରେ। ଖୁବଶୀଘ୍ର ଏମିତି ଏକ ଆଇନ  ଆଣିବାକୁ ଯାଉଛନ୍ତି ବିହାର ସରକାର। ବିହାର...

ଆଜିର ମୁଖ୍ୟ ଖବର @11AM (ଜୁନ ୧୨, ୨୦୧୯)

ଓଡ଼ିଶାଲାଇଭ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର ଜୁନ୍ ୧୩ରେ ଗୁଜୁରାଟ ଉପକୂଳ ଛୁଇଁବ ସାମୁଦ୍ରିକ ଝଡ଼ ‘ବାୟୁ’ ସାମୁଦ୍ରିକ ଝଡ଼ ‘ବାୟୁ’  ଜୁନ ୧୩ ଅର୍ଥାତ ଆସନ୍ତା କାଲି ଗୁଜୁରାଟ ଉପକୂଳ ଛୁଇଁବ। ଆରବ...

ପୁଣି ମୋଦିଙ୍କ ଭରସା ଜିତିଲେ ଓଡ଼ିଆ ଆଇଏଏସ୍ ଅଫିସର ପ୍ରମୋଦ ମିଶ୍ର

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଲେ ପ୍ରମୋଦ କୁମାର ମିଶ୍ର। ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଅଫିସର ପ୍ରମୋଦ କୁମାର ମିଶ୍ର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଆଜିର ମୁଖ୍ୟ ଖବର @10PM (ଜୁନ ୧୧, ୨୦୧୯)

ଓଡ଼ିଶାଲାଇଭ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ରଥଯାତ୍ରା ‘ଟେଲିକାଷ୍ଟ ରାଇଟ୍ସ’ ନିଲାମ – କାହିଁକି ପଛଘୁଞ୍ଚା ଦେଲା ଶ୍ରୀମନ୍ଦିର ପ୍ରଶାସନ? ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସିଧାପ୍ରସାରଣ ପାଇଁ ଟେଲିକାଷ୍ଟ ରାଇଟ୍‌ସର ନିଲାମ ଡାକିଥିବା ଶ୍ରୀମନ୍ଦିର...

ଜୁଲାଇ ପହିଲାରୁ NEFT ଓ RTGS ଉପରେ ଦେବାକୁ ପଡ଼ିବ ନାହିଁ ବ୍ୟାଙ୍କ ଚାର୍ଜ

ଓଡ଼ିଶାଲାଇଭ୍‌ ବିଜନେସ୍ ବ୍ୟୁରୋ ଅନଲାଇନ୍ ଟ୍ରାଞ୍ଜାକ୍ସନ କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଏଣିକି NEFT ଓ RTGS ଉପରେ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଶୁକ୍ଳକୁ...