National

ଖାତକୁ ଖସିପଡ଼ିଲା ବସ୍‌, ୧୪ମୃତ, ୧୭ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ୧୪ଜଣଙ୍କ ମୃତ୍ୟୁ ଓ ୧୭ଜଣ ଗୁରୁତର ଆହତ ହୋଇଛନ୍ତି।  ଉତ୍ତରାଖଣ୍ଡର ତେହେରି ଜିଲାର ଚମ୍ବା ସହରଠାରୁ ୧୫କିମି ଦୂରରେ କିରଗାନୀସ୍ଥିତ ରିଷିକେଶ-ଚମ୍ବା-ଗଙ୍ଗୋତ୍ରୀ ଜାତୀୟ ରାଜପଥ ଉପରେ...

ଖସିପଡ଼ିଲା ମିଗ୍‌-୨୧ ବିମାନ, ପାଇଲଟ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହିମାଚଳ ପ୍ରଦେଶରେ କାଙ୍ଗରାଠାରେ ବୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କର ମୃତ୍ୟୁ ଘଟିଛି। ଉଦ୍ଧାରକାର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭାରତୀୟ ବାୟୁସେନାର ମିଗ୍-୨୧...

ଟ୍ରେନ୍‌ ଭିତରେ ମୂଷା ଦେଖିଲେ ଅଭିଯୋଗ କରନ୍ତୁ, ମିଳିବ ପୁରସ୍କାର!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟ୍ରେନ୍‌ ଭିତରେ ମୂଷା ଡେଉଁଥିବାର ଦେଖି ଅଭିଯୋଗ କରିଥିଲେ ମୁମ୍ବାଇର ଓକିଲ। ମିଳିଲା ୧୯ ହଜାର ଟଙ୍କା କ୍ଷତିପୂରଣ। ଯାତ୍ରୀ ସୁରକ୍ଷା ଏବଂ ସମୟାନୁବର୍ତ୍ତିତା କ୍ଷେତ୍ରରେ ରେଳବିଭାଗର ପ୍ରଦର୍ଶନ କଥା ଊଣାଅଧିକେ ସମସ୍ତେ...

ଗ୍ରାହକଙ୍କ ହାତରେ ରହୁ ଟେଲିକମ୍‌ ଡାଟାର ମାଲିକାନା: ଟ୍ରାଇ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଟେଲିକମ୍‌ ଉପଭୋକ୍ତା ହିଁ ସେ ବ୍ୟବହାର କରୁଥିବା ଡାଟାର ପ୍ରକୃତ ମାଲିକ। ଇଣ୍ଟରନେଟ୍‌ ସଂସ୍ଥା ବା ମୋବାଇଲ କମ୍ପାନି କେବଳ ସଂରକ୍ଷକ ଭାବେ ରହିବା ଉଚିତ। ଏହି ସୁପାରିସ କରିଛନ୍ତି ଟେଲିକମ୍‌...

ଲୋକସଭାରେ ମୋଦି ସରକାର ଦେବେ ଅଗ୍ନିପରୀକ୍ଷା, ଅନାସ୍ଥା ପ୍ରସ୍ତାବ ଗ୍ରହଣ କଲେ ବାଚସ୍ପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ। ଆସନ୍ତା ଶୁକ୍ରବାର ଦିନ ମୋଦି ସରକାର ଦେବେ ଅଗ୍ନି ପରୀକ୍ଷା। ଚାରି ବର୍ଷର ଶାସନ ପରେ ମୋଦି ସରକାର...

ବିଜେପି ଛାଡ଼ିଲେ ଚନ୍ଦନ ମିତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚନ୍ଦନ ମିତ୍ର ଇସ୍ତଫା ଦେଇଥିବାରୁ ପଶ୍ଚିମବଙ୍ଗରେ ବିଜେପିକୁ ଲାଗିଛି ବଡ଼ ଝଟ୍‌କା। ପୂର୍ବତନ ସାଂସଦ ତଥା ବିଜେପିର ବରିଷ୍ଠ ନେତା ଚନ୍ଦନ ମିତ୍ର ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତୃଣମୂଳ କଂଗ୍ରେସରେ ଯୋଗଦେବା...

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ରଘୁନାଥ ମହାପାତ୍ର, ସୋନାଲ ମାନସିଂହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭାକୁ ମନୋନୀତ ହୋଇଥିବା ଓଡ଼ିଶାର ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଆଜି ଶପଥ ନେଇଛନ୍ତି। ରାଜ୍ୟସଭାର ଅଧ୍ୟକ୍ଷ ଏମ୍‌ ଭେଙ୍କିଆ ନାଇଡୁଙ୍କ ଉପସ୍ଥିତିରେ ଶ୍ରୀ ମହାପାତ୍ର ଓଡ଼ିଆ ଭାଷାରେ ଶପଥ...

ସଂସଦର ମୌସୁମୀ ଅଧିବେଶନ, ଆରମ୍ଭରୁ ହଙ୍ଗାମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଂସଦର ମୌସୁମୀ ଅଧିବେଶନରୁ ଲୋକସଭାରେ ହଙ୍ଗାମା। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଟିଡିପି ଏବଂ ୱାଇଏସ୍‌ଆର୍‌ କଂଗ୍ରେସ ସାଂସଦ ପ୍ରତିବାଦ କରୁଛନ୍ତି। ସଂସଦର ମୌସୁମୀ ଅଧିବେଶନ ଅଜିଠାରୁ ଆରମ୍ଭ ହୋଇଛି।...

ଧାରା ୩୭୭ ଉଚ୍ଛେଦ ପ୍ରସଙ୍ଗ – ଶୁକ୍ରବାର ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ବିବେଚନା କରୁଥିବା ସମ୍ବିଧାନର ଧାରା ୩୭୭ ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ପୂର୍ବ ରାୟକୁ ସଂରକ୍ଷିତ ରଖିଛନ୍ତି। ପୂର୍ବ ସପ୍ତାହଠାରୁ ଆରମ୍ଭ ହୋଇଥିବା ମାରାଥନ୍ ଶୁଣାଣି ପରେ...

ଝାଡ଼ଖଣ୍ଡରେ ସ୍ୱାମୀ ଅଗ୍ନିବେଶଙ୍କୁ ମରଣାନ୍ତକ ଆକ୍ରମଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡ ପାକୁଡ଼ା ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ବିଶିଷ୍ଟ ସମାଜସେବୀ ସ୍ୱାମୀ ଅଗ୍ନିବେଶଙ୍କୁ ମରଣାନ୍ତକ ଆକ୍ରମଣ। ଏହି ଆକ୍ରମଣ ପଛରେ ବିଜେପି ଯୁବମୋର୍ଚ୍ଚାର ହାତ ରହିଥିବା କୁହାଯାଉଛି। ସ୍ୱାମୀ ଅଗ୍ନିବେଶ ଏକ...