National

ପାଞ୍ଚ ରାଜ୍ୟରେ ନୂଆ ରାଜ୍ୟପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସରକାର ୫ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି। ଖବର ଅନୁସାରେ ବିହାର, ଅରୁଣାଚଳ ପ୍ରଦେଶ, ମେଘାଳୟ ଓ ତାମିଲନାଡୁ ନୂଆ ରାଜ୍ୟପାଳ ପାଇବେ। ସେହିଭଳି ଅବସରପ୍ରାପ୍ତ ଆଡ୍‌ମିରାଲ ଦେବେନ୍ଦ୍ର କୁମାର...

ମୁମ୍ବାଇ ଦଳାଚକଟା: ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ବାଇ ଏଲ୍‌ଫିନ୍‌ଷ୍ଟୋନ୍ ରେଳ ଷ୍ଟେସନରେ ଘଟିଥିବା ଦଳାଚକଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ଦୁଃଖ ପ୍ରକାଶ କରିଛନ୍ତି। ଦଳାଚକଟାରେ ୨୨...

ମୁମ୍ବାଇ ଏଲ୍‌ଫିନ୍‌ଷ୍ଟୋନ୍‌ ଷ୍ଟେସନରେ ଦଳାଚକଟା: ୨୨ ମୃତ, ୫୦ରୁ ଅଧିକ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ବାଇ ଏଲ୍‌ଫିନ୍‌ଷ୍ଟୋନ୍‌ ରେଳ ଷ୍ଟେସନରେ ଶୁକ୍ରବାର ସକାଳେ ଦୁଃଖଦ ଘଟଣା ଘଟିଛି। ଦଳାଚକଟା ଘଟି ୨୨ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ୫୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛି। ପ୍ରବଳ ବର୍ଷା...

ଯୌନ ଶୋଷଣ ମାମଲା: ତରୁଣ ତେଜପାଲ୍‌ଙ୍କ ବିରୋଧରେ ଦାଖଲ ହେଲା ଚାର୍ଜସିଟ୍

ଓଡିଶାଲାଇଭ୍ ବ୍ୟୁରୋ ଅଡ଼ୁଆରେ ପଡ଼ିଛନ୍ତି ତେହେଲକା ମାଗାଜିନ୍‌ର ପୂର୍ବତନ ସମ୍ପାଦକ ତରୁଣ ତେଜପାଲ୍। ଶେଷରେ ଗୁରୁବାର ତାଙ୍କ ବିରୋଧରେ ଦାଖଲ ହୋଇଛି ଚାର୍ଜ ଫ୍ରେମ୍। ଜଣେ ଜୁନିୟର କର୍ମଚାରୀଙ୍କୁ ସେ ଦୁଷ୍କର୍ମ କରିଥିବା ଅଭିଯୋଗ...

୩ ବର୍ଷ ଯାଏଁ ନିର୍ବାଚନ ଲଢିପାରିବେନି ମଧୁ କୋଡ଼ା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କୁ ବଡ଼ ରାଜନୈତିକ ଝଟକା ଲାଗିଛି। ନିର୍ବାଚନ କମିଶନ କୋଡ଼ାଙ୍କୁ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିବାରୁ ବଞ୍ଚିତ କରିଛନ୍ତି। ଏହି କଟକଣା ତୁରନ୍ତ...

ଅନ୍‌ଲାଇନ୍‌ରେ ମିଳିବ ପେଟ୍ରୋଲ: ଟ୍ୱିଟ୍ କରି ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ଓଡିଶାଲାଇଭ୍ ବ୍ୟୁରୋ ଏଣିକି ପେଟ୍ରୋଲ ପାଇଁ ପେଟ୍ରୋଲ ପମ୍ପରେ ଭିଡ଼ ଲଗାଇବାକୁ ପଡ଼ିବ ନାହିଁ। କାରଣ ଅନ୍‌ଲାଇନରେ ଅର୍ଡର କଲେ ଘରେ ପହଞ୍ଚିଯିବ ପେଟ୍ରୋଲ ଓ ଡିଜେଲ୍। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

ଡାକ୍ତରମାନଙ୍କୁ ପୂଜା ଭେଟି ଦେଲା କେନ୍ଦ୍ର: ଏଣିକି ୬୫ ବର୍ଷରେ ଅବସର ନେବେ ଡାକ୍ତର

ଓଡ଼ିଶାଲାଇଭ୍ ବ୍ୟୁରୋ ଡାକ୍ତରମାନଙ୍କୁ ପୂଜା ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ଏଣିକି ଡାକ୍ତରମାନେ ୬୨ ବଦଳରେ ୬୫ ବର୍ଷରେ ଅବସର ନେବେ। ଡାକ୍ତରମାନଙ୍କୁ ଖୁସ୍ କରିବା ପାଇଁ ମହା ସପ୍ତମୀରେ କେନ୍ଦ୍ର କ୍ୟାବିନେଟ୍ ବୁଧବାର...

ମିଆଁମାର୍‌ ସୀମାରେ ସର୍ଜିକାଲ୍ ଷ୍ଟ୍ରାଇକ୍: ‘ନାଗା’ ଉଗ୍ରବାଦୀ କ୍ୟାମ୍ପକୁ ଛାରଖାର କଲେ ଭାରତୀୟ ସେନା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ସେନା ବୁଧବାର ଆଉ ଏକ କମାଲ୍ ଦେଖାଇଛନ୍ତି। ମିଆଁମାର୍ ସୀମାରେ ପ୍ରବେଶ କରି ସାହସିକତା ପ୍ରଦର୍ଶନ କରିଛନ୍ତି ଭାରତୀୟ ଯବାନ୍। ମିଆଁମାର୍‌ ସୀମାରେ ସଜିର୍କଲ୍ ଷ୍ଟ୍ରାଇକ୍ କରି 'ନାଗା' ଉଗ୍ରବାଦୀ...

ଶାହାରୁଖଙ୍କ ସହ ମିତାଲି ରାଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ମହିଳା କ୍ରିକେଟ ଦଳର କ୍ୟାପଟେନ୍ ମିତାଲି ରାଜ ଏବେ ଷ୍ଟାର ପାଲଟି ଯାଇଛନ୍ତି। କେବଳ କ୍ରିକେଟ ପଡ଼ିଆରେ ନୁହେଁ, ଗ୍ଲାମର ଦୁନିଆରେ ବି ସେ ଏବେ ବଲିଉଡ୍ ଅଭିନେତ୍ରୀଙ୍କୁ ମାତ୍...

ଯୌନଶୋଷଣ ମାମଲାର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରାଯାଉ: କୈଳାସ ସତ୍ୟାର୍ଥୀ

ଓଡିଶାଲାଇଭ୍ ବ୍ୟୁରୋ ଶିଶୁ ଯୌନ ଉତ୍ପୀଡ଼ନ ଓ ଚାଲାଣ ବିରୋଧରେ ସଚେତନତା ସୃଷ୍ଟି ଲାଗି ଦେଶବ୍ୟାପୀ ଭାରତଯାତ୍ରା ଅଭିଯାନ ଆରମ୍ଭ ହୋଇଛି। ବିଶିଷ୍ଟ ଶିଶୁ ଅଧିକାର କର୍ମୀ ତଥା ନୋବେଲ ପୁରସ୍କାର ବିଜେତା କୈଳାସ...