National

ଗୁଜୁରାଟରେ ଛାତ୍ରଛାତ୍ରୀଙ୍କୁ ‘ୟେସ୍ ସାର୍’ ମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଜୁରାଟ ସରକାର ନୂଆବର୍ଷରେ ସ୍କୁଲପିଲାଙ୍କ ପାଇଁ ଏକ ଭଲ ନିୟମ ଆଣିଛନ୍ତି। ଏଣିକି ସ୍କୁଲରେ ଉପସ୍ଥାନ ସମୟରେ ଛାତ୍ରଛାତ୍ରୀ ମାନେ ‘ଜୟହିନ୍ଦ ଜୟଭାରତ’ କହିପାରିବେ। ସୋମବାର ଯାଏଁ ଛାତ୍ରଛାତ୍ରୀ  ସ୍କୁଲରେ ଉପସ୍ଥାନ...

କାଦରଙ୍କ ଫିଲ୍ମ କ୍ୟାରିଅର – ଦାଗ୍’ରୁ ଆରମ୍ଭ ‘ଦିମାକ୍ କି ଦହି’ରେ ଶେଷ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷୀୟାନ ଅଭିନେତା ତଥା ଲେଖକ କାଦର ଖାନ୍‌ଙ୍କର ପରଲୋକରେ ବଲିଉଡ ଜଗତରେ ଅପୂରଣୀୟ କ୍ଷତି ହୋଇଛି। କାଦରଙ୍କ ମୃତ୍ୟୁ ଖବର ସମଗ୍ର ସିନେ ଜଗତରେ ଦୁଃଖ ଭରିଦେଇଛି। ମଙ୍ଗଳବାର ସକାଳେ  ୮୧ବର୍ଷ...

ନୂଆ ବର୍ଷରୁ ଏସବିଆଇ ଅଫରରେ ପରିବର୍ତ୍ତନ, ଅଚଳ ହେବ ନନ୍‌ ଚିପ୍ ଏଟିଏମ୍ କାର୍ଡ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ୟାଙ୍କିଙ୍ଗ କ୍ଷେତ୍ର ସହ ଜଡ଼ିତ ଗ୍ରାହକଙ୍କ ପାଇଁ ଜରୁରୀ ଖବର। ନୂଆବର୍ଷରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ୫ଟି ନୂଆ ନିୟମ ଲାଗୁ ହେବ। ଜାନୁୟାରୀ ୧ ତାରିଖ ଅର୍ଥାତ ଆଜିଠୁ ଏହି ନୂଆ...

ଭାରତୀୟ ରେଲୱେରେ ୧୩ ହଜାରରୁ ଅଧିକ ପଦବୀ ପାଇଁ ବାହାରିଲା ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂତନ ବର୍ଷ ଅବସରରେ ଭାରତୀୟ ରେଲୱେ ଆଣିଛି ବମ୍ପର ଗିଫ୍ଟ। ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ଖୁସି ଖବର। ଭାରତୀୟ ରେଲୱେ ପକ୍ଷରୁ ଜୁନିଅର ଇଞ୍ଜିନିୟର ପଦ ପାଇଁ ବାହାରିଛି ୧୩...

ନୂଆବର୍ଷଠାରୁ ଶସ୍ତା ହେବ ୨୩ ସାମଗ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରସରକାରଙ୍କ ନବବର୍ଷ ଉପହାର। ମଙ୍ଗଳବାରଠାରୁ ଶସ୍ତା ହେବ ୨୩ଟି ସାମଗ୍ରୀ। ଜାନୁଆରୀ ୧ରୁ ୨୩ଟି ସାମଗ୍ରୀ ଲୋକମାନେ ଶସ୍ତାରେ ପାଇପାରିବେ। ସରକାର କିଛିଦିନ ତଳେ ଜିଏସ୍‌ଟି କାଉନସିଲ ବୈଠକରେ କେତେକ ସାମଗ୍ରୀରୁ ଜିଏସ୍‌ଟି...

୨୦୧୯ ନିର୍ବାଚନ ଲଢ଼ିବେ ଅଭିନେତା ପ୍ରକାଶ ରାଜ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଅଭିନେତା ପ୍ରକାଶ ରାଜ। ଚୁଇଟର ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ଅଭିନେତା ପ୍ରକାଶ ରାଜ ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।...

୧୦ ଜଣ ନୂଆ ମୁଖପାତ୍ରଙ୍କ ନାମରେ ମୋହର ମାରିଲେ ରାହୁଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ହିଁ କଂଗ୍ରେସ ନିଜ ପାର୍ଟିକୁ ମଜବୁତ ରଖିବା ପାଇଁ ସୋମବାର ୧୦ ଜଣଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି। ଏହି ମୁଖପାତ୍ରମାନେ ଏଣିକି ବିଭିନ୍ନ...

ନବବର୍ଷର ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବର୍ଷ ୨୦୧୯ର ପ୍ରଥମ ସୂର୍ଯ୍ୟୋଦୟ ହୋଇଛି। ସମସ୍ତେ ବର୍ଷର ପ୍ରଥମ ଦିନକୁ ସେଲିବ୍ରେଟ କରୁଛନ୍ତି ଭିନ୍ନ ଭିନ୍ନ ଢଙ୍ଗରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନୂଆବର୍ଷ ଲାଗି ଶୁଭେଛା ଜଣାଇଛନ୍ତି। ୨୦୧୯...

ଆରପାରିରେ ବର୍ଷିୟାନ ଆକ୍ଟର କାଦର ଖାନ

 ଓଡ଼ିଶାଲାଇଭ୍ ବ୍ୟୁରୋ କାଦର ଖାନଙ୍କ ପରଲୋକରେ ବଲିଉଡ ଜଗତରେ ସୃଷ୍ଟି ହୋଇଛି ଏକ ଅପୂରଣୀୟ କ୍ଷତି। ବର୍ଷିୟାନ ଆକ୍ଟର କାଦର ଖାନଙ୍କ ମଙ୍ଗଳବାର ପରଲୋକ ଘଟିଛି। ୮୧ ବର୍ଷ ବୟସରେ କାଦର ଶେଷ ନଶ୍ଵାସ ତ୍ୟାଗ କରିଛନ୍ତି।...

‘ହାପି ନ୍ୟୁ ଇୟର’ – ନୂଆ ଆଶା, ନୂଆ ସମ୍ଭାବନା ନେଇ ଆସିଛି ୨୦୧୯

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇଂରାଜୀ ନବବର୍ଷ ଉପଲକ୍ଷେ 'ଓଡ଼ିଶାଲାଇଭ୍‌'ର ଅଭିନନ୍ଦନ। ଆଜି ନୂଆ ବର୍ଷ। ବିଦାୟ ନେଇଛି ୨୦୧୮। ଆନନ୍ଦ, ଉଲ୍ଲାସର ସହ ସାରା ବିଶ୍ୱବାସୀ ୨୦୧୯କୁ କରିଛନ୍ତି ସ୍ୱାଗତ। ନୂଆ ସକାଳର ନୂଆ ଆଶା ନେଇ...