National

ସୁପ୍ରିମକୋର୍ଟରେ ମାନିଲା ନେସ୍‌ଲେ – ମ୍ୟାଗି ନୁଡୁଲ୍ସରେ ଥିଲା ସିସା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ପିଲାମାନଙ୍କର ସବୁଠାରୁ ପସନ୍ଦଯୋଗ୍ୟ ଖାଦ୍ୟ ମ୍ୟାଗି ନୁଡୁଲ୍ସରେ ବିଷାକ୍ତ ‘ଲିଡ୍’ ବା ସିସା ରହିଛି। ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଚାଲିଥିବା ସମୟରେ କମ୍ପାନିର ଓକିଲ ଏହାକୁ ସ୍ୱୀକାର କରିଛନ୍ତି। ପୂର୍ବରୁ ମ୍ୟାଗି...

ସାଧାରଣ ନିର୍ବାଚନ ପାଇଁ ଏଥର ବିଦେଶରେ ହୋଇପାରେ ଆଇପିଏଲ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚଳିତବର୍ଷ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଇପିଏଲ ୨୦୧୯କୁ ବିଦେଶରେ କରିବା ପାଇଁ ଯୋଜନା କରୁଛି ବିସିସିଆଇ। ଚଳିତ ବର୍ଷ ଆଇପିଏଲ  ବିଦେଶରେ ହେବାର ସମ୍ଭାବନା ଅଧିକ ରହିଛି। କାରଣ ଆଗକୁ ସାଧାରଣ...

ଲିଭ ଇନ ରିଲେସନସିପରେ ଯୌନ ସମ୍ପର୍କ ଦୁଷ୍କର୍ମ ନୁହେଁ – ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି ଲିଭ ଇନ ରିଲେସନସିପରେ ରହୁଥିବା ମହିଳା ଓ ପୁରୁଷଙ୍କ ମଧ୍ୟରେ ସହମତିରେ ହୋଇଥିବା ଯୌନ ସମ୍ପର୍କକୁ ଦୁଷ୍କର୍ମ କୁହାଯିବ ନାହିଁ। ଗୁରୁବାର ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ଯଦି ଯୁବକ...

ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା, ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ଏସ୍‌ଆର୍‌ସି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ପୁଣି ଏକ ବାତ୍ୟା। ଏହାର ନାଁ ରହିଛି 'ପାବୁକ'। ଏହି ବାତ୍ୟା ଏବେ ଆଣ୍ଡାମାନଠାରୁ ୧୫୦୦ କିଲୋମିଟର ଦୂରରେ ରହିଛି। ୫ ତାରିଖରେ ଏହା ଆଣ୍ଡାମାନ ଉପକୂଳ...

ମାନସିକ ରୋଗୀଙ୍କୁ ଜଞ୍ଜିରରେ ବାନ୍ଧିବା ଉପରେ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରପ୍ରଦେଶର ବଦାୟୁଂରେ ଥିବା ଦରଗାହରେ ଲୋକଙ୍କୁ ଚିକିତ୍ସା ନାଁରେ ଜଞ୍ଜିରରେ ବାନ୍ଧି କରି ରଖିବା ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ମାନସିକ ରୋଗରେ ଆକ୍ରାନ୍ତ ବ୍ୟକ୍ତି ମାନଙ୍କୁ...

କେନ୍ଦ୍ରରେ ମେଣ୍ଟ ରାଜନୀତିର ଯୁଗ ଫେରିବ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଲୋକସଭା ନିର୍ବାଚନ ପାଖେଇ ଆସୁଥିଲା ବେଳେ ଏବଂ ବିଭିନ୍ନ ଦଳ ପକ୍ଷରୁ ଏକାଧିକ ଫ୍ରଣ୍ଟ ଓ ମେଣ୍ଟ ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଥିବା ଦୃଷ୍ଟିରୁ ଦିଲ୍ଲୀର ରାଜନୀତି ମହଲରେ ଗୋଟିଏ...

ବୁଲନ୍ଦସହର ହିଂସାକାଣ୍ଡ – ମୁଖ୍ୟ ଅଭିଯୁକ୍ତ ଯୋଗେଶ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଲନ୍ଦସହର ହିଂସାକାଣ୍ଡ ଘଟଣାର ମାସେ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜକୁ ଗିରଫ କରିଛି। ଡିସେମ୍ବର ୩ରେ ବୁଲନ୍ଦସହରରେ ହୋଇଥିବା ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜକୁ ପୋଲିସ ଗିରଫ କରିଛି।...

୫୬୦ଜଣ ସହିଦଙ୍କ ଟାଟୁ କରି ଦେଶପ୍ରେମର ସନ୍ଦେଶ ଦେଲେ ୩୦ ବର୍ଷୀୟ ଯୁବକ

ଓଡ଼ିଶାଲାଇଭ୍ ବ୍ୟୁରୋ ଶରୀରରେ ଟାଟୁ କରିବା ଆଜିକାଲି ଯୁବପିଢ଼ିଙ୍କ ପାଇଁ ଏକ ଫ୍ୟାଶନରେ ପରିଣତ ହୋଇଛି। ଟାଟୁ ଜରିଆରେ ଶରୀରରେ ବିଭିନ୍ନ ପ୍ରକାର ଚିତ୍ର କରୁଛନ୍ତି। ହେଲେ ଟାଟୁ ଜରିଆରେ ଶରୀରରେ ସ୍ଵାଧିନତା ସଂଗ୍ରାମୀମାନଙ୍କ...

ଆଜିର ବଡ଼ ଖବର (୦୩, ୨୦୧୯)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବା ପାଇଁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ‘ଆଜିର ବଡ଼ ଖବର’। ଜାଡ଼ରୁ ତ୍ରାହି ନାହିଁ, ୧୦ ଡିଗ୍ରୀ ତଳେ ୧୭ ସହର ସାରା ରାଜ୍ୟରେ ଶୀତର ଲହରୀ...

ସାବରିମାଲା ମନ୍ଦିରରେ ୨ ମହିଳା ପ୍ରବେଶ – କେରଳ ବନ୍ଦ, କଳା ଦିବସ ପାଳନ

ଓଡ଼ିଶାଲାଇଭ୍ ବ୍ୟୁରୋ ସାବରିମାଲା ମନ୍ଦିରରେ ବର୍ଷ ବର୍ଷର ପରମ୍ପରା ଭାଙ୍ଗି ବୁଧବାର ଦୁଇ ମହିଳା ମନ୍ଦିରରେ ପ୍ରବେଶ କରିଥିଲେ। ଏହାକୁ ବିରୋଧ କରି ରାଜ୍ୟରେ ବନ୍ଦ ପାଳନ ହେଉଛି। କେରଳର ସାବରିମାଲା ମନ୍ଦିରରେ ବର୍ଷ ବର୍ଷ...