National

ମେଡିସିନ୍‌ରେ ମିଳିବ ୩ ଜଣ ବେଜ୍ଞାନିକଙ୍କୁ ନୋବେଲ୍ ପୁରସ୍କାର

ଓଡିଶାଲାଇଭ୍ ବ୍ୟୁରୋ ଘୋଷଣା ହୋଇଛି ଚଳିତବର୍ଷ ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ବିଶିଷ୍ଟ ବ୍ୟକ୍ତିଙ୍କ ନାମ। ମେଡିସନ୍‌ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୩ ଜଣ ବୈଜ୍ଞାନିକଙ୍କୁ ମନୋନୀତ କରାଯାଇଛି। ଏହି ୩...

ଦୁଇ ମହାନାୟକଙ୍କ ଜୟନ୍ତୀ: ଗାନ୍ଧି-ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଦେଶବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଦୁଇ ମହାନାୟକଙ୍କ ଜୟନ୍ତୀ। ଜାତିର ପିତା ମହାତ୍ମାଗାନ୍ଧିଙ୍କ ୧୪୮ତମ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୨ତମ ଜୟନ୍ତୀକୁ ଦେଶବାସୀ ମନେ ପକାଉଛନ୍ତି। ଗାନ୍ଧିଜୀଙ୍କ ଅହଂସା...

ପିସିସି ସଭାପତି ପରିବର୍ତ୍ତନ: ଅଙ୍କ ଛିଡୁନି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିସିସି ସଭାପତି ପରିବର୍ତ୍ତନ ନେଇ କଂଗ୍ରେସ ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରେ ମତଭେଦ ରହିଥିବା ପରିଲକ୍ଷିତ ହୋଇଛି। ଦଳର ଅନ୍ୟତମ ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ ସଭାପତି ପରିବର୍ତ୍ତନ ଉପରେ ପ୍ରତିକ୍ରିୟା...

ବିଗ୍ ବସରେ ଓଡ଼ିଆ: ସଗୁନ ଶତପଥି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସବ୍ୟସାଚୀ ଶତପଥି ଓରଫ ସଗୁନ ଶତପଥି ବିଗ୍ ବସ ୧୧ ରେ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି। ସେ ପ୍ରଥମ ଓଡ଼ିଆ ଯିଏ ଏହି ରିଅଲିଟି ସୋ’ରେ ସାମିଲ ହୋଇଛନ୍ତି। ଯଦିଓ...

ପାଞ୍ଚ ରାଜ୍ୟରେ ନୂଆ ରାଜ୍ୟପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସରକାର ୫ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି। ଖବର ଅନୁସାରେ ବିହାର, ଅରୁଣାଚଳ ପ୍ରଦେଶ, ମେଘାଳୟ ଓ ତାମିଲନାଡୁ ନୂଆ ରାଜ୍ୟପାଳ ପାଇବେ। ସେହିଭଳି ଅବସରପ୍ରାପ୍ତ ଆଡ୍‌ମିରାଲ ଦେବେନ୍ଦ୍ର କୁମାର...

ମୁମ୍ବାଇ ଦଳାଚକଟା: ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ବାଇ ଏଲ୍‌ଫିନ୍‌ଷ୍ଟୋନ୍ ରେଳ ଷ୍ଟେସନରେ ଘଟିଥିବା ଦଳାଚକଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ଦୁଃଖ ପ୍ରକାଶ କରିଛନ୍ତି। ଦଳାଚକଟାରେ ୨୨...

ମୁମ୍ବାଇ ଏଲ୍‌ଫିନ୍‌ଷ୍ଟୋନ୍‌ ଷ୍ଟେସନରେ ଦଳାଚକଟା: ୨୨ ମୃତ, ୫୦ରୁ ଅଧିକ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ବାଇ ଏଲ୍‌ଫିନ୍‌ଷ୍ଟୋନ୍‌ ରେଳ ଷ୍ଟେସନରେ ଶୁକ୍ରବାର ସକାଳେ ଦୁଃଖଦ ଘଟଣା ଘଟିଛି। ଦଳାଚକଟା ଘଟି ୨୨ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ୫୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛି। ପ୍ରବଳ ବର୍ଷା...

ଯୌନ ଶୋଷଣ ମାମଲା: ତରୁଣ ତେଜପାଲ୍‌ଙ୍କ ବିରୋଧରେ ଦାଖଲ ହେଲା ଚାର୍ଜସିଟ୍

ଓଡିଶାଲାଇଭ୍ ବ୍ୟୁରୋ ଅଡ଼ୁଆରେ ପଡ଼ିଛନ୍ତି ତେହେଲକା ମାଗାଜିନ୍‌ର ପୂର୍ବତନ ସମ୍ପାଦକ ତରୁଣ ତେଜପାଲ୍। ଶେଷରେ ଗୁରୁବାର ତାଙ୍କ ବିରୋଧରେ ଦାଖଲ ହୋଇଛି ଚାର୍ଜ ଫ୍ରେମ୍। ଜଣେ ଜୁନିୟର କର୍ମଚାରୀଙ୍କୁ ସେ ଦୁଷ୍କର୍ମ କରିଥିବା ଅଭିଯୋଗ...

୩ ବର୍ଷ ଯାଏଁ ନିର୍ବାଚନ ଲଢିପାରିବେନି ମଧୁ କୋଡ଼ା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କୁ ବଡ଼ ରାଜନୈତିକ ଝଟକା ଲାଗିଛି। ନିର୍ବାଚନ କମିଶନ କୋଡ଼ାଙ୍କୁ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିବାରୁ ବଞ୍ଚିତ କରିଛନ୍ତି। ଏହି କଟକଣା ତୁରନ୍ତ...

ଅନ୍‌ଲାଇନ୍‌ରେ ମିଳିବ ପେଟ୍ରୋଲ: ଟ୍ୱିଟ୍ କରି ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ଓଡିଶାଲାଇଭ୍ ବ୍ୟୁରୋ ଏଣିକି ପେଟ୍ରୋଲ ପାଇଁ ପେଟ୍ରୋଲ ପମ୍ପରେ ଭିଡ଼ ଲଗାଇବାକୁ ପଡ଼ିବ ନାହିଁ। କାରଣ ଅନ୍‌ଲାଇନରେ ଅର୍ଡର କଲେ ଘରେ ପହଞ୍ଚିଯିବ ପେଟ୍ରୋଲ ଓ ଡିଜେଲ୍। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...