ଆନ୍ତଃରାଜ୍ୟ କାଉନସିଲ୍ ବୈଠକରେ ନବୀନ ଉଠାଇଲେ ଓଡ଼ିଶା ଦାବି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ତଃରାଜ୍ୟ କାଉନସିଲ୍ର ଷ୍ଟାଣ୍ଡିଂ କମିଟି ବୈଠକରେ ଓଡ଼ିଶାର ୩ଟି ପ୍ରମୁଖ ଦାବି ଉଠିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି ଉଠାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଲେ, "ଶୀଘ୍ର ଗଠନ କର ମହାନଦୀ ଟ୍ରିବ୍ୟୁନାଲ"
...
ପ୍ରଦୂଷଣ ରୋକିବା ପାଇଁ ଆସୁଛି ବିଦ୍ୟୁତ ଚାଳିତ କାର୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବଢ଼ି ଚାଲିଛି ପେଟ୍ରୋଲ୍ ଏବଂ ଡିଜେଲ୍ ଦର। ପେଟ୍ରୋଲ-ଡିଜେଲ୍ ଚାଳିତ କାର୍ ଯୋଗୁଁ ପରିବେଷ ହେଉଛି ପ୍ରଦୂଷିତ। ଏଥିପାଇଁ ବହୁ ପରିବେଶବିତ୍ ଚିନ୍ତାବ୍ୟକ୍ତ କରୁଛନ୍ତି। ଏହାଛଡ଼ା ପେଟ୍ରୋଲ-ଡିଜେଲ ଦର ବଢ଼ୁଥିବାରୁ ଗାଡ଼ି...
ଡିସେମ୍ବର ପହିଲାରେ ‘ପଦ୍ମାବତୀ’: ଭାରତରେ ନୁହେଁ ଲଣ୍ଡନରେ ହେବ ରିଲିଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିସେମ୍ବର ପହିଲାରେ ପରଦାକୁ ଆସିବ ବିବାଦୀୟ ଫିଲ୍ମ 'ପଦ୍ମାବତୀ'। ହେଲେ ଏହା ଭାରତରେ ନୁହେଁ, ଲଣ୍ଡନରେ ହେବ ରିଲିଜ। ଫିଲ୍ମର ଗୋଟିଏ ସଟ୍ କଟା ନଯାଇ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏନେଇ...
ଲଞ୍ଚ ହେଲା ଉମଙ୍ଗ୍ ଆପ୍, ଘରେ ବସି ହୋଇପାରିବ ପାସପୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିଜିଟାଲ ଭାରତକୁ ଆଉ ପାଦେ ଆଗେଇ ନେବା ପାଇଁ କେନ୍ଦ୍ର ସରକାର ଶୁଭାରମ୍ଭ କରିଛନ୍ତି ଉମଙ୍ଗ୍ ଆପ୍
କେନ୍ଦ୍ର ସରକାର ଆଜି ଏକ ବଡ଼ କାମ କରିଛନ୍ତି। ଡିଜିଟାଲ ଭାରତକୁ ଆଉ ପାଦେ...
ପୁଅକୁ ଧରି ୪୦ ଫୁଟ ଉଚ୍ଚରୁ ଡେଇଁଲେ କଂଗନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାନ୍ସୀ ରାଣି ଲକ୍ଷ୍ମୀବାଇଙ୍କ ଭୁମିକାରେ ଅଭିନୟ କରୁଥିବା ବଲିଉଡ ଅଭିନେତ୍ରୀ କଂଗନା ରାଣାୱତ ପୁଅକୁ ଧରି ୪୦ ଫୁଟ ଉଚ୍ଚ କାନ୍ଥରୁ ଡେଇଁଛନ୍ତି, ଯାହାଫଳରେ କଂଗନାଙ୍କ ପାଦରେ ଆଘାତ ଲାଗିଛି।
କଂଗନାଙ୍କ ଆଗାମି...
ଡାକ୍ତର ରୁକମାବାଈଙ୍କ ଉପରେ ଗୁଗୁଲ୍-ଡୁଡୁଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପରାଧୀନ ଭାରତର ପ୍ରଥମ କେତେଜଣ ମହିଳା ଡାକ୍ତରଙ୍କ ମଧ୍ୟରେ ଅନ୍ୟତମ
ବାଲ୍ୟବିବାହକୁ ବିରୋଧରେ କରିଥିଲେ ଲଢ଼େଇ
ବିଭିନ୍ନ ଲୋକଙ୍କ ସହାଯ୍ୟରେ ବିଲାତରେ ଡାକ୍ତରୀ
ବ୍ରିଟିଶ ଶାସନାଧୀନ ଭାରତର ପ୍ରଥମ କେତେଜଣ ମହିଳା...
କ୍ୟାମ୍ପସରୁ କ୍ରାଉନ: କଣ ଥିଲା ବିଶ୍ୱସୁନ୍ଦରୀଙ୍କ ସଫଳତାର ସିକ୍ରେସି ?
ଓଡ଼ିଶାଲାଇଭ୍ ବ୍ୟୁରୋ
କୁହାଯାଏ, ‘if you want beauty, property and talent, you have to marry three times’, ଅର୍ଥାତ୍ ଜଣଙ୍କ ପାଖରେ ପ୍ରତିଭା, ସୌନ୍ଦର୍ଯ୍ୟ ଏବଂ ପ୍ରାଚୁର୍ଯ୍ୟ ଏକତ୍ର...
ବିହାରର ଏହି ମହିଳା ଘରେ ପାଇଖାନା ତିଆରି କରିବା ପାଇଁ ମଙ୍ଗଳସୂତ୍ର ବିକିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାର ରାଜଧାନୀ ପାଟନା ନିକଟ ବରୁନା ଗାଆଁର ଜଣେ ମହିଳା ଘରେ ଶୌଚାଳୟ ତିଆରି କରିବା ପାଇଁ ନିଜର ମଙ୍ଗଳ ସୂତ୍ର ବିକିବାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି।
ବିହାରରେ ଏବେ...
ବଙ୍ଗଳା-ତାମିଲ କାହିଁକି ଶିଖୁଛନ୍ତି ଅମିତ ଶାହା?
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଗତ ବର୍ଷକ ମଧ୍ୟରେ ଅମିତ ଶାହା ଏକାଧିକ ଭାଷା ଶିଖି ସାରିଛନ୍ତି।ଲକ୍ଷ୍ୟ ହେଉଛି ସ୍ଥାନୀୟ ଭାଷାରେ ଭାଷଣ ଦେଲେ ଦଳ ପ୍ରତି ଲୋକଙ୍କ ଭରସା ବୃଦ୍ଧି ପାଇବ ଏବଂ ନିର୍ବାଚନରେ ବି...
୨୦୧୩ ଦୁଷ୍କର୍ମ ମାମଲା: ଗିରଫ ହେଲେ ଓଡ଼ିଆ ଆଇଏଏସ୍ ଅଫିସର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଏଏସ୍ ପରୀକ୍ଷାରେ ସହାୟତା କରିବାର ପ୍ରତିଶ୍ରୁତି ଦେଇ ଜଣେ ୨୩ ବର୍ଷିୟା ଯୁବତୀଙ୍କୁ ବି ବି ମହାନ୍ତି ଯୌନ ଶେଷଣ ଦେଇଥିବା ୨୦୧୩ରେ ଅଭିଯୋଗ ହୋଇଥିଲା।
ଗିରଫ ହେଲେ ଓଡ଼ିଆ ଆଇଏଏସ୍ ଅଫିସର...