National

ମାଲିକକୁ ବଞ୍ଚାଇବାକୁ ଯାଇ ସାପ ସହ ଲଢ଼ି ଜୀବନ ଦେଲେ ପୋଷା କୁକୁର

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁକୁରଠାରୁ ବିଶ୍ୱାସଯୋଗ୍ୟ ପ୍ରାଣୀ ଏହି ସଂସାରରେ ନାହାନ୍ତି ବୋଲି ଆମେ ପିଲାବେଳୁ ପଢ଼ିବା ସହିତ ଶୁଣି ଆସିଛୁ। କିନ୍ତୁ ଏହାର ପ୍ରମାଣ ବିହାରର ଭାଗଲପୁରରେ ଦେଖିବାକୁ ମିଳିଛି। ମାଲିକକୁ ନାଗ ସାପ...

ଭାରତର ଶ୍ରେଷ୍ଠ ଧନୀ ମୁକେଶ ଅମ୍ବାନି, ସଫଳତା ପଛରେ ରହିଛି ଏହିସବୁ ଗୁଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏସିଆର ଶ୍ରେଷ୍ଠ ଧନୀ ଭାବେ ରିଲାୟନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ବାନି ଶୁକ୍ରବାର ୬୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ୧୯୫୭ ମସିହା ଅପ୍ରେଲ ୧୯ ଅର୍ଥାତ ଆଜିର ଦିନରେ ତାଙ୍କର...

ନିଆରା ପରମ୍ପରା, ଯେଉଁଠି ଅଧା ପୋଡ଼ା ଯାଏ ଶବ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୀବନର ଏକମାତ୍ର ସତ୍ୟ ହେଉଛି ମୃତ୍ୟୁ। ଯିଏ ଜନ୍ମ ନେଇଛି ତାର ମୃତ୍ୟୁ ନିଶ୍ଚିତ। ତେବେ ମୃତ୍ୟୁ ପରେ ଅନ୍ତିମ ସଂସ୍କାରକୁ ନେଇ ସାରା ବିଶ୍ୱରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। କେଉଁଠାରେ...

ହରଡ଼ଘଣାରେ ଶତ୍ରୁଘ୍ନ – ଦଳ ନା ପତ୍ନୀ? କାହା ପାଇଁ କରିବେ ପ୍ରଚାର

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଅଭିନେତାରୁ ନେତା ବନିଥିବା ଶତ୍ରୁଘ୍ନ ସିହ୍ନା ଏବେ ବଡ଼ ଅଡ଼ୁଆରେ ପଡ଼ି ଯାଇଛନ୍ତିା ଦଳ ପାଇଁ ନା ପତ୍ନୀ ପୁନମଙ୍କ ପାଇଁ କାହା ପାଇଁ ସେ ଲକ୍ଷ୍ନୌରେ ପ୍ରଚାର କରିବେ...
Election Update 2PM

Election Update @2PM (୧୯ ଏପ୍ରିଲ ୨୦୧୯)

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ। ଋଣପୁରରେ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜେଡି ସଭାପତି ନବୀନ ପଟ୍ଟନାୟକ ମରାଥନ ପ୍ରଚାର କରୁଛନ୍ତି। ରଣପୁରେ ଆଜି...

ହାତ ଛାଡ଼ିଲେ ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ନିର୍ବାଚନ ଜାରି ରହିଥିଲାବେଳେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛିା କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତିା ଗୁରୁବାର ରାତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିକୁ...

ଛତିଶଗଡ଼ରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ, ୨ୟ ପର୍ଯ୍ୟାୟରେ ୭୧ ପ୍ରତିଶତ ଭୋଟିଂ ରେକର୍ଡ

ଓଡ଼ିଶାଲାଇଭ ବ୍ୟୁରୋ ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ମତଦାନ ଶେଷ ହୋଇଛିା ଏହି ପର୍ଯ୍ୟାୟରେ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ଶେଷ ହୋଇଛିା ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୭୧ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ...
Election Update 11am

Election Update @11AM (୧୯ ଏପ୍ରିଲ ୨୦୧୯)

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ। ଶ୍ରୀକ୍ଷେତ୍ରରେ ଆଜି ନବୀନଙ୍କ ମାରାଥନ ପ୍ରଚାର ଆଜି ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। ହେଲିକପ୍ଟରରେ...

Election Update @10PM (୧୮ ଏପ୍ରିଲ ୨୦୧୯)

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ। ସରିଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ; ଭୋଟ ଦେଲେ ଏହି ହାଇ ପ୍ରୋଫାଇଲ ନେତା ୨୦୧୯ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ୧୨ଟି...

ସରିଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ; ଭୋଟ ଦେଲେ ଏହି ହାଇ ପ୍ରୋଫାଇଲ ନେତା

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୯ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ୧୨ଟି ରାଜ୍ୟର ୯୫ଟି ଲୋକସଭା ଆସନରେ ମତଦାନ ଶେଷ ହୋଇଛି। ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୬୩୮ ପ୍ରାର୍ଥୀଙ୍କ ସହିତ ହାଇପ୍ରୋଫାଇଲ...