National

ପେଟରୁ ବାହାରିଲା ଦେଢ କିଲୋ ସୁନା ବିସ୍କୁଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାଇଜାଗର ଏକ ହସ୍ପିଟାଲରେ ଜଣେ ଶ୍ରୀଲଙ୍କା ନାଗରିକଙ୍କ ପେଟରୁ ୧୪ଟି ସୁନା ବିସ୍କୁଟ ବାହାର କରାଯାଇଛି। ସୂଚନା ଅନୁସାରେ ପ୍ରତି ବିସ୍କୁଟର ଓଜନ ଶହେ ଗ୍ରାମରୁ ଅଧିକ ହେବ, ଯାହାର ଆନୁମାନିକ...

ତେଲ ଦର ହ୍ରାସ: ବନ୍ଧା ପଡ଼ିଲେ ମୋଦି ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ତୈଳ ଦର ଗତ କିଛିଦିନ ଧରି ବୃଦ୍ଧି ପାଇବା ଫଳରେ ବିରୋଧୀ ଦଳର ଚାପ ଓ ସଧାରଣ ଲୋକଙ୍କ ଅସୁବିଧାକୁ ଲକ୍ଷ୍ୟ କରି ମୋଦି ସରକାର ବୁଧବାର ଦିନ ଏକ୍ସାଇଜ୍ ଡ୍ୟୁଟିରେ...

ମଦ୍ରାସାରେ ଜାତୀୟ ସଂଗୀତ ଗାନ ବାଧ୍ୟତାମୂଳକ

ଓଡ଼ିଶାଲାଇଭ୍ ବ୍ୟୁରୋ ମଦ୍ରାସାଗୁଡ଼ିକରେ ଜାତୀୟ ସଙ୍ଗୀତ ପରିବେଷଣ ବାଧ୍ୟତାମୂଳକ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ଏହା ଫଳରେ ଉତ୍ତର ପ୍ରଦେଶ ଯୋଗୀ ସରକାର ନେଇଥିବା ନିଷ୍ପତ୍ତିକୁ  ବିଚାର ବିଭାଗୀୟ ମୋହର ଲାଗିଛି। ମଦ୍ରାସା ରେ ଜାତୀୟ...

ହାଜତରେ ହନିପ୍ରୀତଙ୍କ ପ୍ରଥମ ରାତି, ନଖାଇ ନପିଇ ରାତି ସାରା କାନ୍ଦିଲେ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନ ଥିଲା ସୁଖଐଶ୍ୱର୍ଯ୍ୟ ଭୋଗ କରୁଥିଲେ ହନିପ୍ରୀତ। ଦାମୀ କାର୍‌ ସାଙ୍ଗକୁ ଏସି ରୁମ୍‌ରେ ଜୀବନକୁ ଉପଭୋଗ କରୁଥିଲେ। ହେଲେ ରାମରହିମ୍ ଗିରଫ ହେବା ଦିନରୁ ହନିପ୍ରୀତଙ୍କ ଭାଗ୍ୟ ଅନ୍ଧକାର...

୬ ଦିନିଆ ରିମାଣ୍ଡରେ ଗଲେ ହନିପ୍ରୀତ: କୋର୍ଟରେ ହାତ ଯୋଡ଼ି କାନ୍ଦିଲେ

ଓଡ଼ିଶାଲାଇଭ୍ ବ୍ୟୁରୋ ହାତଯୋଡ଼ି କାନ୍ଦି ପକାଇଲେ ରାମରହିମଙ୍କ ପାଳିତା କନ୍ୟା ହନିପ୍ରୀତ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପଞ୍ଚକୁଳା କୋର୍ଟ ପରିସରରେ। ଦେଶଦ୍ରୋହ ଏବଂ ହିଂସାକାଣ୍ଡକୁ ଉସ୍‌କାଇବା ଅଭିଯୋଗରେ ଗିରଫ ହନିପ୍ରୀତଙ୍କୁ...

ପାପ ଲୁଚାଇଲେ ହନିପ୍ରୀତ

ଓଡ଼ିଶାଲାଇଭ୍ ବ୍ୟୁରୋ ହରିୟାଣା ପୋଲିସ ହାତରେ ଧରାପଡ଼ିବା ପରେ ରାମରହିମଙ୍କ ଧରମ ଝିଅ ଗଣମାଧ୍ୟମ ଆଗରେ ମୁହଁ ଖୋଲି ପାପ ଘୋଡ଼ାଇଛନ୍ତି। ଡେରା ସଚ୍ଚା ଆଶ୍ରମର ମୁଖ୍ୟ ରାମରହିମଙ୍କ ସହ ତାଙ୍କର କୌଣସି ଅବୈଧ...

୩୮ ଦିନର ଲୁଚକାଳି ଶେଷ: ଗିରଫ ହେଲେ ‘ହନିପ୍ରୀତ’

ଓଡ଼ିଶାଲାଇଭ୍ ବ୍ୟୁରୋ ୩୮ ଦିନର ଲୁଚକାଳି ଶେଷ ହୋଇଛି। ଶେଷରେ ହରିୟାଣା ପୋଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ଗୁରୁମିତ୍ ରାମରହିମଙ୍କ ଧରମ ଝିଅ 'ହନିପ୍ରୀତ ଇନ୍‌ସାନ୍‌' ଗିରଫ ହୋଇଛନ୍ତି। ତାଙ୍କୁ ବୁଧବାର କୋର୍ଟ...

ଦୀପାବଳି ପରେ କଂଗ୍ରେସର ମଙ୍ଗ ସମ୍ଭାଳିବେ ରାହୁଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯୁବରାଜ ରାହୁଲଙ୍କର ରାଜ୍ୟାଭିଷେକ ହେବ। ଅର୍ଥାତ୍ ଖୁବଶୀଘ୍ର ଭାରତୀୟ ଜାତୀୟ କଂଗ୍ରେସର ଉପ-ସଭାପତି ରାହୁଲ ଗାନ୍ଧି ନୂଆ ସଭାପତି ହୋଇପାରନ୍ତି। ଦୀପାବଳି ପରେ କଂଗ୍ରେସର ନୂଆ ମୁଖିଆ ଭାବେ ରାହୁଲ ଏହି...

ବିମାନ ଭଡ଼ା ୧୫ ପ୍ରତିଶତ ବଢିବ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିମାନ ଯାତ୍ରୀମାନେ ଏବେ ପ୍ରସ୍ତୁତ ହୋଇଯାଆନ୍ତୁ। ବିମାନ ଉଡାଣ କମ୍ପାନିମାନେ ଯାତ୍ରୀ ଭଡ଼ାରେ ଅତିକମରେ ୧୦ରୁ ୧୫ ପ୍ରତିଶତ ବୃଦ୍ଧି ପାଇଁ ଚିନ୍ତା କରିଛନ୍ତି। ଗତ ଅଗଷ୍ଟ ମାସ ପରଠାରୁ ବିମାନ ଇନ୍ଧନରେ...

ଆମେରିକାରେ ଆତତାୟୀ ଆତଙ୍କ: ମ୍ୟୁଜିକ କନ୍‌ସର୍ଟ ବେଳେ ଗର୍ଜିଲା ବନ୍ଧୁକ, ଚାଲିଗଲା ୫୮ରୁ ଅଧିକ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାରେ ପୁଣି ଆତତାୟୀଙ୍କ ଆତଙ୍କ। ଆମେରିକା ଲସ୍‌ ଭେଗାସର ମାଣ୍ଡେଲା ବେ କେସିନୋରେ ମ୍ୟୁଜିକ କନସର୍ଟ ଚାଲିଥିବା ବେଳେ ଗର୍ଜିଛି ବନ୍ଧୁକ। ବନ୍ଧୁକ ମୁନରେ ୫୮ରୁ ଅଧିକ ଜୀବନ ଚାଲି ଯାଇଥିବା...