National

ସ୍ତ୍ରୀ ପାଇଁ ରାଜପଥରେ ହାତାହାତି ହେଲେ ଦୁଇ ଦାବିଦାର ସ୍ୱାମୀ, ବାଜି ମାରିନେଲା ଆଉ ଜଣେ

ଓଡ଼ିଶାଲାଇଭ୍‍ ବ୍ୟୁରୋ ବାଙ୍ଗାଲୋର-ପୁଣେ ୪୮ ନମ୍ବର ଜାତୀୟ ରାଜପଥରେ ଜଣେ ମହିଳାଙ୍କ ଉପସ୍ଥିତିରେ ତାଙ୍କର ଦୁଇ ଦାବିଦାର ସ୍ୱାମୀଙ୍କ ମଧ୍ୟରେ ମାରପିଟ ହେବା ପରେ ପୋଲିସ ଉଭୟଙ୍କୁ ଧରି ଥାନାକୁ ନେଇଛି। ହେଲେ ମହିଳାଜଣକ...

ଜାତୀୟ ଉଦ୍ୟାନରେ ହାତୀ ଚଢ଼ି ବୁଲିବା ଉପରେ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ନିଷେଧାଦେଶ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଉତ୍ତରାଖଣ୍ଡ ହାଇକୋର୍ଟ ଜିମ୍‌ କର୍ବେଟ୍‌ ଜାତୀୟ ଉଦ୍ୟାନ ଏବଂ ରାଜାଜୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ହାତୀ ଉପରେ ଚଢ଼ି ଜଙ୍ଗଲ ଭିତରେ ବୁଲିବା ଉପରେ ନିଷେଧାଦେଶ ଜାରି କରିଛନ୍ତି। ଉତ୍ତରାଖଣ୍ଡର ଜିମ୍‌...

ବିଜେଡି ସାଂସଦଙ୍କୁ ଭେଟିଲେ ଏନଡିଏ ପ୍ରାର୍ଥୀ ହରିବଂଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆଦିଲ୍ଲୀରେ ବିଜେଡି ସାଂସଦଙ୍କୁ ଭେଟିଛନ୍ତି ଏନଡିଏର ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ। ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ଆଜି ବିଜେଡି ସାଂସଦମାନଙ୍କୁ ଭେଟିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେଡି କାର୍ଯ୍ୟାଳୟକୁ ଆସି...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ – କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେଲେ ବିକେ ହରିପ୍ରସାଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ବୁଧବାରଦିନ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ବିକେ ହରିପ୍ରସାଦଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଅଗଷ୍ଟ ୯ରେ ହେବାକୁ ଥିବା ରାଜ୍ୟସଭା...

କରୁଣାନିଧିଙ୍କ ଶେଷ ଦର୍ଶନ ପାଇଁ ଲୋକଙ୍କ ସୁଅ ଛୁଟୁଛି – ପ୍ରଧାନମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କାଲାଇଗ୍ନାର ମୁଥୁଭେଲ୍‌ କରୁଣାନିଧିଙ୍କ ଅନ୍ତିମ ଦର୍ଶନ ପାଇଁ ଲୋକଙ୍କ ସୁଅ ଛୁଟିବାରେ ଲାଗିଛି। ଡିଏମ୍‌କେ ସୁପ୍ରିମୋ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧିଙ୍କ ମୃତ୍ୟୁ ପରେ କେନ୍ଦ୍ର...

କରୁଣାନିଧିଙ୍କ ସଫଳତାର କାହାଣୀ – ଫିଲ୍ମ ଇଣ୍ଡଷ୍ଟ୍ରିରୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଫିଲ୍ମ ଦୁନିଆରୁ ମୁଖ୍ୟମନ୍ତ୍ରୀ ହେବା କିଛି ଛୋଟିଆ କଥା ନୁହେଁ। ହେଲେ ଡିଏମ୍‌କେ ସୁପ୍ରିମୋ କରୁଣାନିଧି ଏହି ସଫଳତା ହାସଲ କରିଥିଲେ। ରାଜନୀତିରେ ସକ୍ରିୟ ଥିବା ବେଳେ ସେ ଯେତିକି ଲୋକପ୍ରିୟ ଥିଲେ...

ଆରପାରିରେ କରୁଣାନିଧି -ସମର୍ଥକଙ୍କ ଆଖିରେ ଲୁହ, ତାମିଲନାଡୁରେ ୭ ଦିନିଆ ଶୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ କାବେରୀ ହସ୍ପିଟାଲ ବାହାରେ ସମର୍ଥକଙ୍କ ଭିଡ଼ ସାରା ଦେଶରେ ଶୋକର ଛାୟା ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ପ୍ରକାଶ କଲେ ଶୋକ ତାମିଲନାଡ଼ୁରେ ଥିଏଟର ବନ୍ଦ ଚାଲିଗଲେ ଦକ୍ଷିଣ ଭାରତ ରାଜନୀତିର ପିତାମହ ଏମ୍...

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ପରଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କ ପରଲୋକ। ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ଗତକିଛିଦିନ ହେବ ଗୁରୁତର ଅବସ୍ଥାରେ ଚେନ୍ନାଇର କାବେରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କରୁଣାନିଧି। ମଙ୍ଗଳବାରଦିନ ସନ୍ଧ୍ୟା...

କରୁଣାନିଧିଙ୍କ ଅବସ୍ଥା ଆହୁରି ଗୁରୁତର – ତାମିଲନାଡୁରେ ହାଇଆଲର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମେ୍‌କ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି। ସେ ଚିକିତ୍ସିତ ହେଉଥିବା ଚେନ୍ନାଇର କାଭେରୀ ହସ୍ପିଟାଲ ପକ୍ଷରୁ ଜାରି ଏକ ସ୍ୱାସ୍ଥ୍ୟ ବୁଲେଟିନରେ୍‌...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ – ତରଳୁଛି ନବୀନଙ୍କ ମନ!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ପାଇଁ ଆଜି ତିନି ଜଣ ଜାତୀୟ ସ୍ତରର ନେତା ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି। ବିଜେପି ସଭାପତି ଅମିତ ଶାହ,...