National

ଶ୍ରୀଲଙ୍କା ଆତ୍ମଘାତୀ ବିସ୍ଫୋରଣ – ୧୨୯ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ୩୦୦ରୁ ଅଧିକ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ଘଟିଛି ଏକ ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ। ବର୍ତ୍ତମାନ ସୁଦ୍ଧା ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୨୯ରେ ପହଞ୍ଚିଛି। ରବିବାର ସକାଳେ ଇଷ୍ଟର ପର୍ବ ପାଳନ ବେଳେ...

ସରକାର ଗଠନରେ ଆଞ୍ଚଳିକ ଦଳ ହେବେ କିଙ୍ଗ ମେକର  –  ନବୀନ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ତୃତୀୟ ପର୍ଯ୍ୟାୟ ମତଦାନର ଶେଷ ଦିନରେ ମାରାଥନ ପ୍ରଚାର କରୁଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନୟକ। ସମ୍ବଲପୁରରେ ଆୟୋଜିତ ସଭାରେ ନବୀନ ଯୋଗ ଦେଇ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ନବୀନ...

ପ୍ରଧାନମନ୍ତ୍ରୀଙ୍କ ଉପରେ ପ୍ରସାରିତ ୱେବ ସିରିଜ୍ ବନ୍ଦ ପାଇଁ ଇସିଙ୍କ ନିର୍ଦ୍ଦେଶ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆଧାରିତ ୱେବ ସିରିଜ୍‌ର ପ୍ରସାରଣ ବନ୍ଦ ହେବ। ଏହାକୁ ତୁରନ୍ତ ବନ୍ଦ କରିବା ଲାଗି ନିର୍ବାଚନ ଆୟୋଗ ଏହାର ପ୍ରଯୋଜକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେ...

ଛତିଶଗଡ଼ରେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ, ୨ ନକ୍ସଲ ନିହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଛତିଶଗଡ଼ରେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ। ଏହି ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ରବିବାର ଛତିଶଗଡ଼ର ପାମେଡା ଜଙ୍ଗଲରେ ବିଜାପୁର ପୋଲିସ ଓ...

ଶ୍ରୀଲଙ୍କାର ୬ଟି ସ୍ଥାନରେ ବିସ୍ଫୋରଣ, ୫୨ ମୃତ, ୨୮୦ରୁ ଅଧିକ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ରବିବାର ସକାଳେ ଇଷ୍ଟର ପର୍ବ ପାଳନ ବେଳେ ଆତ୍ମଘାତୀ ବିସ୍ଫୋରଣ ଘଟିଛିା ରିପୋର୍ଟ ଅନୁସାରେ ଶ୍ରୀଲଙ୍କାରେ ୬ଟି ସ୍ଥାନରେ ବିସ୍ଫୋରଣ ଘଟିଛିା ଏହି ବିସ୍ଫୋରଣରେ ଶ୍ରୀଲଙ୍କାର ୩ ଚର୍ଚ୍ଚ,...

ବିଜେପି ଯିବେ ସନ୍ନି ଦେୱଲ!

ଓଡ଼ିଶାଲାଇଭ୍ ବ୍ୟୁରୋ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହିତ ଅଭିନେତା ସନ୍ନି ଦେୱଲଙ୍କଙ୍କୁ ଦେଖିବାକୁ ମିଳିଛି। ଏହାକୁ ନେଇ ସନ୍ନି ବିଜେପିରେ...

ପ୍ରି-ୱେଡିଙ୍ଗ ଫଟୋ ସୁଟ୍ ବେଳେ ଓଲଟି ପଡ଼ିଲା ଡଙ୍ଗା

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହ ଦିନକୁ ସ୍ମରଣୀୟ କରିବା ପାଇଁ ଆଜିକାଲି ଲୋକେ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି। ବିବାହ ପୂର୍ବରୁ ପ୍ରି-ୱେଡିଙ୍ଗ  ଫଟୋସୁଟ୍ କ୍ରେଜ୍ ଏବେ ବଢ଼ିବାରେ ଲାଗିଛି। ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ ସହ...

୧୬୦ ଫୁଟ ଉଚ୍ଚ ଖମ୍ବରେ ଝୁଲି ଶୋଇଛନ୍ତି ଶ୍ରମିକ, ଭିଡିଓ ଭାଇରାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଇନାର ଏକ ଅଭୁତ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଏକ ନିର୍ମାଣାଧିନ କାମ ସମୟର। ଭାଇରାଲ ଭିଡିଓରେ ସମସ୍ତ ଶ୍ରମିକମାନେ ବିଜୁଳି ଖୁଣ୍ଟି ତିଆରି କରୁଥିବାର ନଜର...

ଅଭିନନ୍ଦନଙ୍କୁ ‘ବୀର ଚକ୍ର’ ସମ୍ମାନ, ସୁପାରିସ କଲା ଭାରତୀୟ ବାୟୁସେନା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ପାଇଁ ‘ବୀର ଚକ୍ର’ ଉପାଧି ସୁପାରିଶ କରିଛି ଭାରତୀୟ ବାୟୁସେନା। ପାକିସ୍ତାନ ଏଫ୍-୧୬ ଯୁଦ୍ଧ ବିମାନକୁ ଆକାଶମାର୍ଗରେ ଧ୍ୱଂସ କରିବାରେ ସମର୍ଥ ହୋଇଥିବାରୁ ତାଙ୍କୁ...

ମାଳଦୀପରେ ୧୨ତମ ବିବାହ ବାର୍ଷିକୀ ମନାଉଛନ୍ତି ଅଭିଷେକ-ଐଶ୍ୱର୍ଯ୍ୟା

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ଲୋକପ୍ରିୟ ଯୋଡି ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିବାହକୁ ଆଜି ୧୨ବର୍ଷ ପୁରୁଛି। ଅଭି ଓ ଐଶ୍ୱ ନିଜର ଝିଅ ଆରାଧ୍ୟା ସହ ମାଳଦୀପରେ ବିବାହ ବାର୍ଷିକୀ ସେଲିବ୍ରେଟ...