National

ନୂଆ ଜୀବନ ପାଇଲେ ଶ୍ରମିକ, ପେଟରେ ପଶି ପିଠି ପଟେ ବାହାରିଥିଲା ଲୁହାଛଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଲକାତା ନିକଟ ଦକ୍ଷିଣ ୨୪ ପ୍ରଗଣାର ବାରୁଇପୁରର ଘଟଣା ୪୦ କିଲୋମିଟର ଦୂର ମେଡିକାଲକୁ ଆସିଲେ ଶ୍ରମିକ ସାଢ଼େ ତିନି ଘଣ୍ଟାର ଅପରେସନ ପରେ ବାହାରିଲା ଲୁହାଛଡ଼ କଟରରେ କଟାଗଲା...

ମହାରାଷ୍ଟ୍ରର କ୍ରାନ୍ତି ବନ- ସ୍ଵାଧୀନତା ସଂଗ୍ରାମୀମାନଙ୍କ ନାଁରେ ସାତ ଶହ ଗଛ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରର କ୍ରାନ୍ତି ବନରେ ଲାଗିଛି ସ୍ଵାଧୀନତା ସଂଗ୍ରାମୀମାନଙ୍କ ନାଁରେ ସାତ ଶହ ଗଛ। କେଉଁ ଗଛର ନାଁ ଚନ୍ଦ୍ରଶେଖର ଆଜାଦ ତ ଆଉ କେଉଁଟିର ବିର୍ସା ମୁଣ୍ଡା। ସ୍ଵାଧୀନତା ସଂଗ୍ରାମୀମାନଙ୍କ ନାଁରେ ନାମିତ...

ମୋଦି କହିଲେ – ‘ଧନ୍ୟବାଦ ନବୀନବାବୁ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କ ପାଇଁ ବିଜେଡିର ସମର୍ଥନ ଲୋଡ଼ିଥିଲେ ନରେନ୍ଦ୍ର ମୋଦି। ବିଜେଡି ସମର୍ଥନ ଦେବା ପରେ ଆଜି ମୋଦି ଫୋନରେ ନବୀନଙ୍କୁ ଦେଇଛନ୍ତି ଧନ୍ୟବାଦ। ରାଜ୍ୟସଭା ଉପାଧ୍ୟକ୍ଷ...

ମହଙ୍ଗା ପଡ଼ିଲା କିକି ଷ୍ଟଣ୍ଟ୍‌, ତିନି ଦିନ ପାଇଁ ଷ୍ଟେସନ ସଫା କରିବାକୁ ତିନି ଯୁବକଙ୍କୁ ନିର୍ଦ୍ଦେଶ ଦେଲେ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହଙ୍ଗା ପଡ଼ିଲା କିକି ଷ୍ଟଣ୍ଟ୍‌, ତିନି ଦିନ ପାଇଁ ଷ୍ଟେସନ ସଫା କରିବାକୁ ତିନି ଯୁବକଙ୍କୁ ନିର୍ଦ୍ଦେଶ ଦେଲେ ରେଳବାଇ କୋର୍ଟ। ମହଙ୍ଗା ପଡ଼ିଲା କିକି ଚ୍ୟାଲେଞ୍ଜ। ମୁମ୍ବାଇର ଲୋକାଲ ଟ୍ରେନ୍‌ ଆଗରେ...

ରାଜ୍ୟସଭା ନିର୍ବାଚନ – ରାହୁଲଙ୍କ ରଣନୀତି ଉପରେ ଉଠିଲା ପ୍ରଶ୍ନ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧୀ ଏକତାକୁ ଲାଗିଛି ବଡ଼ ଝଟ୍‌କା। ସମସ୍ତେ ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ରଣନୀତି ଉପରେ ଆଙ୍ଗୁଳି ଉଠାଇଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଗୁରୁବାର...

ଚିଦାମ୍ବରମ୍ ମାରିଲେ ବାଣ – କହିଲେ, “ନିଜ ଗୋଡ଼ରେ ନିଜେ ଗୁଳି ମାରିଛି ବିଜେଡି”

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡି ସମର୍ଥନରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ହୋଇଛନ୍ତି ରାଜ୍ୟସଭା ଉପାଧ୍ୟକ୍ଷ। ବିରୋଧୀ ଦଳର ପ୍ରାର୍ଥୀ ବି କେ ହରିପ୍ରସାଦ ପରାଜିତ ହୋଇଛନ୍ତି। ଏହାକୁ ନେଇ ରାଜନୀତିରେ ଆରୋପ ପ୍ରତ୍ୟାରୋପ...

ମୋଦିଙ୍କ ସହ ହାତ ମିଳାଇବାକୁ ମନାକଲେ ଅରୁଣ ଜେଟଲୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହାତ ମିଳାଇବାକୁ ମନା କଲେ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ। ଜାଣନ୍ତୁ କାହିଁକି? ଗୁରୁବାରଦିନ ରାଜ୍ୟସଭାରେ ଥିଲା ଉପାଧ୍ୟକ୍ଷ ନିର୍ବାଚନ। ଉପାଧ୍ୟକ୍ଷ ପାଇଁ ନିର୍ବାଚନ ହେଉଥିବାରୁ ଭୋଟିଂ...

କେରଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ – ୨୨ ମୃତ, ଅନେକ ନିଖୋଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେରଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି। କେରଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଆସିଛି ବନ୍ୟା। ବିଭିନ୍ନ ସ୍ଥାନରେ...

ବହିର ମଲାଟ ବଦଳାଇ ଲେଖକ ସାଜିଥିବା ଠକ ଧରାପଡ଼ିଲା

ଓଡ଼ିଶାଲାଇଭ୍‍ ବ୍ୟୁରୋ ନିଜକୁ ଜଣେ ବିଶିଷ୍ଟ ଲେଖକ ଏବଂ ଏକ ବିଦେଶୀ ବିମାନ ଚଳାଚଳ ସଂସ୍ଥାର ପଦସ୍ଥ ଅଧିକାରୀ ରୂପେ ଉପସ୍ଥାପନ କରି ଲୋକଙ୍କୁ ଭୂଆଁ ବୁଲାଇ ଟଙ୍କା ଠକି ନେଉଥିବା ୨୪ ବର୍ଷର...

ଚଉଦ ବର୍ଷ ଜେଲରେ ରହି ମୃତ୍ୟୁ ପରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ହତ୍ୟା ଅଭିଯୁକ୍ତ

ଓଡ଼ିଶାଲାଇଭ୍‍ ବ୍ୟୁରୋ ପତ୍ନୀହତ୍ୟା ଅଭିଯୋଗରେ ତଳକୋର୍ଟ ଦ୍ୱାରା ଆଜୀବନ କାରାଦଣ୍ଡାଦେଶ ପାଇଥିବା ବିମଳେନ୍ଦୁଙ୍କୁ କଲିକତା ହାଇକୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। କିନ୍ତୁ ଏହି ରାୟ ଶୁଣିବାକୁ ସେ ଆଉ ନାହାନ୍ତି। ଦୁଇବର୍ଷ ଆଗରୁ ତାଙ୍କର...