National

କରୁଣାନିଧିଙ୍କ ମୃତ୍ୟୁ ପରେ ଡିଏମକେର ଭାର କିଏ ସମ୍ଭାଳିବ? ଦୁଇଭାଇଙ୍କ ମଧ୍ୟରେ ଟଣାଓଟରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ ଏମ୍‌ କରୁଣାନିଧିଙ୍କ ମୃତ୍ୟୁକୁ ୧ ସପ୍ତାହ ବିତି ଯାଇଛି। ତାଙ୍କ ପରେ କିଏ ଡିଏମ୍‌କେ ଭାର ସମ୍ଭାଳିବ ତାକୁ ନେଇ ଚାଲିଛି ଟଣାଓଟରା। ଡିଏମକେ...

ଏକକାଳୀନ ନିର୍ବାଚନ କରିପାରିବେନି ନିର୍ବାଚନ କମିଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ବର୍ଷ ଏପ୍ରିଲ ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନ ଓ ୫ଟି ବିଧାନସଭା ନିର୍ବାଚନ ଉପରେ ନିର୍ବାଚନ କମିଶନରଙ୍କ ଦୃଷ୍ଟି ରହିଛି। ଗୋଟିଏ ପଟେ ଲୋକସଭା ଓ ବିଧାନସଭା ପାଇଁ ଏକକାଳୀନ...

ବନ୍ଧୁତା ଦିବସ ପାଇଁ ବାପାଙ୍କ ୪୬ ଲକ୍ଷ ଟଙ୍କା ଚୋରି କରି ସାଙ୍ଗମାନଙ୍କୁ ବାଣ୍ଟି ଦେଲା ପୁଅ

ଓଡ଼ିଶାଲାଇଭ୍‍ ବ୍ୟୁରୋ ବନ୍ଧୁତା ଦିବସ ଉପଲକ୍ଷେ ବିଲଡର ବାପାଙ୍କ ଆଲମିରାରୁ ୪୬ ଲକ୍ଷ ଟଙ୍କା ଆଣି ସାଙ୍ଗମାନଙ୍କୁ ବାଣ୍ଟି ଦେଇଥିଲା ପୁଅ। ବନ୍ଧୁତା ଦିବସ ଉପଲକ୍ଷେ ବନ୍ଧୁମାନଙ୍କୁ ଉପହାର ଦେବାକୁ ସ୍ଥିର କଲା ଜଣେ...

କୁକୁରକୁ ଅଟୋ ପଛରେ ବାନ୍ଧି ଦୁଇ କିଲୋମିଟର ଘୋଷାଡ଼ି ନେଲେ ଉନ୍ମତ୍ତ ଡ୍ରାଇଭର

ଓଡ଼ିଶାଲାଇଭ୍‍ ବ୍ୟୁରୋ ଜଣେ ଅଟୋ ଡ୍ରାଇଭରଙ୍କ ବିକୃତ ଚିନ୍ତାଧାରାର ଶିକାର ହୋଇଛି ଗୋଟିଏ କୁକୁର। ଅଟୋ ପଛରେ ବନ୍ଧା ହୋଇଥିବା ଅବସ୍ଥାରେ ଦୁଇ କିଲୋମିଟର ଯାଏ ଘୋଷାଡ଼ି ହୋଇଯାଇଥିବା ଏହି ବୁଲା କୁକୁରର ଅବସ୍ଥା...

ଅପହରଣ ଅଭିଯୋଗର ମୁକାବିଲା ପାଇଁ ବିବାହ ଉତ୍ସବର ଲାଇଭ୍‌ ଷ୍ଟ୍ରିମିଂ

ଓଡ଼ିଶାଲାଇଭ୍‍ ବ୍ୟୁରୋ ବିବାହର ଜୀବନ୍ତ ପ୍ରମାଣ ଗଢ଼ିବା ଲାଗି ବିବାହ ଉତ୍ସବକୁ ଫେସବୁକରେ ଲାଇଭ୍‌ ଷ୍ଟ୍ରିମିଂ କଲେ ପ୍ରେମୀଯୁଗଳ। ପ୍ରେମୀଯୁଗଳ ଭିନ୍ନ ଭିନ୍ନ ଜାତିର ହୋଇଥିବାରୁ ଉଭୟଙ୍କ ଘରଲୋକେ ବିବାହକୁ ବିରୋଧ କରୁଥିଲେ। ଝିଅଘର ଲୋକେ...

ସୋମନାଥ ଚାଟାର୍ଜୀ – ହିନ୍ଦୁବାଦୀ ବାପାଙ୍କ କମ୍ୟୁନିଷ୍ଟ ପୁଅ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ସୋମବାରଦିନ ୮୯ବର୍ଷ ବୟସରେ ପରଲୋକ ଘଟିଛି। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଭିତରେ ଗୋଟିଏ ହେଉଛି ଲୋକସଭାର ବାଚସ୍ପତି ପଦ। ଏହି ପଦର ମର୍ଯ୍ୟାଦା ବଢାଇଥିବା...

ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କର ସୋମବାର ଦିନ ପରଲୋକ ହୋଇଯାଇଛି। ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ। ହୃଦ୍‌ଘାତରେ ଆକ୍ରାନ୍ତ ହେବା ପରେ ତାଙ୍କୁ କୋଲ୍‌କାତାର ଏକ ଡାକ୍ତରଖାନାରେ ଭେଣ୍ଟିଲେଟର୍‌ରେ...

କେରଳରେ ବନ୍ୟା – ୩୭ ଲୋକଙ୍କ ମୃତ୍ୟୁ, ୭୨ ଘଣ୍ଟା ଯାଏଁ ରେଡ୍ ଆଲର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେରଳରେ ଦେଖାଦେଇଛି ପ୍ରଳୟଙ୍କାରୀ ବନ୍ୟା। ଫଳରେ କେରଳର ଅଧିକାଂଶ ଜିଲ୍ଲା ଜଳମଗ୍ନ ହୋଇଯାଇଛି। ବନ୍ୟା ପାଣି ଜମି ଏବଂ ଘରେ ପସି ଯାଇଛି। ଫଳରେ ବନ୍ୟାବିପନ୍ନଙ୍କୁ ବିସ୍ଥାପିତ କରାଯାଇଛି। ଏହି ବନ୍ୟାରେ...

କୋଲକାତାରେ ଗର୍ଜିଲେ ଅମିତ ଶାହ – ‘ମମତା ସରକାରର ଶିଘ୍ର ହେବ ପତନ’

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଲକତାରେ ଗର୍ଜିଲେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ। ପଶ୍ଚିମବଙ୍ଗରେ ଅନୁଷ୍ଟିତ ଏକ କାର୍ଯ୍ୟକ୍ରମରେ ମମତା ବାନାର୍ଜିଙ୍କ ନେତୃତ୍ଵାଧୀନ ତୃଣମୂଳ ସରକାରଙ୍କ ଉପରେ ଗର୍ଜିଛନ୍ତି। “ଆଜିର କାର୍ଯ୍ୟକ୍ରମରେ ଲୋକଙ୍କ ଭିଡ଼...

ବିମାନ ଚୋରି କରି ଖସି ପଳାଉଥିଲା ଯୁବକ – ଅଧାବାଟରେ ଦୁର୍ଘଟଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମେରିକାର ସିଏଟଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଶୁକ୍ରବାର ରାତିରେ ଅପହରଣ କରି ଉଡ଼ାଇ ନେଉଥିବା ବିମାନଟି ଅଳ୍ପ ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କାର ଚୋରି, ଭାରତୀୟ ରେଳବାଇର...