National

ଜଟିଳ ହେଉଛି ରାଜ୍ୟସଭା ଅଙ୍କ! ଅମିତ ଶାହଙ୍କ ପରେ ନବୀନଙ୍କ ସମର୍ଥନ ଲୋଡ଼ିଲେ ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନରେ ବିଜେଡିର ଗୁରୁତ୍ୱ ବଢ଼ିଛି। ଅମିତ ଶାହଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡିର ସମର୍ଥନ ଲୋଡ଼ିଛନ୍ତି। ରାତି ପାହିଲେ ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ...

ଏମ୍ କରୁଣାନିଧିଙ୍କୁ ଅଶ୍ରୁଳ ବିଦାୟ – ଜନସମୁଦ୍ର ପାଲଟିଲା ମରିନା ବିଚ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଦାୟ ନେଲେ ଡିଏମ୍‌କେ ସୁପ୍ରିମୋ ଏମ କରୁଣାନିଧି। ଲକ୍ଷଲକ୍ଷ ସମର୍ଥକଙ୍କ ଗହଣରେ ମରିନା ବିଚ୍‌ରେ ଏହି ମହାନ ଜନନେତାଙ୍କୁ ଦିଆଯାଇଛି ସମାଧି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କୁ ଦିଆଯାଇଛି ଅଶ୍ରୁଳ ବିଦାୟ।...

ତାନ୍ତ୍ରିକ କଥାରେ ପଡ଼ି ଛଅବର୍ଷର ଝିଅକୁ ମାରି ପୋତି ଦେଲେ ବାପା-ମା’

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁସ୍ଥ ସନ୍ତାନଟିଏ ପାଇବା ଆଶାରେ ଛଅବର୍ଷର ରୋଗୀଣା ଝିଅକୁ ତଣ୍ଟି ଚିପି ମାରି ନିଜ ଘରେ ପୋତି ଦେଲେ ମୋରାଦାବାଦର ଜଣେ ଦମ୍ପତି। ଅନ୍ଧବିଶ୍ୱାସରୁ ଜଘନ୍ୟ ଅପରାଧ। ସୁସ୍ଥ ସନ୍ତାନଟିଏ ପାଇବା...

ସ୍ତ୍ରୀ ପାଇଁ ରାଜପଥରେ ହାତାହାତି ହେଲେ ଦୁଇ ଦାବିଦାର ସ୍ୱାମୀ, ବାଜି ମାରିନେଲା ଆଉ ଜଣେ

ଓଡ଼ିଶାଲାଇଭ୍‍ ବ୍ୟୁରୋ ବାଙ୍ଗାଲୋର-ପୁଣେ ୪୮ ନମ୍ବର ଜାତୀୟ ରାଜପଥରେ ଜଣେ ମହିଳାଙ୍କ ଉପସ୍ଥିତିରେ ତାଙ୍କର ଦୁଇ ଦାବିଦାର ସ୍ୱାମୀଙ୍କ ମଧ୍ୟରେ ମାରପିଟ ହେବା ପରେ ପୋଲିସ ଉଭୟଙ୍କୁ ଧରି ଥାନାକୁ ନେଇଛି। ହେଲେ ମହିଳାଜଣକ...

ଜାତୀୟ ଉଦ୍ୟାନରେ ହାତୀ ଚଢ଼ି ବୁଲିବା ଉପରେ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ନିଷେଧାଦେଶ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଉତ୍ତରାଖଣ୍ଡ ହାଇକୋର୍ଟ ଜିମ୍‌ କର୍ବେଟ୍‌ ଜାତୀୟ ଉଦ୍ୟାନ ଏବଂ ରାଜାଜୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ହାତୀ ଉପରେ ଚଢ଼ି ଜଙ୍ଗଲ ଭିତରେ ବୁଲିବା ଉପରେ ନିଷେଧାଦେଶ ଜାରି କରିଛନ୍ତି। ଉତ୍ତରାଖଣ୍ଡର ଜିମ୍‌...

ବିଜେଡି ସାଂସଦଙ୍କୁ ଭେଟିଲେ ଏନଡିଏ ପ୍ରାର୍ଥୀ ହରିବଂଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆଦିଲ୍ଲୀରେ ବିଜେଡି ସାଂସଦଙ୍କୁ ଭେଟିଛନ୍ତି ଏନଡିଏର ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ। ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ଆଜି ବିଜେଡି ସାଂସଦମାନଙ୍କୁ ଭେଟିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେଡି କାର୍ଯ୍ୟାଳୟକୁ ଆସି...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ – କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେଲେ ବିକେ ହରିପ୍ରସାଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ବୁଧବାରଦିନ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ବିକେ ହରିପ୍ରସାଦଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଅଗଷ୍ଟ ୯ରେ ହେବାକୁ ଥିବା ରାଜ୍ୟସଭା...

କରୁଣାନିଧିଙ୍କ ଶେଷ ଦର୍ଶନ ପାଇଁ ଲୋକଙ୍କ ସୁଅ ଛୁଟୁଛି – ପ୍ରଧାନମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କାଲାଇଗ୍ନାର ମୁଥୁଭେଲ୍‌ କରୁଣାନିଧିଙ୍କ ଅନ୍ତିମ ଦର୍ଶନ ପାଇଁ ଲୋକଙ୍କ ସୁଅ ଛୁଟିବାରେ ଲାଗିଛି। ଡିଏମ୍‌କେ ସୁପ୍ରିମୋ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧିଙ୍କ ମୃତ୍ୟୁ ପରେ କେନ୍ଦ୍ର...

କରୁଣାନିଧିଙ୍କ ସଫଳତାର କାହାଣୀ – ଫିଲ୍ମ ଇଣ୍ଡଷ୍ଟ୍ରିରୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଫିଲ୍ମ ଦୁନିଆରୁ ମୁଖ୍ୟମନ୍ତ୍ରୀ ହେବା କିଛି ଛୋଟିଆ କଥା ନୁହେଁ। ହେଲେ ଡିଏମ୍‌କେ ସୁପ୍ରିମୋ କରୁଣାନିଧି ଏହି ସଫଳତା ହାସଲ କରିଥିଲେ। ରାଜନୀତିରେ ସକ୍ରିୟ ଥିବା ବେଳେ ସେ ଯେତିକି ଲୋକପ୍ରିୟ ଥିଲେ...

ଆରପାରିରେ କରୁଣାନିଧି -ସମର୍ଥକଙ୍କ ଆଖିରେ ଲୁହ, ତାମିଲନାଡୁରେ ୭ ଦିନିଆ ଶୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ କାବେରୀ ହସ୍ପିଟାଲ ବାହାରେ ସମର୍ଥକଙ୍କ ଭିଡ଼ ସାରା ଦେଶରେ ଶୋକର ଛାୟା ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ପ୍ରକାଶ କଲେ ଶୋକ ତାମିଲନାଡ଼ୁରେ ଥିଏଟର ବନ୍ଦ ଚାଲିଗଲେ ଦକ୍ଷିଣ ଭାରତ ରାଜନୀତିର ପିତାମହ ଏମ୍...