National

୭୩ ବର୍ଷରେ ପାଦ ଥାପିଲେ ରାଷ୍ଟ୍ରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଜନ୍ମଦିନ। ଭାରତର ୧୪ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ୭୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା...

ବଲିଉଡର ବ୍ୟାଡମ୍ୟାନ ଶକ୍ତି କପୁରଙ୍କ କମାଲ୍

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଅଶି ଦଶକରେ  କେତେକ ହିନ୍ଦୀ ସିନେମା ମୁକ୍ତିଲାଭ କରିଥିଲା, ଯେଉଁଥିରେ ଦର୍ଶକ ପ୍ରାୟତଃ ପ୍ରଖ୍ୟାତ ଚରିତ୍ର ଅଭିନେତା କାଦର ଖାନଙ୍କ ସହିତ ଶକ୍ତି କପୁରଙ୍କୁ ଦେଖିବାକୁ ପାଉଥିଲେ। ଏ ଦୁହେଁ...

ଇଣ୍ଡୋନେସିଆରେ ଭୂକମ୍ପ ପରେ ଆସିଲା ସୁନାମି, ମୃତ୍ୟୁ ସଂଖ୍ୟା ୩୮୪ ଟପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ଇଣ୍ଡୋନେସିଆରେ ସୁନାମି ହେବା ଫଳରେ ମୃତ୍ୟୁ ସଂଖ୍ୟା ୩୮୪କୁ ବୃଦ୍ଧି ପାଇଛି। ଉତ୍ତର ଇଣ୍ଡୋନେସିଆରେ ଶୁକ୍ରବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ପ୍ରଭାବରେ ସୁନାମି ଆସିବାରୁ ସମଗ୍ର ପାଲୁ ସହରରେ ଜଳର...

ପେଟ୍ରୋଲ, ଡିଜେଲ୍ ପରେ ବଢ଼ିବ ସିଲିଣ୍ଡର ଦର, ଅକ୍ଟୋବର ୧ ରୁ ଲାଗୁ ହେବ ଦର

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ୍ ପରେ ଏବେ ସିଲିଣ୍ଡରର ଦରକୁ ବଢ଼ାଇଛନ୍ତି। ଅକ୍ଟୋବର ୧ ରୁ ଲାଗୁ ହେବ ଏହି ଦର। କିଛିଦିନ ପୂର୍ବେ କେନ୍ଦ୍ର ସରକାର ତୈଳ ଦରକୁ ବୃଦ୍ଧି କରିଥିଲେ। ଯାହାଫଳରେ...

ନାଲ୍‌କୋ ମହିଳା ସମିତି ପକ୍ଷରୁ ଆଶ୍ରାର ଅନ୍ତେବାସୀମାନଙ୍କୁ ସହାୟତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱଚ୍ଛତା ପକ୍ଷ ଅବସରରେ ନାଲ୍‌କୋ ଏବଂ ନାଲ୍‌କୋ ମହିଳା ସମିତି ଆନୁକୂଲ୍ୟରେ ମିଶନ ଆଶ୍ରାର ଅନ୍ତେବାସୀମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ନାଲ୍‌କୋ ମହିଳା ସମିତିର ଅଧ୍ୟକ୍ଷା ପ୍ରୀତି ରାୟଙ୍କ ନେତୃତ୍ୱରେ ସମିତିର...

କେରଳ ସାବରିମାଲା ମନ୍ଦିରରେ ପ୍ରବେଶ କରିପାରିବେ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ କେରଳ ସାବରିମାଲା ମନ୍ଦିର ଉପରେ ଐତିହାସିକ ରାୟ ଦେଇଛନ୍ତି। କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିରରେ ପ୍ରବେଶ କରିପାରିବେ ମହିଳା ଶ୍ରଦ୍ଧାଳୁ। ଏହି ଐତିହାସିକ ରାୟ ଆଜି ଦେଇଛନ୍ତି...

ପତି, ପତ୍ନୀ ଓ ସେ – ବିଚାରପତି କ’ଣ କହିଲେ ପଢ଼ନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପରକୀୟା ବା ବ୍ୟଭିଚାରକୁ ଅପରାଧ ଶ୍ରେଣୀରୁ ବାହାର କରିବାକୁ ଯାଇ ସୁପ୍ରିମକୋର୍ଟ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୪୯୭କୁ ହଟାଇ ଦେଇଛନ୍ତି। ଏହାକୁ ଏକ 'ପୁରାତନ' ଚିନ୍ତାଧାରା ଓ ଅସାମ୍ବିଧାନିକ କହିଛନ୍ତି...
supreme court of India

ସୁପ୍ରିମକୋର୍ଟଙ୍କ ରାୟ, ପରକୀୟା ପ୍ରୀତି ଅପରାଧ ନୁହେଁ

ଓଡ଼ିଶାଲାଇଭ୍ ବ୍ୟୁରୋ ପରକୀୟା ପ୍ରୀତି ଅପରାଧ ନୁହେଁ ବୋଲି ଗୁରୁବାର ରାୟ ଶୁଣାଇଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଗୁରୁବାର ଆଉ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ବର୍ତ୍ତମାନ ଦାମ୍ପତ୍ୟ ଜୀବନରେ ବ୍ୟଭିଚାର ଏକ ଅପରାଧ ନୁହେଁ। କିନ୍ତୁ...

ଡିସେମ୍ବରରେ ବିବାହ କରିବେ ସାଇନା – କାଶ୍ୟପ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ବ୍ୟାଡ୍‌ମିଣ୍ଟନ ଜଗତର ଦୁଇ ଷ୍ଟାର ସାଇନା ଏବଂ କାଶ୍ୟପ ଡିସେମ୍ବର ୧୬ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଭାରତୀୟ ବ୍ୟାଡ୍‌ମିଣ୍ଟନ ଜଗତର ଦୁଇ ଖେଳାଳି ସାଇନା ଏବଂ କାଶ୍ୟପଙ୍କ...

ଏଣିକି ଗୁରୁତ୍ୱପୂର୍ଣ୍ଣ ଅଦାଲତ କାର୍ଯ୍ୟର ହେବ ସିଧାପ୍ରସାରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁପ୍ରିମକୋର୍ଟ ବୁଧବାର ଦିନ ଆଉ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ଅଦାଲତ କାର୍ଯ୍ୟର ସିଧାପ୍ରସାରଣ ଏବଂ ଭିଡିଓ ରେକର୍ଡିଂ କରିବାକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇଛନ୍ତି। ସୁପ୍ରିମକୋର୍ଟର ବରିଷ୍ଠ ସକିଲ ଇନ୍ଦିରା ଜୟସିଂହ...